Daily Archives

October 17, 2022

ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ । ୩୭ଟି କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ନବୀନ 

କନକ ବ୍ୟୁରୋ: ହାଇଦ୍ରାବାଦରେ  ନିବେଶକଙ୍କ ସହ ମୁଖମନ୍ତ୍ରୀ ଆଲୋଚନା କରିଛନ୍ତି । ୩୭ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ବିଶେଷକରି ମାଇକ୍ରୋସଫ୍ଟର ବରିଷ୍ଠ ଅଧିକାରୀ, ଭାରତ ବାୟୋଟେକ, ଆରୋରା କ୍ୟାପିଟାଲ, ତୋଷାଳି ସିମେଣ୍ଟ, ଆକ୍ସିସ ଏନର୍ଜି ଗ୍ରୁପ, ମହାସିମେଣ୍ଟ,…

ଦିଲ୍ଲୀ ମଦ ଦୁର୍ନିତୀ ମାମଲା: ସିସୋଦିଆଙ୍କୁ ସିବିଆଇର ଜେରା, ଜେରା ପୂର୍ବରୁ ଦିଲ୍ଲୀ ରାସ୍ତାରେ ଗର୍ଜିଲେ ସିସୋଦିଆ

କନକ ବ୍ୟୁରୋ: ସୋମବାର ସକାଳୁ ଦିଲ୍ଲୀ ରାଜରାସ୍ତାରେ ଆମ ଆଦମୀ ପାର୍ଟିର ଏଭଳି କିଛି ବିଶାଳ ରାଲି ଦେଖିବାକୁ ମିଳିଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦଳର ଶହ ଶହ ସଂଖ୍ୟକ ସମର୍ଥକ ଓ ନେତାମନ୍ତ୍ରୀଙ୍କ ଗହଣରେ ରାଲି କରିଥିଲେ । ତେବେ ଏହା ଏହି ରାଲି ପଛରେ କୌଣସି କ୍ୟାମ୍ପେନ ନଥିଲା…

କଂଗ୍ରେସ ବାଛିଲା ନୂଆ ସଭାପତି । ଅଣଗାନ୍ଧି ହେବେ ମୁଖିଆ । ପ୍ରଦେଶ କାର୍ଯ୍ୟାଳୟରେ ଭୋଟ ଦେଲେ ସଦସ୍ୟ । 

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଶେଷ ହୋଇଛି । ଆଉ ବାଲାଟ ବକ୍ସରେ କଏଦ ହୋଇ ରହିଛି ମଲ୍କିକାର୍ଜୁନ ଖଡଗେ ଓ ଶଶି ଥରରୁଙ୍କ ଭାଗ୍ୟ । ଦେଶର ସବୁ ପିସିସି କାର୍ଯ୍ୟାଳୟ ସମେତ ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୋଟ୍ ଦେଇଛନ୍ତି ତାଲିକାରେ ଥିବା କଂଗ୍ରେସ ନେତା…

ବର୍ଷ ଅଧାରୁ ନୂଆ ସିଲାବସ୍ । ନବମ, ଦଶମ ପାଠ୍ୟକ୍ରମରେ ଯୋଡିହେଲା ନୂଆ ବିଷୟ ।

କନକ ବ୍ୟୁରୋ: ନବମ ଓ ଦଶମ ଶ୍ରେଣୀ ପାଠପଢା ପାଇଁ ଆସିଲା ନୂଆ ସିଲାବସ୍ । ୨୦୨୨-୨୩ ଶିକ୍ଷାବର୍ଷରେ ଲାଗୁ ହେବ ନୂଆ କରିକୁଲମ୍ । ନୂଆ ବ୍ୟବସ୍ଥାରେ ପଢିବେ ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସାମ୍ବାଦିକ ସମ୍ମିଳନୀ କରି ନୂଆ ଶିକ୍ଷା ପ୍ରଣାଳୀ ବିଷୟରେ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ…

‘ବ୍ୟାଙ୍କିଙ୍ଗ ଦୁର୍ନୀତିରେ ଅଧିକାରୀଙ୍କ ଭୂମିକାର ହେଉ ଯାଞ୍ଚ’, ସୁପ୍ରିମକୋର୍ଟରେ ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଆବେଦନ…

କନକ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ଦୁର୍ନୀତିରେ ଅଧିକାରୀଙ୍କ ଭୂମିକାର ଯାଞ୍ଚ ପାଇଁ ପିଟିସନ ଦାଖଲ ହୋଇଛି । ସୁପ୍ରିମକୋର୍ଟରେ ଦାଖଲ ପିଟିସନ ଆଧାରରେ ଆରବିଆଇ-ସିବିଆଇକୁ କୋର୍ଟ ନୋଟିସ କରିଛନ୍ତି । ସ୍ୱାମୀଙ୍କ ପିଟିସନରେ ଭାରତୀୟ ରିଜର୍ଭ…