Daily Archives

June 28, 2022

ବାତ୍ୟା ତିତିଲିର ୫ ବର୍ଷ ପରେ ବି ମିଳିନି ପକା ଘର: ଆଜି ବି ଭଙ୍ଗା ଘରେ ପଲିଥିନ୍ ଟାଣି ରହୁଛନ୍ତି ବାତ୍ୟା ବିପନ୍ନ 

କନକ ବ୍ୟୁରୋ: ପଲିଥିନ ତଳେ ଜୀବନ । ୫ ବର୍ଷ ହେଲା ଦଦରା କାନ୍ଥ ଉପରେ ଛାତ ପାଲଟିଛି ପଲିଥିନ । ଆଉ ତାରି ଭିତରେ ବିତୁଛି ୮ ଜଣଙ୍କ ଜୀବନ । ଏମିତି ଖବର ଅନେକ ଥର ଗଣମାଧ୍ୟମରେ ପ୍ରସାରଣ ହେଉଛି । ତଥାପି ଅଭାବି ମଣିଷଙ୍କ ପାଇଁ ସାତ ସପନ ପାଲଟିଛି ଆବାସ ଯୋଜାନା ଭଳି ଯୋଜନାରେ ପକ୍କା ଘରଟିଏ ।…

ନିଆଳିରେ ଚାଷୀଙ୍କୁ ଠକି ଦେଲା ଲକ୍ଷେହୀରା ବିହନ: ଜମିରେ ରୋଇଥିଲେ ଧାନ ବିହନ, ଅମଳ ବେଳକୁ ଖାଲି ବାଳୁଙ୍ଗା

କନକ ବ୍ୟୁରୋ: ବିଲରେ ଚାଷୀ ରୋଇଲେ ଧାନ, ହେଲେ ଫଳିଲା ବାଳୁଙ୍ଗା । ନକଲି ବିହନ ଦେଇ ଚାଷୀଙ୍କୁ ଠକି ଦେଇଛି ସେବା ସମବାୟ ସମିତି । ଧାନ ବିଲକୁ ଜୁଆଡେ ଚାହିଁବେ ସିଆଡେ ଖାଲି ବାଳୁଙ୍ଗା ହିଁ ବାଳୁଙ୍ଗା । ତେଣୁ ଜମିରେ ଏବେ ଗୋରୁଗାଇ ଛାଡି ଦେଇଛନ୍ତି ଚାଷୀ । କଟକ ନିଆଳି ବ୍ଲକ କୃଷ୍ଣପ୍ରସାଦ…

ମରିଯିବ କି ଯାଜପୁର ବୈତରଣୀ ନଦୀ? ବାଲି ମାଫିଆ ଓ କମ୍ପାନୀର ଶୋଷଣ ନୀତି ଯୋଗୁଁ କମି ଯାଉଛି ଜଳସ୍ରୋତ

କନକ ବ୍ୟୁରୋ: ବୈତରଣୀର ହେବ କି ଅକାଳ ମୃତ୍ୟୁ ! କାରଣ ଏବେ ନଦୀରେ ଦୃଶ୍ୟକୁ ଦେଖିଲେ କେହି ବି ଅନୁମାନ କରିପାରିବେ ନାହିଁ ଏହା ଏକ ନଦୀ । ଦିନେ ଏଠାରେ ପାଣି ଉଛୁଳୁଥିଲା । ଯାଜପୁର ଦେଇ ବହି ଯାଇଥିବା ବୈତରଣ ନଦୀକୁ ମାରି ଦେବାକୁ ଚକ୍ରାନ୍ତ ଚାଲିଛି! ଓଡିଶାର ପବିତ୍ରର ଗଙ୍ଗା କୁହାଯାଉଥିବା…

ଗଞ୍ଜାମରେ କାୟା ମେଲିଛନ୍ତି କୋଟିପତି ନିଶା ବେପାରୀ: ବାଜ୍ୟାପ୍ତି ଘୋଷଣା ହେଲା ଗଞ୍ଜେଇ ମାଫିଆଙ୍କ ସ୍ଥାବର ଅସ୍ଥାବର…

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ କାୟା ମେଲାଇଛନ୍ତି କୋଟିପତି ନିଶା ବ୍ୟବସାୟୀ । ରାଜ୍ୟ ଓ ରାଜ୍ୟ ବାହରେ ନିଶା କାରବାର କରି ପାଲଟିଛନ୍ତି କୋଟିପତି । ଗତ ୮ ମାସ ଭିତରେ ପୋଲିସ ଓ ଏସଟିଏଫ ଟିମ ହାତରେ ୩ଜଣ ବେପାରୀ ଧରାପଡିଛନ୍ତି । କୋଟିପତି ନିଶା ବେପାରୀଙ୍କ ୧୫ କୋଟିର ସମ୍ପତି ବାଜ୍ୟାପ୍ତି…

ସାଂସଦଙ୍କୁ ପେନସନକୁ ନେଇ ବିବାଦ। କେତେ ଟଙ୍କା ପେନସନ ପାଇଥାନ୍ତି ସାଂସଦ?

କନକ ବ୍ୟୁରୋ: ଅଗ୍ନିବୀର ଯୋଜନାରେ ପେନସନ ସବୁଠାରୁ ବଡ ପ୍ରସଙ୍ଗ ହୋଇରହିଛି । ଏହାକୁ ନେଇ ସାଂସଦଙ୍କ ପେନସନ ବାବଦରେ ଢେର ଚର୍ଚ୍ଚା ଆଉ ଆଲୋଚନା ମଧ୍ୟ ବିଭିନ୍ନ ସ୍ଥାନରେ ହେଉଛି । ଯଦି ସାଂସଦଙ୍କୁ ପେନସନ ମିଳୁଛି ତେବେ ଅଗ୍ନିବୀରଙ୍କୁ କାହିଁକି ନୁହେଁ?  ଅନେକ ଦଳ ମଧ୍ୟ କହିଛନ୍ତି ସାଂସଦ…

ଇସ୍ତଫା ଦେବେ ନାହିଁ ଉଦ୍ଧବ ଠାକରେ, କ୍ୟାବିନେଟ ବୈଠକରେ ମିଳିଲା ସମର୍ଥନ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା କ୍ଷମତା ଲଢେଇ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରିଛନ୍ତି । ବୈଠକରେ ଉଦ୍ଧବ ଠାକରେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସେପଟେ ଉଦ୍ଧବ ଠାକରେଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବୈଠକରେ ଉପସ୍ଥିତ…