Daily Archives

October 19, 2022

ବିଜେଡିରୁ ବହିଷ୍କାର ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ବିଷ୍ଣୁଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରି ଅନୁକମ୍ପା…

କନକ ବ୍ୟୁରୋ: ପ୍ରଥମେ ଅସନ୍ତୋଷ , ପରେ ବିଦ୍ରୋହ, ଆଉ ତାପରେ ସ୍ୱାଧୀନ ପ୍ରାର୍ଥୀ ହେବା ରାଜୁ ଦାସଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଅନେକ ମାନଭଞ୍ଜନ ପରେ ରାଜୁ ନ ମାନିବାରୁ ଶେଷରେ ଦଳରୁ ବହିଷ୍କାର କରିଛି ବିଜେଡି । ରାଜୁଙ୍କ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରି ବିଜେଡି କହିଛି ଦଳ…

ଆତଙ୍କବାଦ ବିରୋଧୀ ଲଢେଇରେ ପୁଣି କଂଟା ସାଜିଲା ଚୀନ, ମିଳିତ ଜାତିସଂଘରେ ଭାରତ ପ୍ରସ୍ତାବରେ ସହମତି ପ୍ରକାଶ କଲାନି…

କନକ ବ୍ୟୁରୋ : ଆତଙ୍କବାଦ ଦମନରେ ବାହାରିଥିବା ଭାରତକୁ ଏବେ ବିରୋଧ କରିଛି ଚୀନ । ମିଳିତ ଜାତିସଂଘରେ ପୁଣି ଥରେ ଚୀନ ଆତଙ୍କବାଦୀଙ୍କୁ ସମର୍ଥନ କରିଛି । ପାକିସ୍ଥାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ଭାରତ…

ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଗାନ୍ଧୀନଗରରେ ଡିଫେନ୍ସ ଏକ୍ସପୋର କଲେ ଉଦଘାଟନ

କନକ ବ୍ୟୁରୋ : ବୁଧବାରଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଗୁଜରାଟଗସ୍ତ ଆରମ୍ଭ ହୋଇଛି । ଏଠାରେ ପହଁଚିବାପରେ ମୋଦିଙ୍କୁ ଭବ୍ୟସ୍ୱାଗତ କରିଛି ପ୍ରଦେଶ ବିଜେପି । ପ୍ରଧାନମନ୍ତ୍ରୀଙ୍କ ଉପରେ ପୁଷ୍ପବର୍ଷା ହେବା ସହ ରୋଡ ଶୋ ମଧ୍ୟ ଦେଖିବାକୁ ମିଳିଛି । ଗାନ୍ଧୀନଗର ମୋଦୀ ସ୍କୁଲ ଅଫ…

୨୪ବର୍ଷ ପରେ ବଦଳିଲା ଇତିହାସ, କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ

କନକ ବ୍ୟୁରୋ : ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସକୁ ବୁଧବାର ମିଳିଛି ନୂଆ ସଭାପତି । ଦଳର ସଭାପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ଅକ୍ଟୋବର ୧୭ରେ ହୋଇଥିବା ନିର୍ବାଚନର ଫଳାଫଳ ୧୯ରେ ଆସିଛି ଓ ଖଡ୍ଗେ ହୋଇଛନ୍ତି ଦଳର ନୂଆ ସଭାପତି ।…

ବାତ୍ୟା ନେଇ ଛାନିଆ ଚାଷୀ, ସମୁଦ୍ରକୂଳକୁ ଫେରିଆସୁଛନ୍ତି ମତ୍ସ୍ୟଜୀବୀ।

କନକ ବ୍ୟୁରୋ: ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ, ଛାନିଆ ହୋଇପଡିଛନ୍ତି ଚାଷୀ । ବାତ୍ୟାର ପ୍ରଭାବ କେତେ ହେବ କାହାକୁ ଜଣାନଥିଲେ ବି ପ୍ରବଳ ବର୍ଷା ଆଶଙ୍କା ଭୟକୁ ବଢ଼ାଇ ଦେଇଛି । ଆଉ ବର୍ଷା ହେବା ପୂର୍ବରୁ ସତର୍କତା ମୂଳକ ଭାବେ ଚାଷୀ ଧାନ ଫସଲକୁ କାଟି ନେଉଛନ୍ତି । ଧାନ…

୨୦୧୬ ଡିସେମ୍ବର ୫ରେ ନୁହେଁ ୪ ତାରିଖରେ ହୋଇଥିଲା ଆମ୍ମାଙ୍କ ମୃତ୍ୟୁ , ଶଶୀକଳାଙ୍କ ସମେତ ୪ଜଣଙ୍କ ଉପରେ ସଂଗୀନ ଅଭିଯୋଗ

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ଜୟଲଳିତାଙ୍କ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ହେବ ଯେଉଁ ସନ୍ଦେହ ଥିଲା ତାକୁ ଏବେ ଅଧିକ ଘନୀଭୂତ କରିଛି କରିଛି ମାମଲାର ଯାଂଚ କରୁଥିବା ଅରୁମୁଗାସ୍ୱାମୀ ଯାଂଚ କମିଟିର ରିପୋର୍ଟ । ଅରୁମୁଗାସ୍ୱାମୀ ଯାଂଚ କମିଟି ରିପୋର୍ଟରେ ଏଭଳି…