Daily Archives

June 22, 2022

ମହାରାଷ୍ଟ୍ରର ମହାନାଟକ ଭିତରେ ଉଦ୍ଧବଙ୍କୁ ଭେଟିଲେ ଶରଦ ପାୱାର, ଜାଣନ୍ତୁ କଣ ହେଲା ଆଲୋଚନା

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଂକଟ ଭିତରେ ସରକାରର ଭାଗିଦାରୀ ଥିବା ଶରଦ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି । ଶରଦ ପାୱାର ତାଙ୍କ ଝିଅ ସୁପ୍ରିୟା ସୋଲେ ଓ ଜିତେନ୍ଦ୍ର ଆହ୍ୱାଡ ମିଳିତ ଭାବେ ଉଦ୍ଧବ ଠାକରେଙ୍କୁ ଭେଟି ୧ ଘଂଟାରୁ ଉର୍ଦ୍ଧ ସମୟ ଧରି…

କାହିଁକି ବଢିଲା ଉଦ୍ଧବ-ସିନ୍ଦେ ବିବାଦ? ସହଯୋଗୀଙ୍କୁ ଖୁସି କରିବାକୁ ଯାଇ ଦଳରେ ବଢିଲାକି ଅସନ୍ତୁଷ୍ଟ?

କନକ ବ୍ୟୁରୋ: ଏକଦା ମହାରାଷ୍ଟ୍ର ରାଜନୀତିରେ ବିଜେପି-ଶିବସେନା ଦୁଇ ଭାଇ ପରି ରହୁଥିଲେ । କିନ୍ତୁ କ୍ଷମତା ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିକୁ ମୁହଁ ମୋଡି ଦେଇ ଶିବସେନା ଏନସିପି ଏବଂ କଂଗ୍ରେସ ସହ ହାତ ମିଳାଇଥିଲ।। ଏବେ କିନ୍ତୁ ଆଉ ସେ ସ୍ଥିତି ନାହିଁ । ମହାମେଂଟରେ ସାମିଲ ଥିବା ଏନସିପି…

ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ । ବିଦ୍ରୋହୀ ବିଧାୟକଙ୍କୁ ଧରି ଗୁଆହାଟୀ ଉଡ଼ିଗଲେ ଏକନାଥ ସିନ୍ଦେ । ପଢନ୍ତୁ, କଣ…

କନକ ବ୍ୟୁରୋ: ମହାସଙ୍କଟରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାର । ଶିବସେନାର ବିଦ୍ରୋହୀ ଗୁଜରାଟରୁ ବାହାରି ଗୌହାଟୀରେ ପହଞ୍ଚିଛନ୍ତି । ଗୌହାଟୀରେ ପହଞ୍ଚିବା ପରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ରହିଛି ।…

ଭାଟିକାନ ସିଟିରେ ପୋପଙ୍କୁ ଭେଟିଲେ ନବୀନ । ପ୍ରାୟ ୧୫ ମିନିଟ ଧରି ସାକ୍ଷାତ ଆଲୋଚନା । ପାରମ୍ପରିକ ପଟ୍ଟଚିତ୍ର ଦେଲେ…

କନକ ବ୍ୟୁରୋ: ଭାଟିକାନ ସିଟିରେ ଖ୍ରୀଷ୍ଟଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସର୍ବମାନ୍ୟ ଖ୍ରୀଷ୍ଟଧର୍ମଗୁରୁଙ୍କୁ ଭେଟିଛନ୍ତି ନବୀନ । ପୋପ୍ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟର ଆଲୋଚନା…

ରାଇରଙ୍ଗପୁରରୁ ରାଇସିନା ହିଲ୍ ରେସ୍ । ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ । 

କନକ ବ୍ୟୁରୋ: ରାଇରଙ୍ଗପୁରରୁ ରାଇସିନା ହିଲ୍ ରେସ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତେବେ ତାଙ୍କର ଏହି ସଫଳତା ପଛରେ ରହିଛି ସଂଘର୍ଷର କାହାଣୀ । ତାଙ୍କ ସାଂସାରିକ ଜୀବନରେ ଅନେକ ଦାରୁଣ ଦୁଃଖ ସତ୍ତେ୍ୱ ସେ ନଇଁ ପଡିନାହାନ୍ତି । ଦମ୍ଭ ଓ…

ସକାଳୁ ସକାଳୁ ମନ୍ଦିରରେ କଲେ ପୂଜାର୍ଚ୍ଚନା, ଝାଡୁ କଲେ ମନ୍ଦିର ପ୍ରାଙ୍ଗଣ । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବଢିଲା…

କନକ ବ୍ୟୁରୋ: ଓଡିଶାର ଗୋଟିଏ ନିପଟ ଗାଁର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ, ସାରା ରାଜ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ତାଙ୍କ ନାଁ ଘୋଷଣା ହେବା ପରଠାରୁ ତାଙ୍କୁ ଶୁଭେଛା ଜଣାଇବା ପାଇଁ ତାଙ୍କ ଘର ନିକଟରେ ଲୋକ ଭିଡ ଜମାଇଛନ୍ତିି ।…