Daily Archives

January 6, 2022

ବିନା ଭିତ୍ତିଭୂମିରେ କୋରାପୁଟରେ ଚାଲିଛି କ୍ରୀଡାର ବିକାଶ: ପଡିଆ ନଥାଇ ଚାଲିଛି ଖେଳ

କନକ ବ୍ୟୁରୋ: ଆରଟିଆଇ ତଥ୍ୟରେ ମହା ଖୋଲାସା । କନକ ନ୍ୟୁଜ ହାତରେ ଆରଟିଆଇ ତଥ୍ୟର ପୁରା ଚିଠା । ବର୍ଷେ କି ୨ ବର୍ଷ ନୁହଁ ପୁରା ୨୦ ବର୍ଷର ତଥ୍ୟ । ବିନା ଭିତି ଭୁମିରେ କୋରାପୁଟ ଜିଲ୍ଳାରେ ଚାଲିଛି ଖେଳ । ପଡ଼ିଆ ନଥାଇ ଖେଳ ଚାଲିଥିବା ବେଳେ ପଞ୍ଜିକରଣ ନଥାଇ ସଂଘ ଚାଲିଥିବା ସରକାରୀ ଖାତାରେ…

ଚାଷୀଙ୍କ ଦୁଃଖ ବୁଝି ପାରିଲାନାହିଁ ପ୍ରଶାସନ: ଚାଷ ଜମିକୁ ଯିବା ପାଇଁ କେନାଲ ଉପରେ ପୋଲ କଲେ ମାଲକାନଗିରିର ଯୁବଚାଷୀ

କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ । ଶେଷରେ ନିଜ ଖର୍ଚରେ ରାସ୍ତା ନିର୍ମାଣ କଲେ ଗାଁର ଜଣେ ଯୁବ ଚାଷୀ । ଏପରି ଏକ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । କେନାଲ ହୁଡା ଉପରେ ପୋଲ ନଥିବାରୁ ଲୋକେ ନିଜ ବିଲ ବାଡକୁ ଯାଇ ପାରୁନଥିଲେ । କିଛି ଗାଁର ଲୋକଙ୍କୁ ନିଜ ଗାଁକୁ ପହଁଚିବାରେ ଅସୁବିଧା…

କନକ ନ୍ୟୁଜରେ କୋଭିଡ଼ ହସ୍ପିଟାଲ ଡାକ୍ତରଙ୍କ ସାକ୍ଷାତକାର: ୩/୪ ଦିନ ହେଲା ବଢୁଛି ରୋଗୀଙ୍କ ସଂଖ୍ୟା

କନକ ବ୍ୟୁରୋ: ତୃତୀୟ ଲହର ଆରମ୍ଭ ହେବା ପରେ ଓଡ଼ିଶାରେ କୋଭିଡ଼ ହସ୍ପିଟାଲ ଗୁଡ଼ିକରେ ସ୍ଥିତି କେମିତି ଅଛି ଜାଣିବା ପାଇଁ ଆମେ ଚିକିତ୍ସାରତ ଡ଼ାକ୍ତରଙ୍କ ପ୍ରତିକ୍ରିୟା ନେଇଥିଲୁ । ଗତକିଛି ଦିନ ଭିତରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିବା ଏବଂ ଓମିକ୍ରନ୍ ଭଳି ଏକ ନୂଆ ପ୍ରଜାତି ନେଇ କ’ଣ ପ୍ରଭାବ…

ସରକାରୀ ମଣ୍ଡିରେ କାମ କରିବାର ବର୍ଷେ ପରେ ବି ମିଳୁନି ପାଉଣା: ଲ୍ୟାମ୍ପସ୍ ପରିଚାଳକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଖଲାସୀ…

କନକ ବ୍ୟୁରୋ: ଗରିବ ଶ୍ରମିକଙ୍କୁ ଠକି ଦେଉଛନ୍ତି ଲ୍ୟାମ୍ପସ ଶାଖା ପରିଚାଳକ । ଗତ ବର୍ଷ ଧାନ ମଣ୍ଡିରେ ଖଲାସୀ କାମର ବର୍ଷେ ପରେ ବି ଶ୍ରମିକଙ୍କୁ ମିଳିପାରୁନି ସେମାନଙ୍କ ପ୍ରାପ୍ୟ । ମଣ୍ଡିରେ କାମ କରି ଗୁଜୁରାଣ ମେଂଟଉଥିବା ଖଲାସୀ ଦୈନିକ ମଜୁରୀ ନପାଇ ମାନସିକ ନିର୍ଯ୍ୟାତନା ସହୁଛନ୍ତି ।…

ଚାଷୀମାନେ ଦେଢ ବର୍ଷ ଦିଲ୍ଲୀ ସୀମାରେ ବସିଥିଲେ, ମୋଦୀ ୧୫ ମିିନିଟ୍ ଅଟକିଲେ ବୋଲି ଅସୁବିଧା ହୋଇଗଲା : ସିଦ୍ଧୁ

କନକ ବ୍ୟୁରୋ: ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ୍ ୧୫ରୁ ୨୦ ମିନିଟ୍ ଧରି ଓଭରବ୍ରିଜ୍ ଉପରେ ଅଟକି ରହିବା ପରେ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତ୍ ସିଂହ ସିଦ୍ଧୁ । ଗୁରୁବାର ସିଦ୍ଧୁ ବରନାଲାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି,…

କେମିତି ବଢାଇବେ ବାଇକର ମାଇଲେଜ ? ଜାଣନ୍ତୁ ୫ ଟି ତରିକା

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ତୈଳଦର ଆକାଶଛୁଆଁ ହେବାରେ ଲାଗିଛି । ଦେଶରେ ଏବେ ପେଟ୍ରୋଲ ଲିଟର ପ୍ରତି ଦାମ ୧୦୦ ଟଙ୍କା ଉପରେ ରହିଛି । ଯାହାକି ସାଧାରଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଭଳି ସ୍ଥଳେ ଆପଣ ସବୁବେଳେ ଭଲ ମାଇଲେଜ ଦେଉଥିବା ବାଇକ ଖୋଜୁଛନ୍ତି । ହେଲେ ଆପଣ ଜାଣନ୍ତି…