Daily Archives

October 6, 2022

ଜଙ୍ଗଲରୁ ୨ ହାତୀର ମୃତଦେହ ଠାବ : ମୃତ୍ୟୁର କାରଣ ଅସ୍ପଷ୍ଟ, ବନବିଭାଗର ତଦନ୍ତ

କନକ ବ୍ୟୁରୋ : ଜଙ୍ଗଲରୁ ୨ ହାତୀର ମୃତଦେହ ଠାବ । କୁଚିଣ୍ଡା ବାମରା ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରେ ପଡ଼ିଛି ୨ ହାତୀଙ୍କ ମୃତଦେହ । ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ରହିଛି ଦନ୍ତାହାତୀ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପାରିପାର୍ଶ୍ୱିକ…

ପ୍ରଧାନମନ୍ତ୍ରୀଙ୍କ ହୃଦୟ ଜିତିଲା ସଂସ୍କୃତ ଭାଷାରେ କ୍ରିକେଟ୍ କମେଣ୍ଟ୍ରି : ଭିଡିଓ ସେୟାର କରି କଲେ ରିଟ୍ୱିଟ୍

କନକ ବ୍ୟୁରୋ : କ୍ରିକେଟରେ ସଂସ୍କୃତ ଭାଷାରେ କମେଣ୍ଟ୍ରି । ପୂର୍ବରୁ କେବେ ଶୁଣିନଥିଲେ ବି ବେଙ୍ଗାଲୁରୁରେ ଏଭିଳି ଏକ ସଂସ୍କୃତ ଭାଷାରେ କମେଣ୍ଟ୍ରି କରାଯାଇଥିବା ଶୁଣିବାକୁ ମିଳିଛି । କେଉଁ ଏକ ଗଳି ଅଞ୍ଚଳରେ କିଛି ପିଲା କ୍ରିକେଟ ଖେଳୁଥିବା ବେଳେ ଜଣେ ପିଲା ସଂସ୍କୃତ ଭାଷାରେ ମ୍ୟାଚର…

ନେପାଳ କ୍ରିକେଟ୍ ଟିମର ପୂର୍ବ ଅଧିନାୟକ, ଆଇପିଏଲ୍ ଖେଳିଥିବା ଖେଳାଳି ସନ୍ଦୀପ ଲାମିଛାନେ ଗିରଫ । ନାବାଳିକାକୁ…

କନକ ବ୍ୟୁରୋ: ନେପାଳ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳିସାରିଥିବା କ୍ରିକେଟର ସନ୍ଦୀପ ଲାମିଛାନେଙ୍କ ଅଡୁଆ ବଢିଛି । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି । ତେବେ ସନ୍ଦୀପ ନିଜ ଦେଶକୁ ଫେରିବା ପରେ ଗୁରୁବାର ସକାଳୁ…

ତିକ୍ତତା ଭିତରେ ଆମେରିକାରୁ ଋଷିଆ ମହାକାଶଚାରୀଙ୍କ ଯାତ୍ରା ଆରମ୍ଭ : ୟୁକ୍ରେନକୁ ନେଇ ମୁହାଁମୁହିଁ ହୋଇଛନ୍ତି…

କନକ ବ୍ୟୁରୋ : ଋଷିଆ ମହାକାଶଚାରୀଙ୍କ ଆରମ୍ଭ ଯାତ୍ରା । କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଋଷିଆର ମହାକାଶଚାରୀ ଆମେରିକାରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଆମେରିକାର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ଏହି ଯାତ୍ରା ଆରମ୍ଭ ହୋଇଛି । ୟୁକ୍ରେନ୍ ସଙ୍କଟ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ…

ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା : ଉପକୂଳ ଓଡ଼ିଶାରେ ଅଧିକ ପ୍ରଭାବ ରହିବା ସମ୍ଭାବନା

କନକ ବ୍ୟୁରୋ : ଆଗାମୀ ୨୪ରୁ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ । ଦକ୍ଷିଣ ଉପକୂଳ ଓ ତାର ପାର୍ଶ୍ୱ ଜିଲ୍ଲାରେ ଲାଗି ରହିବ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ନେଇ ପାଣିପାଗ ବିଭାଗ…

ଶତ୍ରୁ ସହ ଲଢ଼ିବ ମାନବବିହୀନ ବୋଟ୍ : ପୁନେରେ ଡିଆରଡିଓ ପକ୍ଷରୁ ସଫଳ ପରୀକ୍ଷଣ

କନକ ବ୍ୟୁରୋ : ଶତ୍ରୁ ସହ ଲଢ଼ିବ ମାନବବିହୀନ ବୋଟ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ୩ଟି ସଶସ୍ତ୍ର ମାନବବିହୀନ ବୋଟ ପ୍ରସ୍ତୁତ କରାଯାଇଛି । ପୁନେରେ ଡିଆରଡିଓ ପକ୍ଷରୁ ଏହି ମାନବବିହୀନ ବୋଟ୍ର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଏହା ସମୁଦ୍ରରେ ଶତ୍ରୁର…