Daily Archives

September 4, 2021

ବିଜେପିର କକ୍ଷ ତ୍ୟାଗ: କହିଲେ, ଆମକୁ ମିଳୁନି ସମ୍ମାନ

କନକ ବ୍ୟୁରୋ: ବିଧାନସଭାରେ ଆଜି ପୁଣି ବିରୋଧୀ ହଙ୍ଗାମା କରିଛନ୍ତି । ହଙ୍ଗାମା ପରେ ବିଜେପି ସଦସ୍ୟ କକ୍ଷ ତ୍ୟାଗ କରିଛନ୍ତି । ମୁଖ୍ୟ ବିରୋଧୀ ଦଳ ଭାବେ ସମ୍ମାନ ମିଳୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ଏହାସହ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ସଦସ୍ୟ…

ଯେବେ ସିନ୍ଦୂରର ସୁରକ୍ଷା ପାଇଁ ସଂଘର୍ଷ କରିଥିଲେ ମୌସୁମୀ, ପୂରା ଓଡ଼ିଶା ଦେଇଥିଲା ସାଥ୍ । 

କନକ ବ୍ୟୁରୋ : ଜୀବନ ଯୁଦ୍ଧରେ ଲଢେଇ କରି ହାରିଗଲେ ଅଭିଷେକ ମହାପାତ୍ର । ଦୀର୍ଘ ୩ ମାସ କାଳ କୋଲକାତାରେ ଇକମୋ ଚିକିତ୍ସାରେ ଚିକିତ୍ସିତ ହେବା ପରେ ଶୁକ୍ରବାର ରାତିରେ ଆଖି ବୁଜିଛନ୍ତି ଅଭିଷେକ  । ତେବେ ୩ ମାସ ଭିତରେ ପ୍ରତି ସେକେଣ୍ଡରେ ସେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ । ଆଉ ଏହି…

କରୋନା ନୂଆ ଭାରିଆଣ୍ଟକୁ ନେଇ ସତର୍କ କଲା ଡବ୍ଲୁଏଚଓ : ବଢିପାରେ ସଂକ୍ରମଣ କ୍ଷମତା

କନକ ବ୍ୟୁରୋ : କରୋନାର ନୂଆ ଭାରିଆଂଟ ‘ମୁ’କୁ ନେଇ ସତର୍କ କରାଇଛି ଡବ୍ଲୁଏଚଓ । ଏହାକୁ ଭାରିଆଂଟ ଅଫ ଇଂଟ୍ରେଷ୍ଟ ବୋଲି କହିଛି ଡବ୍ଲୁଏଚଓ । ହେଲେ ଏହାକୁ ଭେରିଆଂଟ ଅଫ୍ କନସର୍ନ ବୋଲି ଡବ୍ଲୁଏଚଓ କହିନି । ଏହାକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାଇରସ ଜାନୁଆରୀରୁ ଚିହ୍ନଟ…

ସରକାରଙ୍କୁ ଟାର୍ଗେଟ କଲେ ମୋହନ ମାଝୀ: କହିଲେ, ଯୋଜନା ହଡପ ହେଉଛି

କନକ ବ୍ୟୁରୋ: ଶୂନ୍ୟକାଳରେ ଉଠିଲା ପିଏମ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ସେ କହିଛନ୍ତି, କେନ୍ଦ୍ରୀୟ ଯୋଜନାକୁ ହଡପ କରାଯାଉଛି । ଭୋଟ ରାଜନୀତି ପାଇଁ ବିଜେଡି ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଉଛି ।…

କଟକ ଭୁବନେଶ୍ୱରରେ କାହିଁକି ତଳକୁ ଖସୁନି ସଂକ୍ରମଣ ? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କନକ ବ୍ୟୁରୋ : ଖୋର୍ଦ୍ଧା ଓ କଟକରେ କମୁନି ସଂକ୍ରମଣ । ଏହି ଦୁଇ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଖୋର୍ଦ୍ଧା ଓ କଟକରେ ଜନସଂଖ୍ୟା ଅଧିକ, ସର୍ଭେଲାନ୍ସ ଅଧିକ ହେଉଛି । ଲୋକଙ୍କ ଯାତାୟତ ଅଧିକ ବୋଲି ଆକ୍ରାନ୍ତଙ୍କ ସଂଖ୍ୟା…

ଗୃହ ମୁଲତବୀ: ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି

କନକ ବ୍ୟୁରୋ: ବିଧାନସଭାରେ ପୁଣି ବିଜେପି ସଦସ୍ୟ ହଙ୍ଗାମା କରିଛନ୍ତି । ତେଣୁ ୧୦ ମିନିଟ ପାଇଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ଏହାସହ ଗୃହ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗୃହରେ ବାରମ୍ବାର ହଙ୍ଗାମା କରୁଛନ୍ତି ବିରୋଧୀ । ଶାସକ ଦଳକୁ ଟାର୍ଗେଟ କରି…