Daily Archives

January 6, 2022

ମାସିକିଆ ପ୍ଲାନ୍ ଭ୍ୟାଲିଡିଟି ୩୦ ଦିନ ବଦଳରେ ୨୮ଦିନ କାହିଁକି? ଚାଲିଛି କୋଟି କୋଟି ଟଙ୍କାର ଖେଳ

କନକ ବ୍ୟୁରୋ : କଣ ଆପଣ ଜାଣିଛନ୍ତି ରିଲାଏନ୍ସ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ବା ଭିଆଇର ମାସିକ ପ୍ରିପେଡ୍ ପ୍ଲାନର ଭ୍ୟାଲିଡିଟି ୩୦ଦିନ ବଦଳରେ ୨୮ ଦିନ କାହିଁକି? ଯଦି ଆପଣ ଏହାକୁ ହିସାବ କରିବେ ତେବେ ଗ୍ରାହକ ବର୍ଷକରେ ୧୨ ମାସ ବଦଳରେ ଗ୍ରାହକଙ୍କୁ ୧୩ମାସ ରିଚାର୍ଜ କରିବାକୁ ପଡୁଛି…

ଦେଶର ସବୁଠୁ ଧନୀ ମନ୍ଦିର । ଧନ ପରିମାଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

କନକ ବ୍ୟୁରୋ: ଭାରତରେ ଏପରି କିଛି ମନ୍ଦିର ରହିଛିି ଯେଉଁଠି ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ମନ୍ଦିର ଗୁଡିକୁ ବାର୍ଷିକ ଶହଶହ କୋଟିର ଦାନ ମିଳିଥାଏ । ଏହି ଅର୍ଥକୁ ବ୍ୟାଙ୍କରେ ଜମା କରାଯାଏ କିମ୍ବା ମନ୍ଦିର ଟ୍ରଷ୍ଟରେ ରଖାଯାଏ । ଭାରତୀୟ ସଭ୍ୟତା ଧର୍ମ ଓ ପୁରାଣର ସଭ୍ୟତା…

ନବଜ୍ୟୋତ ସିଦ୍ଧୁଙ୍କ ଲଜ୍ଜାଜନକ ବୟାନ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ପଞ୍ଜାବର ହୁସେନିବାଲା ଠାରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଢିଲା ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ ଏକ ଲଜ୍ଜାଜନକ ବୟାନ…

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତେଜନା: ଅଫିସରେ ପଶି ଭଙ୍ଗାରୁଜା କଲେ ବିଜେପି କର୍ମୀ

କନକ ବ୍ୟୁରୋ: ଭ୍ରଦକ ଜିଲ୍ଲାପାଳଙ୍କ ଅଫିସରେ ଉତେଜନା । ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପି କର୍ମୀ ଆନ୍ଦୋଳନ କରୁଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିଛନ୍ତି । ଏମିତିକି ପୁଲିସର ପ୍ରତିରୋଧ ସତ୍ୱେ ବିଜେପି କର୍ମୀମାନେ ଜିଲ୍ଲପାଳଙ୍କ ଗାଡିର ନମ୍ବର ପ୍ଲେଟକୁ ଭାଙ୍ଗି ଦେଇଛନ୍ତି…

ଦିଲ୍ଲୀ ସରକାରଙ୍କ ବଡ ନିର୍ଦ୍ଦେଶ, କରୋନା ପ୍ରଭାବିତ ପରିବାରକୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି

କନକ ବ୍ୟୁରୋ : କୋଭିଡ-୧୯ କାରଣରୁ ପରିଜନକୁ ହରାଇଥିବା ପରିବାର ଲୋକଙ୍କ ଦିଲ୍ଲୀ ସରକାର ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ । ଜଣେ ଅଧିକାରୀ କହିଛନ୍ତି କି ଦିଲ୍ଲୀ ସରକାର ପ୍ରଥମେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଜନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ…

ଡାଙ୍ଗମାଳରେ ୩ ବର୍ଷ ଧଳା କୁମ୍ଭୀରର ହେଲା ନାମକରଣ : ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଶ୍ୱେତା

କନକ ବ୍ୟୁରୋ : କୁମ୍ଭୀରର ହେଲା ନାମକରଣ । ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଏକ ଅଢେଇ ଫୁଟ ଲମ୍ବ ଧଳା କୁମ୍ଭୀରର ନାମକରଣ କରାଯାଇଛି । ଡ଼ାଙ୍ଗମାଳ କୁମ୍ଭୀର ଗାବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଥିବା ୩ ବର୍ଷର ଧଳା କୁମ୍ଭିରର ନାଁ ଶ୍ୱେତା ବୋଲି ରଖାଯାଇଛି । ପୂର୍ବରୁ ଧଳା କୁମ୍ଭୀର ଗୋରୀ ଓ…