Daily Archives

October 22, 2022

ବର୍ଷା ଧୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍! ଦୁଇ ଦେଶର ଦଶର୍କଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

କନକ ବ୍ୟୁରୋ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆକପକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ରବିବାର ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ଭେଟିବ ଭାରତ । ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଷ୍ଟାଡିୟମରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ନିଜର ପ୍ରଥମ ମ୍ୟାଚ ଖେଳିଳେ ।…

ଅଯୋଧ୍ୟାରେ ଭବ୍ୟ ଆୟୋଜନ: ଶ୍ରୀରାମଙ୍କ ନଗରୀରେ ହେବ ଦୀପୋତ୍ସବ, ୧୭ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା

କନକ ବ୍ୟୁରୋ: ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା । ଚଳିତ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକ ମାଳାରେ ଝଲସୁଛି ଅଯୋଧ୍ୟ ସହର । ଅଯୋଧ୍ୟର ରାମ କି ପେଡିରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ହେଉଛି । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ୪୦ଟି ଘାଟ ।…

ପ୍ରଚାରରେ କମ୍ପୁଛି ଧାମନଗର ମୈଦାନ। ଫୋକସରେ ଶୋଭାଯାତ୍ରା ଓ ଘରକୁ ଘର କ୍ୟାମ୍ପେନ।

କନକ ବ୍ୟୁରୋ: ଦିନ ଯେତେ ପାଖେଇ ଆସୁଛି ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଧାମନଗର । ବିଜେଡି, ବିଜେପି, କଂଗ୍ରେସ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଶନିବାର ଦଳୀୟ ନେତା ଓ ଷ୍ଟାରଙ୍କ ସହ ଦୋଳସାହିରେ ରୋଡ ଶୋ କରିଛନ୍ତି ।…

କାଲି ମୁହାଁମୁହିଁ ହେବେ ଓଡିଶା ଏଫସି-କେରଳା ବ୍ଲାଷ୍ଟର: କଳିଙ୍ଗଷ୍ଟାଡିୟମରେ ଦେଖିବାକୁ ମିଳିବ ଦମଦାର ମ୍ୟାଚ

କନକ ବ୍ୟୁରୋ: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଓଡ଼ିଶା ଏଫ୍. ସି ଓ କେରଲା ବ୍ଲାଷ୍ଟର । ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେଇଥିବା ଆଇଏସଏଲର ଏହି ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ଏହି ଦୁଇ ଦଳ ମୁହାଁମୁହିଁ ହେବେ । ଗୋଟିଏ ପଟେ କେରଲା ବ୍ଲାଷ୍ଟାର ଲଗାତାର ସମସ୍ତ ସଂସ୍କରଣରେ…

ବିବାହ ପଞ୍ଜିକରଣକୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିନା ବିବାହ ଉତ୍ସବରେ ପଞ୍ଜିକରଣ ଅବୈଧ।

କନକ ବ୍ୟୁରୋ: ବିନା ଉତ୍ସବରେ ବିବାହ ପଞ୍ଜିକରଣ ଅବୈଧ । ବିବାହ ପ୍ରମାଣପତ୍ରକୁ ଧରାଯିବ ନକଲି । ବିବାହ ପ୍ରମାଣପତ୍ରକୁ ନେଇ ଏମିତି ଏକ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ । ୨୦୧୫ରେ ଜଣେ ମୁସଲିମ ମହିଳାଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ବିଚାରପତି ବିଜୟକୁମାର…

ଚୀନର କମ୍ୟୁନିଷ୍ଟ ପାର୍ଟି ବୈଠକରେ ନିଷ୍ପତିି: ତୃତୀୟ ଥର ରାଷ୍ଟ୍ରପତି ହେବେ ଜିନପିଙ୍ଗ୍, ବୈଠକରୁ ପୂର୍ବତନ…

କନକ ବ୍ୟୁରୋ: ଜିନପିଙ୍ଗଙ୍କ ବାମ ପାଶ୍ୱରେ ବସିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓ । ଦେଖନ୍ତୁ କିପରି ତାଙ୍କୁ ଜୋର କରି ଚୀନର କମ୍ୟୁନିଷ୍ଟ ପାର୍ଟି ବୈଠକରୁ ଉଠାଇ ଦିଆଯାଉଛି । ଜିନପିଙ୍ଗଙ୍କ ସହ ସେ କଥା ହେବାକୁ ଚାହୁଁଥିଲା ବେଳେ ଅନ୍ୟ ଜଣେ…