Daily Archives

May 15, 2022

ଭୁବନେଶ୍ୱର ! ସ୍ୱପ୍ନ- ସଙ୍ଘର୍ଷ- ସମ୍ଭାବନାର ସହର… ଦିନରୁ ରାତି, ସକାଳରୁ ସଞ୍ଜ ମେସିନ ଭଳି ଖଟେ ମଣିଷ ।…

କନକ ବ୍ୟୁରୋ: ଭୁବନେଶ୍ୱର ! ଓରଫ ସ୍ମାର୍ଟସିଟି । ଜୀବନ-ଜୀବିକାର ଠିକଣା । ପେଟପାଟଣାର ପେଣ୍ଠସ୍ଥଳ । ସ୍ୱପ୍ନ- ସଙ୍ଘର୍ଷ- ସମ୍ଭାବନାର ସହର... ଏଠି ଅନେକ ଆସନ୍ତି ନିଜ ସ୍ୱପ୍ନ ସଜାଡିବାକୁ, ଭିଡର ସହରେ ନିଜ ଭବିଷ୍ୟତ ଗଢିବାକୁ । କିଏ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହି ରୋଜଗାର କରେ ପୁଣି…

ମହିଳାଙ୍କ ପାଇଁ ନର୍କ ପାଲଟିଛି ଜୀବନ, କେବଳ ଭୋଗ୍ୟବସ୍ତୁ ହେବାକୁ ଯାଉଛନ୍ତି ଆଫଗାନ ମହିଳା

କନକ ବ୍ୟୁରୋ : ଭାରତରେ ମନୁବାଦ ହେଉ କି ମୁସଲିମ ଦେଶମାନଙ୍କରେ ସରିଆ ଆଇନ । ଏହା କେବଳ ମହିଳାମାନଙ୍କୁ ଘରର ଚାରିକାନ୍ଥ ଭିତରେ ବାନ୍ଧି ରଖିବାକୁ ଏକ ଉଦ୍ୟମ । ମହିଳାମାନେ ଶିକ୍ଷାଲାଭ କରନ୍ତୁ । ପୁରୁଷମାନଙ୍କ ସହ ପାଦ ମିଳାଇ ଆଗକୁ ବଢନ୍ତୁ ଏହାକୁ କେବେ ସରିଆ କାନୁନ କିମ୍ବା ମନୁ ସଂହିତା…

କରୋନାରେ ସଂକ୍ରମିତ ଅକ୍ଷୟ କୁମାର, ବାତିଲ କଲେ କାନ୍ସ ଫେଷ୍ଟିଭାଲ ଗସ୍ତ

କନକ ବ୍ୟୁରୋ: ବଲିଉଡ ଆକ୍ଟର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ଅଭିନେତା ନିଜେ ଏକଥା ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଜଣାଇଛନ୍ତି । ନିକଟରେ ହେବାକୁ ଥିବା କାନ୍ସ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ ଏଥିରେ ନଜର ଆସିବେ ନାହିଁ । ଏ.ଆର ରେହମୋନ, ଶେଖର କପୁର,  ପୂଜା…

ଝିଅକୁ ବଡ କରିବାକୁ, ୩୦ ବର୍ଷ ଧରି ପୁରୁଷ ବେଶରେ ମା’ । ଚର୍ଚ୍ଚାରେ ତାମିଲନାଡୁର ମହିଳା

କନକ ବ୍ୟୁରୋ: ପୁଅ ଝିଅ ବୁଝନ୍ତୁ କି ନ ବୁଝନ୍ତୁ ତାଙ୍କୁ ମଣିଷ କରିବାକୁ ବାପା, ମା’ କେତେ କଷ୍ଟ ସହନ୍ତି ତାକୁ କଳିବାକୁ ବୋଧହୁଏ କାହାରି ପାଖରେ ଭାଷା ନାହିଁ । ତାହା କେବଳ ସେହିମାନେ ନିଜେ ହିଁ ଜାଣନ୍ତି । ତାମିଲନାଡୁ ଥୁତୁକୁଡି ଜିଲ୍ଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା…

ପୋଲିସକୁ ମାରିଦେଲେ ମୃଗ ଶିକାରୀ । ମଧ୍ୟପ୍ରଦେଶ ଗୁନା ଜିଲ୍ଲା ଆରନ ଜଙ୍ଗଲରେ ଆତଙ୍କ ରାଜ

କନକ ବ୍ୟୁରୋ : ମୃଗ ଶିକାରୀଙ୍କ ଗୁଳିରେ ନିହତ ହେଲେ ତିନି ପୋଲିସ କର୍ମୀ । ମଧ୍ୟପ୍ରଦେଶ ଗୁନା ଜିଲ୍ଲା ଆରନ ଜଙ୍ଗଲରେ ଏପରି ଆତଙ୍କ ରାଜ ଦେଖିବାକୁ ମିଳିଛି । ଶିକାରୀଙ୍କ ତାଲାସୀ ଅଭିଯାନରେ ବାହାରିଥିବା ପୋଲିସ ଟିମ୍ ଉପରେ ଆରନ ଜଙ୍ଗଲରେ ଅତର୍କିତ ଗୁଳିମାଡ ହୋଇଥିଲା । ଏଥିରେ ଏସଆଇ…

ଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ କମାଣ । ରାହୁଲ ରାଜି ନହେଲେ ପ୍ରିୟଙ୍କା ଗାନ୍ଧୀଙ୍କୁ ସଭାପତି କରିବା ପାଇଁ…

ରାଜସ୍ଥାନର ଉଦୟପୁରରେ ଆଜି କଂଗ୍ରେସ ‘ଚିନ୍ତନ ଶିବିର’ର ଦ୍ବିତୀୟ ଦିନ କାର୍ଯ୍ୟକ୍ରମ ଥିଲା। ଏହି ଅବସରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦଳୀୟ ପଦବୀରେ ଏସ୍‌ସି ଏସ୍‌ଟି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ବ ବଢ଼ାଇବାପାଇଁ ଯୋଜନା ହୋଇଛି। ଅନୁଷ୍ଠାନର ସବୁ…