Daily Archives

October 29, 2022

ପଂଜାବ ମଡେଲକୁ ଗୁଜରାଟରେ ଆପଣାଇବ ଆମ ଆଦମୀ ପାର୍ଟି । ରାଜ୍ୟବାସୀ ବାଛିବେ ଗୁଜରାଟ ନିର୍ବାଚନ ପାଇଁ ଆପ୍ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନା । ଖୁବ ଶିଘ୍ର ନିର୍ବାଚନ ତାରିଖ ଘୋଷଣା ସମ୍ଭାବନା ରହିଛି । ହୁଏତ ଦୁଇଟି ପର୍ଯ୍ୟାୟରେ ପଡିପାରେ ଭୋଟ । ଏହା ଭିତରେ ଆମ ଆଦମୀ ପାର୍ଟି ନିର୍ବାଚନ ପାଇଁ ପୁରୁଣା ଫର୍ମୂଲା ଆପଣାଇବା ପାଇଁ ଘୋଷଣା କରିଛନ୍ତି । ପଂଜାବ ବିଧାନସଭା ନିର୍ବାଚନ…

ରାଜନୀତିରେ ପ୍ରବେଶ କରିପାରନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । କହିଲେ, ଜନତା ଓ ବିଜେପି ଚାହିଁଲେ ନିର୍ବାଚନରେ…

କନକ ବ୍ୟୁରୋ : ନିର୍ବାଚନ ଲଢିପାରନ୍ତି ବଲିଉଡର ପରିଚିତ ଅଭିନେତ୍ରୀ କଙ୍ଗନା ରାଣାୱତ । ନିଜ ରାଜ୍ୟ ହିମାଚଳ ପ୍ରଦେଶରୁ ନିର୍ବାଚନ ଲଢିବା ନେଇ ଇଛା ପ୍ରକାଶ କରିଛନ୍ତି ଏହି ବଲିଉଡ କୁଇନ୍   । ଯଦି ବିଜେପି ଟିକେଟ ଦିଏ ତେବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି କଙ୍ଗନା । ହିମାଚଳ ପ୍ରଦେଶର…

ଶ୍ରୀମନ୍ଦିର ନାଟମଣ୍ଡପରୁ ଖସିଲା ପଥର: ଶ୍ରୀମନ୍ଦିର ସୁରକ୍ଷା ଉପରେ ଲାଗିଲା ପ୍ରଶ୍ନଚିହ୍ନ

କନକ ବ୍ୟୁରୋ: ବଡଦେଉଳୁ ଖସିଲା ବଡପଥର । ଜଗମୋହନର ଦକ୍ଷିଣ ପୂର୍ବ ପାଶ୍ୱର୍ ମୁଦୁଲି ଦ୍ୱାର ପାଖ ନାଟମଣ୍ଡପ ବାହାର ପାଶ୍ୱର୍ ସଖି ଉପର ଚାଳି ନିକଟରୁ ଖସିଛି ବଡପଥର । ଗତ ୨୩ ତାରିଖ ରବିବାରଦିନ ଏହି ପଥର ଖସିଛି । ପୂର୍ବରୁ ନାଟମଣ୍ଡପ, ରତ୍ନଭଣ୍ଡାର ବାହାର କାନ୍ଥ ଓ ଏକାଧିକ ସ୍ଥାନରେ ଫାଟ…

କ’ଣ ହେବ ଟ୍ୱିଟରର ଭବିଷ୍ୟତ? ହଟିପାରନ୍ତି ୭୫ ପ୍ରତିଶତ କର୍ମଚାରୀ !

କନକ ବ୍ୟୁରୋ : ଏଲନ ମସ୍କ ଟ୍ୱିଟରର ମାଲିକ ହେବା ପରେ ହିଂସା ଉସୁକାଇବା ପାଇଁ ବ୍ୟାନ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି ସକ୍ରିୟ ହୋଇଯାଇଛି  । ଆକାଉଣ୍ଟ ସକ୍ରିୟ ହେବା ପରେ ଖୁସି ବ୍ୟକ୍ତ କରିବା ସହ ମସ୍କଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ ।…

ରେକର୍ଡ ଡ୍ୟାନ୍ସ ନାଁରେ ନଗ୍ନ ନାଚ! ଯାତ୍ରା ପେଣ୍ଡାଲରେ ସୀମା ଲଂଘୁଛି କି ଅଙ୍ଗ ପ୍ରଦର୍ଶନ?

କନକ ବ୍ୟୁରୋ: ଯାତ୍ରାରେ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ ଦର୍ଶକ ଭିତରୁ ଜଣେ ମହିଳା ମଂଚ ଉପରକୁ ଜୋତା ଫିଙ୍ଗିଥିଲେ । ଆଉ ଅଭିଯୋଗ କରିଥିଲେ, ନାଚ ନାଁରେ ଅଙ୍ଗ ପ୍ରଦର୍ଶନ କରାଯାଉଛି । ଏହି ପ୍ରସଙ୍ଗରେ ମତ ରଖିଛନ୍ତି ଯାତ୍ରା କଳାକାର । ସେମାନେ କହିଛନ୍ତି, ଏଥିପାଇଁ ଯାତ୍ରା କମିଟି ଦାୟୀ ।…

ଧର୍ମେନ୍ଦ୍ରଙ୍କ ରାବଣ ଉପାଖ୍ୟାନ: ଧାମନଗର ପ୍ରଚାର ମୈଦାନରୁ ତେରଛା ବାଣ ମାରିଲେ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୟାନ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଧର୍ମେନ୍ଦ୍ରଙ୍କ ଦୃଷ୍ଟିରେ କିଏ ରାବଣ ଓ କିଏ ଦୁର୍ଯ୍ୟୋଧନ ତାହା ସ୍ପଷ୍ଟ ହୋଇନଥିଲେ ରାଜନୈତିକ ଆଲୋଚନାକୁ…