Daily Archives

January 22, 2022

ମା’ ହେଲେ ପ୍ରିୟଙ୍କା । ‘ସରୋଗେସି’ ଜରିଆରେ ପାଇଲେ ସନ୍ତାନ ସୁଖ ।

କନକ ବ୍ୟୁରୋ: କେବଳ ବଲିଉଡରେ ନୁହେଁ ହଲିଉଡରେ ମଧ୍ୟ ନିଜର ଦବଦବା ଜାହିର କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବେଶ ଖୁସି । କାରଣ ବିବାହର ୩ ବର୍ଷ ପରେ ମା’ ହେବାର ସୁଖ ପାଇଛନ୍ତି ପ୍ରିୟଙ୍କା ଓ ନିକ୍ ଜୋନ୍ସ । ସରୋଗେସି ମାତୃତ୍ୱ ଜରିଆରେ ସେ ମା’ ହୋଇଛନ୍ତି । ତେବେ ସେ ନିଜର…

ଏମାନଙ୍କୁ ମାସ୍କ ମନା । କେନ୍ଦ୍ର ସରକାରଙ୍କ ସାନି କୋଭିଡ ଗାଇଡଲାଇନ୍ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ସମ୍ପର୍କିତ ସାନି ଗାଇଡ ଲାଇନ୍ ଜାରି କରାଯାଇଛି । ଏହି ଗାଇଡଲାଇନ୍ ଅନୁଯାୟୀ, ୫ ବର୍ଷ ଏବଂ ତା’ ଠାରୁ କମ ବୟଷର ଶିଶୁଙ୍କ ପାଇଁ ମାସ୍କ ବ୍ୟବହାରକୁ ବାରଣ କରାଯାଇଛି । ୬ରୁ ୧୧ ବର୍ଷର ଶିଶୁ ମାସ୍କ…

ଚମକାଇଦେଲା ବିଜୁଳି ବିଲ୍ ! ଜଳୁଛି ଗୋଟିଏ ବଲବ, ଆସୁଛି ୧୩ହଜାର ବିଲ୍

କନକ ବ୍ୟୁରୋ : ବିଦ୍ୟୁତ୍ ବିଲକୁ ନେଇ ତ୍ରୁଟି ମାମଲା ପୂର୍ବରୁ ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରୁ ଯେଉଁ ଖବର ଆସିଛି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିକ । ଘରେ ମାତ୍ର ଗୋଟିଏ ବଲବ ଜଳୁଥିବା ବେଲେ ବିଜୁଳି ବିଲ୍ ଆସୁଛି ୧୩ହଜାର ଟଙ୍କା । ଚଳିତମାସ…

ରାଜଧାନୀରେ ସଡକ ଦୁର୍ଘଟଣା । ଫ୍ଲାଏଓଭରରେ ପିଟି ହୋଇ ତଳକୁ ଖସିଲା କାର, କାର ଚାଳକ ଗୁରୁତର ଆହତ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫ୍ଲାଏଓଭରରୁ ତଳକୁ ଖସିଲା କାର । ଦୁର୍ଘଟଣାରେ କାର ଚାଳକ ଆହତ ହୋଇଥିବା ବେଳେ ଅନ୍ୟ କେହି ଆହତ ହୋଇନାହାନ୍ତି । କାର ଚାଳକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମିଳିଥିବା…

କୋଭିଡ ରହିବ କିନ୍ତୁ ମହାମାରୀ ରୂପରେ ନୁହେଁ, ଲାନସେଟର ରିପୋର୍ଟ ଆଣିଲା ଖୁସିଖବର ।

କନକ ବ୍ୟୁରୋ : ଦେଶରେ କୋଭିଡର ତୃତୀୟ ଲହର ଜାରି ରହିଥିବା ବେଳେ ଏହା ଏତେଟା ଗୁରୁତର ନାହିଁ । କିନ୍ତୁ ଏହା ପରଠାରୁ ହୁଏତ କୋଭିଡ୍ ଭୂତାଣୁ ରହିପାରେ, କିନ୍ତୁ ମହାମାରୀ ରୂପରେ ନୁହେଁ । ଏହା ସହିତ ଲକଡାଉନ, ସଟଡାଉନ, ନାଇଟକର୍ଫ୍ୟୁ ମଧ୍ୟ ବନ୍ଦ ହୋଇଯିବ । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ…

ଢିଙ୍କିଆରେ ୧୩ ରାଜନୈତିକ ଦଳର ପ୍ରତିନିଧିମଣ୍ଡଳୀ । ପୀଡିତଙ୍କୁ ଭେଟିଲେ, ସମସ୍ୟା ବୁଝିବା ସହ ପୋଲିସ ହଟାଇବାକୁ ଦାବି…

କନକ ବ୍ୟୁରୋ :  ଢିଙ୍କିଆରେ ପୁଲିସର ବର୍ବରତାକୁ ବିରୋଧ କରି ୧୩ଟି ରାଜନୈତିକ ଦଳର ପ୍ରତିନିଧି ଢିଙ୍କିଆ ଯାଇ ଲୋକଙ୍କୁ ଭେଟିଛନ୍ତି । ସେମାନଙ୍କ ସମସ୍ୟା ବୁଝିବା ସହ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବାବଦରେ ପଚାରି ବୁଝିଥିଲେ । ଢିଙ୍କିଆ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ…