Daily Archives

April 25, 2022

ସାବଧାନ…୫ ଦିନ ପ୍ରବଳ ତାତି । ବାହାରକୁ ନ ବାହାରିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । କେଉଁଠି ଅସହ୍ୟ ଗୁଳୁଗୁଳି କେଉଁଠି ତତଲା ପବନରେ ସନ୍ତୁଳି ହେଉଛନ୍ତି ଲୋକେ । ସେପଟେ ପାଣିପାଗ ବିଭାଗ ଆକଳନ କରି କହିଛି, ଆଗାମୀ ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ । ବିଶେଷ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ଠାରୁ ୫ ଦିନ ସ୍କୁଲ ଛୁଟି, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ଠାରୁ ରାଜ୍ୟରେ ୫ ଦିନ ପାଇଁ ଛୁଟି ରହିବ ସ୍କୁଲ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ପ୍ରବଳ ଖରାକୁ ଦୃଷ୍ଟିରେ…

ଗଞ୍ଜାମରେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ଘଟଣା । ହଂସପୁରରେ ଆଇଆଇସିଙ୍କୁ ଆକ୍ରମଣ କଲେ ଗ୍ରାମବାସୀ ।

କନକ ବ୍ୟୁରୋ: ଗଞ୍ଜାମରେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ଘଟଣା । ହଂସପୁରରେ ଆଇଆଇସିଙ୍କୁ ଆକ୍ରମଣ କଲେ ଗ୍ରାମବାସୀ । ହତ୍ୟାକାରଙ୍କୁ ତୁରନ୍ତ ଗିରଫ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ, ଏହି ସମୟରେ ପୋଲିସ ବୁଝାସୁଝା କରିବାକୁ ଯାଇଥିବାବେଳେ ତାଙ୍କୁ ଆକ୍ରମଣ ହୋଇଛି । ତେବେ…

ଖୁବଶୀଘ୍ର ଟ୍ୱିଟରର ମାଲିକ ହେବାକୁ ଯାଉଛନ୍ତି ଏଲନ ମସ୍କ, ଜାଣନ୍ତୁ କେତେ ଟଙ୍କାରେ ହେଲା ଡିଲ୍

କନକ ବ୍ୟୁରୋ : ଆମେରିକୀୟ ଅରବପତି ତଥା ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଖୁବଶୀଘ୍ର ମାଇକ୍ରୋବ୍ଲଗିଂ ଟ୍ୱିଟରର ମାଲିକ ହୋଇପାରନ୍ତି । ଏଲନ ମସ୍କଙ୍କ ତରଫରୁ ଟ୍ୱିଟରର ଗୋଟଏ ସେୟାରର ବଦଳରେ ୫୪.୨୦ ଡଲାର ଅର୍ଥାତ ୪୧୫୨ ଟଙ୍କାରେ ଟେଣ୍ଡର ପକାଇଥିଲେ । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ…

ହନୁମାନ ଚାଳିଶା ପଢିବା ଯଦି ଦେଶଦ୍ରୋହ, ତେବେ ଆମେ ସମସ୍ତେ ଦେଶଦ୍ରୋହୀ । ସାହସ ଅଛି ତ ଗିରଫ କରି ଦେଖାଅ, ଉଦ୍ଧବ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ଉଗ୍ର ହେଉଥିବା ବେଳେ ସରକାର ଓ ବିରୋଧୀ ଏବେ ମୁହାଁମୁହିଁ ସ୍ଥିତିରେ । ଏପିରିକି ଏହି ମାମଲାର ସମାଧାନ ପାଇଁ ଉଦ୍ଧବ ଠାକରେଙ୍କ ସରକାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ । କିନ୍ତୁ ପ୍ରଥମରୁ ବିଜେପି ଏହି ବୈଠକକୁ ବହିଷ୍କାର କରିଥିଲା । ତେବେ…

ଝାଟିମାଟି ଘରେ ଜୀବନ: ଏପଟେ ପରିବାରର ବୋଝ, ସେପଟେ ଦିବ୍ୟାଙ୍ଗ ଝିଅର ଚିକିତ୍ସା ପାଇଁ ସଂଘର୍ଷ

କନକ ବ୍ୟୁରୋ: ଅସହ୍ୟ ଯନ୍ତ୍ରଣାରେ ପରିବାର । ଝାଟିମାଟି ଘରେ କଟୁଛି ଜୀବନ । ଆଉ ତା ଭିତରେ ଜୀବନ ସହ ସଂଘର୍ଷ କରୁଛି କୁନି ଝିଅ । ଗୋଟିଏ ପଟେ ପରିବାରର ବୋଝ ତ ଆଉ ଗୋଟିଏ ପଟେ ଦିବ୍ୟାଙ୍ଗ ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଘରେ ଦିଓଳି ଦିମୁଠା ଖାଇବା ପାଇଁ ଏହି ପରିବାର ପ୍ରତିଦିନ…