Daily Archives

June 16, 2022

ବଦଳିଲେ ବିଏମସି କମିଶନର। ବିଜୟ ଅମୃତ କୁଲାଙ୍ଗେ ହେବେ କମିଶନର।

କନକ ବ୍ୟୁରୋ: ରାଜ୍ୟ ସରକାର ଗୁରୁବାର ଆଇଏଏସସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ତେବେ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ୨୦୧୩ ବ୍ୟାଚର ଆଇଏଏସ ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିଛି । ସେ ଯୁଗ୍ମ ସଚିବ ପାହ୍ୟାରେ ଏହି ପଦବୀ ପାଇଛନ୍ତି । ବିଏମସିର କମିଶନର ସହ ସେ…

୬୦ ଫୁଟ ତଳୁ ରାହୁଲକୁ କେମିତି କରାଯାଇଥିଲା ଉଦ୍ଧାର? ଓଲଟା ଝୁଲି ରାହୁଲଙ୍କ ହାତ ଧରି ଟାଣି ଆଣିଥିଲେ ସାହାସୀ ଅଞ୍ଜରୁଲ୍…

କନକ ବ୍ୟୁରୋ: ଅଂଜରୁଲ ।  ରାହୁଲର ଉଦ୍ଧାରକାରୀ ଦଳରେ ସାମିଲ ଏହି ବାଳକ ଦେଖାଇପାରିଛନ୍ତି କମାଲ ।  ଜଣେ ସାଧାରଣ ପିଲା କିଭଳି ଅସାଧାରଣ କାମ କରିପାରେ, ତାହା ପ୍ରମାଣ କରି ଦେଖାଇପାରିଛନ୍ତି ଏହି ଅଂଜରୁଲ ।  ଏହି ଅଂଜରୁଲ  ଯେେତେବେଳେ ରାହୁଲଙ୍କୁୁ ଉଦ୍ଧାର କରିବା ସମସ୍ତଙ୍କ ପାଇଁ ଚିନ୍ତା…

ସାମନାକୁ ଆସିଲା ଛାତିଥରା କାହାଣୀ: ରାହୁଲଙ୍କ ଦେହରେ ଗୁଡ଼ାଇ ହୋଇଥିଲା ଚନ୍ଦନ ବୋଡ଼ା

କନକ ବ୍ୟୁରୋ: ବୋରୱେଲ ଭିତରେ ରାହୁଲଙ୍କ ୧୦୫ ଘଂଟାର ସଂଘର୍ଷ କାହାଣୀ ଭିତରେ ଏପରି କାହାଣୀ ସାମ୍ନାକୁ ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରାହୁଲକୁ ଉଦ୍ଧାର କରିବାର କିଛି ସମୟ ପୂର୍ବରୁ ରେସ୍କୁ ଟିମ୍ ଏମିତି ଏକ ଦୃଶ୍ୟ ଦେଖିଥିଲେ, ଯାହା ଦେଖି ସେମାନଙ୍କ ହୃଦସ୍ପନ୍ଦନ ବଢ଼ି…

ଆଇଏଏସସ୍ତରରେ ବଡଧରଣର ଅଦଳବଦଳ। ବଦଳିଲେ ବିଏମସି, ସିଏମସି କମିଶନର। 

କନକ ବ୍ୟୁରୋ: ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ । ସୁଧାଂଶୁ ମୋହନ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ। ବୁନ୍ଦା. ଡି ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି । ପ୍ରେମଚନ୍ଦ ଚୌଧୁରୀ କୃଷି ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ଥିବା କେ ସୁଦର୍ଶନ…

୫ଟି ସଚିବଙ୍କ ଓଲଟପୁର ଗସ୍ତ: ନିଆଳି ଓଲଟପୁର ରାସ୍ତା ହେବ ଦୁଇ ଥାକିଆ, ହସ୍ପିଟାଲ ଅଞ୍ଚଳର ହେବ ବିକାଶ 

କନକ ବ୍ୟୁରୋ: ଓଲଟପୁର ସ୍ଥିତ ଏନଆଇଟିଏଆର ଅସ୍ଥି ଚିକିତ୍ସା ତଥା  ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ…

୬୩ ବର୍ଷ ପରେ ପୁଣି ଇତିହାସର ହେବ ପୁନରାବୃତ୍ତି: ଗୋଟିଏ ବର୍ଷରେ ଭାରତୀୟ ଟିମରେ ୫ ଅଧିନାୟକ

କନକ ବ୍ୟୁରୋ: ବର୍ତ୍ତମାନ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ ଖେଳୁଛି । ଏହାପରେ ଭାରତ ଆୟର୍ଲାଣ୍ଡ ଗସ୍ତରେ ଯିବ । ଏଥିପାଇଁ ଟିମ ମଧ୍ୟ ଘୋଷଣା ହୋଇ ସାରିଛି । ଆଉ ଏହି ଟିମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହି ଗସ୍ତରେ ଯେତେବେଳେ ଟିମ…