Daily Archives

October 7, 2021

ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣା : ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣାରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ମାମଲାରେ ଅଭିଯୁକ୍ତ କିଏ, କାହା ବିରୋଧରେ ହୋଇଛି ମାମଲା ଓ କାହାରିକୁ ଗିରଫ ହୋଇଛି କି ନାହିଁ ଜାଣିବାକୁ ଚାହିଁଲେ ସବୋର୍ଚ୍ଚ ନ୍ୟାୟଳୟ । କାଲି ମାମଲାର ପରବର୍ତୀ ଶୁଣାଣି…

ପେନସନ୍ ଲୋଭ ! ଶାଶୁଙ୍କ ମୃତଦେହ ଗୋଟିଏ କୋଠରୀରେ ୭ ଦିନ ବନ୍ଦ ରଖିଲା ବୋହୁ

କନକ ବ୍ୟୁରୋ : ପେନସନ ପାଇଁ ଶାଶୁଙ୍କ ମୃତଦେହ ଗୋଟିଏ କୋଠରୀରେ ବନ୍ଦ ରଖିଲା ବୋହୁ । ୭ ଦିନ ପରେ ଉଦ୍ଧାର ହେଲା ୮୨ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ । ଘଟଣାକୁ ନେଇ ନବରଙ୍ଗପୁରରେ ଚାଞ୍ଚଲ୍ୟ ଖେଳିଯାଇଛି । ଉମରକୋଟ ଶିବାଜୀନଗରର ବୃଦ୍ଧା କୁସୁମ ନାୟକଙ୍କର ତିନି ପୁଅ । ବଡ଼ ପୁଅର କୌଣସି ରୋଜଗାର…

ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣା : ପୋଷ୍ଟମଟର୍ମ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ବନ୍ୟପ୍ରାଣୀ ବିଶେଷଜ୍ଞ

କନକ ବ୍ୟୁରୋ : ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣାର ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମାନସିକ ସ୍ତରରେ ଆଘାତ ବା ‘ସକ୍‌’ କାରଣରୁ ମୁଣ୍ଡଳୀ ବ୍ରିଜ୍‌ ତଳେ ଫସି ରହିଥିବା ଦନ୍ତା‌ ହାତୀର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି । ବ୍ୟବଚ୍ଛେଦର ୩ ଦିନ ଅର୍ଥାତ ୭୨ଘଣ୍ଟା…

ମୃତ ବ୍ୟକ୍ତିଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ବୀମା । ଗିରଫ ହେଲେ ଏଲଆଇସି ଏଜେଣ୍ଟ

କନକ ବ୍ୟୁରୋ : ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଗିରଫ ହେଲେ ଏଲଆଇସି ଏଜେଂଟ । ଖୋର୍ଦ୍ଧା ଏଲଆଇସି କାର୍ଯ୍ୟାଳୟର ଏଜେଂଟ କବିରାଜ ବେହେରାଙ୍କୁ ଗିରଫ କରିଛଇ ଇଓଡବ୍ଲୁ । ୨୦୦୫ରୁ ୨୦୦୯ ମସିହା ଭିତରେ ୨୩ଜଣ ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧କୋଟି ୮୧ଲକ୍ଷ ଟଙ୍କା ବୀମା ଅର୍ଥ ଉଠାଇ…

ଡ୍ୟୁଟି ବେଳେ ଶୋଇପଡ଼ିଲେ ଡାକ୍ତର : ଉଠାଇବା ପାଇଁ ଉଦ୍ୟମ କଲେ ସିକ୍ୟୁରିଟି ଗାର୍ଡ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ମେଡିକାଲରେ ଡ୍ୟୁଟି ସମୟରେ ଶୋଇପଡିଲେ ଡାକ୍ତର ବାବୁ । ଏହି ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଶ୍ରୀରାମଚନ୍ଦ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଜଣକ ହେଉଛନ୍ତି ଅବନୀକାନ୍ତ ସାହୁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି । ରୋଗୀଙ୍କ ଭିଡ ଜମିବା…

ଶ୍ରୀନଗରରେ ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ । ଅତି ପାଖରୁ ଦୁଇ ଶିକ୍ଷକଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କଲେ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ । ଏଥର କୌଣସି ସୈନ୍ୟ ଆଡ୍ଡା କିମ୍ବା ସୁରକ୍ଷାବାହିନୀ ଉପରେ ନୁହେଁ ବରଂ ଏକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି ନିର୍ଦ୍ଦୟୀ ଆତଙ୍କବାଦୀ । ସ୍କୁଲର ଦୁଇ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ…