Daily Archives

December 21, 2021

ରାଜ୍ୟକୁ ଆସିଲା କରୋନାର ନୂଆ ପ୍ରଜାତି । ନାଇଜେରିଆ ଓ କତାରରୁ ଫେରିବା ପରେ ୨ ଜଣ ପଜିଟିଭ୍

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଭୟ ଭିତରେ ଆଜି ଓଡିଶାରୁ ଦୁଇ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ନିକଟରେ ବିଦେଶରୁ ଫେରିଥିଲେ । ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଏଥିସହ ସେମାନେ କାହା କାହା ସହ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ…

ଟିଏମସି ସାଂସଦ ଡେରେକ ଓବ୍ରାଏନ ଚଳିତ ଅଧିବେଶନରୁ ନିଲମ୍ବିତ । ଜାଣନ୍ତୁ କାରଣ

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି । ସଂସଦୀୟ ରାଜ୍ୟ କାର୍ଯ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଏନ ଶୀତ କାଳୀନ ଅଧିବେଶନର ବାକିଥିବା କାର୍ଯ୍ୟ ଦିବସଗୁଡିକରେ ଆଉ ସଂସଦ ମଧ୍ୟକୁ ପ୍ରବେଶ କରିପାରିବେ…

ଆସିଲା ଓମିକ୍ରନ, ବଢ଼ିଲା ଚିନ୍ତା । ଭୁବନେଶ୍ୱରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ ।

କନକ ବ୍ୟୁରୋ : ଓଡ଼ିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଆଉ ଏହାରି ଭିତରେ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଭୁବନେଶ୍ୱରର ବମିଖାଲ୍ ଅଞ୍ଚଳର ଜୟଦୁର୍ଗା ନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ…

ବିଜୁ ପକ୍କା ଘର ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଘର ମରାମତି କରିବାକୁ ମିଳିବ ଟଙ୍କା

କନକ ବ୍ୟୁରୋ: ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହି ଅବସରରେ ଆବାସ ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା କରିଛନ୍ତି । ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା । ସେହିପରି କେନ୍ଦ୍ରୀୟ ଯୋଜନାରେ ଘର ମରାମତି ପାଇଁ ୫ ହଜାର…

ଓଡ଼ିଶାରେ ଚାଷୀ ନେତା ରାକେଶ ଟିକାୟତ: କହିଲେ, ଏବେ ଘରୋଇକରଣ ବିରୋଧରେ ହେବ ଆନ୍ଦୋଳନ

କନକ ବ୍ୟୁରୋ: ଓଡ଼ିଶାରେ ଚାଷୀ ନେତା ରାକେଶ ଟିକାୟତ । କୃଷି ଆଇନ ପ୍ରତ୍ୟାହାର ନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ଟିକାୟତ । ଆନ୍ଦୋଳନ ସଂଘର୍ଷପୂର୍ଣ୍ଣ ଥିଲା ଏବଂ ଓଡ଼ିଶାରୁ ଆନ୍ଦୋଳନ ପାଇଁ ପୂର୍ଣ୍ଣ ସହାୟତା ମିଳିଥିବା କହିଛନ୍ତି ଚାଷୀ ନେତା । ତେବେ କୃଷି ଆଇନ ପ୍ରତ୍ୟାହାର ଚାଷୀ ଓ…

ଇଣ୍ଡିଆନ ଅଏଲ କ୍ୟାମ୍ପସରେ ଭୟାବହ ଅଗ୍ନିକାଣ୍ଡ । ୩ ମୃତ ୩୫ ଗୁରୁତର

କନକ ବ୍ୟୁରୋ : ପଶ୍ଚିମବଙ୍ଗର ହଲଦିଆ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନ କ୍ୟାମ୍ପସରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡ ଫଳରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୫ ଜଣ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି । ଖବର ପାଇ ଦମକଳ ବାହୀନି ଘଟଣା ସ୍ଥଳରେ…