Daily Archives

January 6, 2022

କୁଇଜ କହିଲେ ପାଇବେ ପୁରସ୍କାର ରାଶି। ଆମାଜନ ଆପ ଆଣିଛି ଆକର୍ଷଣୀୟ ଅଫର।

କନକ ବ୍ୟୁରୋ: ଅନଲାଇନ ସପିଂ ସାଇଟ ଅନେକ ସମୟରେ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର ଦେଇଥାଏ । ଠିକ ସେହିଭଳି, ଆମାଜନ୍ ନିଜ ଗ୍ରାହକଙ୍କ ପାଇଁ ଆଣିଛି ପୁରସ୍କାର ରାଶି ଜିତିବାର ଆକର୍ଷଣୀୟ ଅଫର। ଆମାଜନ ସାଇଟରେ ପ୍ରତିଦିନ ଆପ୍ କୁଇଜ୍ କମ୍ପାନୀ ତରଫରୁ କରାଯାଉଛି। ଯାହାର…

କରୋନାର ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ଲାଗି ରହିଛି ଅନିଶ୍ଚିତତା: ହେଲେ ଗ୍ରାମାଂଚଳରେ ଆରମ୍ଭ ହୋଇଗଲାଣି ପୋଷ୍ଟର…

କନକ ବ୍ୟୁରୋ: ପଂଚାୟତ ନିବଚେନ ପାଖେଇ ଆସୁଥିବା ବେଳେ ବଢୁଛି ରାଜନୈତିକ ଉଷ୍ମତା । ନୂଆବର୍ଷକୁ ଆଳ କରି ବିଭିନ୍ନ ଦଳର ଆଶାୟୀଙ୍କ ମଧ୍ୟରେ ଚାଲିଛି ପୋଷ୍ଟେର ୱାର । ଯାଜପୁର ଧର୍ମଶାଳାରେ ଏବେ ଠୁ ଉପରକୁ ଉଠିଲାଣି ରାଜନୀତିର ପାରଦ । ହୋମୱାର୍କରେ ଶାସକ ବିଜେଡି ଆଗୁଆ ଥିବା ବେଳେ ଘର…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରାବଣ ଓ ଦୁର୍ଯ୍ୟୋଧନ ଉପାଖ୍ୟାନ, ଟାର୍ଗେଟରେ ରାଜ୍ୟ ସରକାର ।

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ଏହା ଭିତରେ ବର୍ଷେ ପୁରିଛି । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳିଛି ଦଳ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆବର୍ଷ ଆରମ୍ଭରୁ ନବୀନ…

ସାଙ୍ଗ ମତେ ତୁ ଛାଡିକି ଯାଆନା… ତୋବିନା ଏକା ମୁଁ ବଞ୍ଚିପାରିବିନି… ଭାବବିହ୍ୱଳ କଲା ବିଦାୟର ମୁହୁର୍ତ୍ତ

ତୋ ବିନା ଏକା କେମିତି ବଞ୍ଚିବି। ମୋତେ ଏତେ ଶୀଘ୍ର ଛାଡ଼ି ଚାଲିଯିବା କ’ଣ ନିହାତି ଦରକାର ଥିଲା। କଥା କହିପାରୁନଥିଲେ ବି ମୟୂର ମନର କୋହ ଭାଇରାଲ ଭିଡିଓରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ବେଳେ ବେଳେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ, ଯାହା ଲୋକଙ୍କ ଆଖିରେ ଲୁହ…

ଜଗତସିଂହପୁର ଢିଙ୍କିଆରେ ଥମୁନି ଉତେଜନା: ପାନ ବରଜ ଭଙ୍ଗାକୁ ବିରୋଧ କରି ଗ୍ରାମବାସୀଙ୍କ ଶୋଭାଯାତ୍ରା

କନକ ବ୍ୟୁରୋ: ଜଗତସିଂହପୁର ଢିଙ୍କିଆରେ ପୁଣି ଉତେଜନା । ପାନ ବରଜ ଭଙ୍ଗା ଓ ନିଜ ଗାଁକୁ ରକ୍ଷା କରିବା ପାଇଁ ଶୋଭାଯାତ୍ରା କରିଛନ୍ତି ଗ୍ରାମବାସୀ । ଦଳ ଦଳ ହୋଇ ଗାଁ ଲୋକ ଠେଙ୍ଗା ବାଡି ଧରି ଗାଁ ପରିକ୍ରମା କରିଛନ୍ତି । ଏହାପରେ ବୋସ୍ କାଲିସ୍ ପଏଂଟ ଠାରୁ ଜେଏସଡବ୍ଲୁର ଅସ୍ଥାୟୀ କ୍ୟାମ୍ପ…

ଭତ୍ତା ବଣ୍ଟନକୁ ନେଇ ତୁମୁଳକାଣ୍ଡ: ବାଲେଶ୍ୱର ସଦର ବ୍ଲକ ପରିସରରେ ବିଜେପି-ବିଜେଡ଼ି ମୁହାଁମୁହିଁ

କନକ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ ପରିସରରେ ଭତ୍ତା ବଣ୍ଟନକୁ ନେଇ ବିଜେପି ବିଜେଡ଼ି ମଧ୍ୟରେ ମୁହାଁମୁହିଁ । ନୂଆ ଭତ୍ତା ହିତାଧିକାରୀଙ୍କୁ ସଦର ବିଧାୟକ ସ୍ୱରୁପ ଦାସ ଭତ୍ତା ବଂଟନ ପାଇଁ ଆସିଥିବା ବେଳେ ବ୍ଲକ ପରିସରରେ ବିଜେପି ବିଜେଡ଼ି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରିସ୍ଥିତିକୁ…