Daily Archives

June 16, 2022

ଅଗ୍ନିପଥ ଯୋଜନାକୁ ନେଇ ବଢୁଛି ବିରୋଧ: ବିହାର ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ସହ ଜୋରଦାର ବିକ୍ଷୋଭ

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ସ୍କିମକୁ ନେଇ ବିହାରରେ ହିଂସା । ବିହାରରେ ଉତ୍ୟକ୍ତ ପ୍ରତିବାଦକାରୀମାନେ ଭଭୁଆ ରୋଡ୍ ରେଳ ଷ୍ଟେସନରେ ଇଂଟରସିଟି ଏକ୍ସପ୍ରେସରେ ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଥିଲେ । ଏବେ ଏହି ହିଂସା ବଢ଼ୁଥିବା ଦେଖି…

‘ଅଗ୍ନିପଥ‘ଯୋଜନାକୁ ନେଇ ବିହାରରେ ଖଣ୍ଡଯୁଦ୍ଧ। ରାସ୍ତା, ରେଳଷ୍ଟେସନ ପାଲଟିଲା ରଣକ୍ଷେତ୍ର।

କନକ ବ୍ୟୁରୋ: କେନ୍ଦ୍ରସରକାର ସେନାରେ ଭର୍ତ୍ତିକୁ ନେଇ ନିକଟରେ ଘୋଷଣା କରିଥିବା ଅଗ୍ନୀପଥ ଯୋଜନାକୁ ନେଇ ବିହାରରେ ତେଜିଲା ବିରୋଧ । ବିହାରର ଏକାଧିକ ସ୍ଥାନରେ ସେନାରେ ଭର୍ତ୍ତି ପାଇଁ ଆଶାବାଦୀ ଯୁବକମାନେ ଆଜି ରାଜରାସ୍ତାକୁ ଓହ୍ଲେଇ ଟ୍ରାଫିକ୍ ଜାମ୍ କରିଛନ୍ତି । ରାସ୍ତାଘାଟରେ ଟାୟାର ଜାଳି…

ବାରବାଟୀ ଟି-୨୦ରେ ଚାଲିଥିଲା ନକଲି ପାସ୍ କାରବାର: ଓସିଏର ପ୍ରତିକ୍ରିୟା, ବଦନାମ କରିବାକୁ ହେଉଛି ଉଦ୍ୟମ

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ରେ ନକଲି ପାସ୍ କାରବାରର ଗୁମର ଖୋଲୁଛି । ନକଲି ପାସ୍ ନେଇ ମାଳମାଳ ଲୋକ ଷ୍ଟାଡିୟମ୍ ଭିତରେ ପଶି ପଡିଆରେ ବୁଲୁଥିଲେ । ହାଇସିକ୍ୟୁରିଟି ଜୋନ୍କୁ ଯାଇ ଫଟୋ ଉଠାଉଥିଲେ ଆଉ ସୋସିଆଲ ମିଡିଆରେ ଅପ୍ଲୋଡ୍ ବି କରୁଥିଲେ । ନକଲି ପାସ୍ ଦେଖିବାକୁ…

ରାଷ୍ଟ୍ରପତି ନିର୍ବାଚନ ନେଇ ଜୋରଦାର କସରତ: ନବୀନଙ୍କ ସହ ରାଜନାଥ ସିଂହ କଥା ହେବା ପରେ ରାଜ୍ୟ ରାଜନୀତି ସରଗରମ

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ କସରତ ଓ ଶକ୍ତି ସଂଗ୍ରହ ତେଜ୍ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ବିଜୁ ଜନତା ଦଳ ଓ ନବୀନଙ୍କ ଉପରେ । କାରଣ ବିଜେଡିର ନିଷ୍ପତି ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ହେଲେ ଏଯାଏଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ନବୀନ ।…

ନନ୍ଦନକାନନରେ ବିଚିତ୍ର ଦୃଶ୍ୟ, ଜଳହସ୍ତୀ ଖୁଆଡରେ କୁମ୍ଭୀର: ପର୍ଯ୍ୟଟକ ଦେଖିବା ପରେ ସାମନାକୁ ଆସିଲା ଘଟଣା

କନକ ବ୍ୟୁରୋ: ନନ୍ଦନକାନନର ଜଳହସ୍ତୀ ଖୁଆଡ । ଯେଉଁଠି ଜଳହସ୍ତୀ ସାଙ୍ଗରେ ରହିଛି କୁମ୍ଭୀର । ଏହି କଥା ଶୁଣିବାକୁ ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ପର୍ଯ୍ୟଟକମାନେ ଏହି ଦୃଶ୍ୟ ଦେଖି ସେତିକି ଭୟଭୀତ ହୋଇଥିଲେ । ଆଉ ନିଜ କ୍ୟାମେରାରେ କଏଦ କରିଥିଲେ ଜଳହସ୍ତୀ ଖୁଆଡରେ ଥିବା ଏହି କୁମ୍ଭୀରର…

ପ୍ରତୀକ୍ଷାର ହେଲା ଅନ୍ତ, ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି…

କନକ ବ୍ୟୁରୋ: କିଛି ଦିନ ଲୁଚକାଳି ଖେଳ ପରେ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାର କିଛି ଅଂଚଳରେ ପ୍ରବେଶ କରିଛି ମୌସୁମୀ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଳାକୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିଛି । ସେହିପରି ନୂଆପଡା, କଳାହାଣ୍ଡି ଓ…