Daily Archives

October 3, 2022

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ନୋଟିସ୍ । ଅକ୍ଟୋବର ୭ରେ ଦିଲ୍ଲୀରେ ହାଜର ହେବାକୁ ନୋଟିସ୍ ।

କନକ ବ୍ୟୁରୋ: କଂଗ୍ରେସ ଦଳ ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ଖବରକାଗଜ ମାମଲାରେ ସୋମବାର ଇଡି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ନୋଟିସ୍ ଜାରିକରିଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ଅକ୍ଟୋବର ୭ରେ ଦିଲ୍ଲୀରେ ହାଜର ହେବାକୁ ନୋଟିସ୍…

ବଢ଼ିଲା ବାୟୁସେନାର ବଳ। ସାମିଲ ହେଲା ପ୍ରଥମ ସ୍ୱଦେଶୀ ଲାଇଟ କମ୍ବାଟ ହେଲିକପ୍ଟର ‘ପ୍ରଚଣ୍ଡ’।

କନକ ବ୍ୟୁରୋ: ବଢି଼ଲା ବାୟୁସେନାର ବଳ । ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଏହି ଏଲସିଏଚର ନାଁ ରହିଛି ପ୍ରଚଣ୍ଡ । ମୋଟ୍ ୧୦ଟି ଏଲସିଏଚ ବାୟୁସେନାରେ ସାମିଲ ହୋଇଛି । ଯୋଧପୁର ଏୟାରବେସରେ ବିଧିବଦ୍ଧ ଭାବେ ସାମିଲ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ…

ମଝି ଆକାଶରେ ବୋମା ଭୟ। ଚାଇନାରେ ବିମାନ କଲା ଅବତରଣ।

କନକ ବ୍ୟୁରୋ: ଆକାଶରେ ଉଡୁଥିଲା ବିମାନ । ହଠାତ୍ ବିମାନରେ ବୋମା ଥିବା ନେଇ ଆସିଲା ସୂଚନା । ଇରାନର ତେହେରାନରୁ ଚୀନର ଗୁଆଙ୍ଗଝୁ ଯାଉଥିଲା ମହାନ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଡବ୍ଲ୍ୟୁ୫୮୧ । ବିମାନରେ ବୋମା ଥିବା ନେଇ ଖବର ଜାଣବା ପରେ ଭୟଭୀତ ହୋଇପଡିଥିଲେ ଯାତ୍ରୀ । ସେତେବେଳକୁ…

ଜମୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଚାର: ଖଡଗେଙ୍କୁ ସମର୍ଥନ କରି ତିନି କଂଗ୍ରେସ ନେତା ମୁଖପାତ୍ର ପଦରୁ ଦେଲେ…

କନକ ବ୍ୟୁରୋ: ବ୍ରିଟେନରେ କଞ୍ଜର୍ଭେଟିଭ ପାର୍ଟିର ସଭାପତି ନିର୍ବାଚନ ପାଇଁ କିଛି ଏହିଭଳି ଟିଭି ଡିବେଟର ଆୟୋଜନ କରାଯାଏ । ପ୍ରତିଯୋଗିତା କରୁଥିବା ପ୍ରାର୍ଥୀମାନେ ବିତର୍କରେ ସେମାନେ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ଯେ, ଦେଶର ନେତୃତ୍ୱ ନେବାପାଇଁ ସେମାନେ କିଭଳି ସମର୍ଥ । ବିଭିନ୍ନ…

୫ଜି ବଦଳାଇଦେବ ଜୀବନ? କମ ସମୟରେ ହୋଇପାରିବ ଅନେକ କଠିନ କାମ !

କନକ ବ୍ୟୁରୋ: ୧ ଅକ୍ଟୋବରରେ ଦେଶକୁ ଆସିଛି ୫ଜି । ୫ଜି ଆସିବା ପୂର୍ବରୁ ବିଶେଷଜ୍ଞ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ କଳ୍ପନା ଜଳ୍ପନା କରୁଥିଲେ, ୫ଜି ଆସିବା ପରେ ସେହି ଆଶା ପୂରଣ ହେବାକୁ ଯାଉଛି । ପଂଚମ ପିଢ଼ିର ମୋବାଇଲ୍ ନେଟ୍ୱର୍କର ଶକ୍ତି ୪ଜି ଠାରୁ ଅଧିକ ହୋଇଥିବାରୁ ଏହାର ଡାଟା ସ୍ପିଡ୍…

ସ୍କୁବା ଡ୍ରାଇଭର ସବୀର ବକ୍ସଙ୍କୁ ସମ୍ବର୍ଦ୍ଧନା। ପାରାଦୀପରେ ସମ୍ବର୍ଦ୍ଧିତ କଲା ଆମ ପାରାଦୀପ ଆମ ପ୍ରଗତି ଅନୁଷ୍ଠାନ। 

କନକ ବ୍ୟୁରୋ: ଓଡିଶାର ସ୍କୁବା ଡ୍ରାଇଭର ସବୀର ବକ୍ସଙ୍କୁ ନେହେରୁ ବଙ୍ଗଳା ସମୁଦ୍ର କୂଳରେ ସମ୍ବର୍ଦ୍ଧିତ କରିଛନ୍ତି ଆମ ପାରାଦୀପ ଆମ ପ୍ରଗତିର ପ୍ରତିଷ୍ଠାତା ବାପି ସାର୍ଖେଲ । ଜାତୀୟସ୍ତରରେ ଏକ ୱିଣ୍ଡ ସର୍ଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ପ୍ରତିଯୋଗୀମାନଙ୍କୁ ପାରାଦୀପ…