Daily Archives

September 4, 2021

ହୃଦଘାତ ପଞ୍ଝାରେ ଯୁବ ଗୋଷ୍ଠୀ । ଆଧୁନିକ ଜୀବନ ଶୈଳୀ ମୁଖ୍ୟ କାରଣ

କନକ ନ୍ୟୁଜ୍: ବଢୁଛି ହୃଦଘାତ ମୃତ୍ୟୁ ସଂଖ୍ୟା । ଖାସ୍ କରି ଯୁବଗୋଷ୍ଠୀ ଏହାର ଶିକାର ହେଉଥିବା ଦେଖାଯାଉଛି । ଦିବଙ୍ଗତ ଅଭିନେତା ସିଦ୍ଧାନ୍ତ ଶୁକ୍ଳାଙ୍କ ମୃତ୍ୟୁ ଏହାକୁ ସ୍ପଷ୍ଟ କରୁଛି । ଖାଲି ସିଦ୍ଧାନ୍ତ ନୁହଁନ୍ତି ଅକାଳରେ ଝରିପଡୁଛି ଏପରି ଅନେକ ଜୀବନ । ତେବେ ଯୁବଗୋଷ୍ଠୀ ଉପରେ ହୃଦଘାତର…

ସଲମାନ କହିଥିଲେ, ସବୁ କାନ୍ଦିବେ ଆଉ କହିବେ ଭଲ ଲୋକଟିଏ ଥିଲା…

କନକ ବ୍ୟୁରୋ : ମଜାରେ କହୁଥିବା କଥା ବି ବେଳେ ବେଳେ ସତ ହୋଇଯାଏ । ଏଭଳି କିଛି କଥା ଅଭିନେତା ସିଦ୍ଧାର୍ଥଙ୍କ କେସରେ ଦେଖିବାକୁ ମିଳିଛି । ସେପ୍ଟେମ୍ବର ୨ତାରିଖରେ ହୃଦଘାତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହାରି ମଧ୍ୟରେ ସଲମାନ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ…

ବାହା ନହେଲେ ଦେଶ ଛାଡିବା ମନା,କାବୁଲର କରୁଣ ଦୃଶ୍ୟ

କନକ ବ୍ୟୁରୋ : ତାଲିବାନୀମାନେ ଆଫଗାନ ଦଖଲ କରିବା ପରେ ସେମାନଙ୍କ ପ୍ରକୃତ ଚରତ୍ର ସେଠାରେ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ହେଲେ ସବୁଠାରୁ ବଡକଥା ତାଲିବାନୀମାନେ ସେମାନଙ୍କର ସରିଆ ଆଇନ ଲାଗୁ କରିବାକୁ ପୁରା ଦମରେ ଆଫଗାନ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଏହି କ୍ରମରେ ସେମାନେ…

ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ, ସେପ୍ଟେମ୍ବର ୩୦ରେ ପଡିବ ଭୋଟ ।

କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ସେପ୍ଟେ୍ମ୍ବର ୩୦ରେ ପିପିଲି ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଉପ-ନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୩ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ…

ୱେବପୋର୍ଟାଲ ଏଡିଟର ସୁଧାଂଶୁ ରାଉତ : ଆସିଲା ଆଉ ଏକ ନୂଆ ଅଭିଯୋଗ

କନକ ବ୍ୟୁରୋ : ଅଲମ୍ପିଆନ ଦୂତି ଚାନ୍ଦଙ୍କ ବିରୋଧରେ ଆପତିଜନକ ଖବର ପ୍ରକାଶ କରି ଗିରଫ ହୋଇଥିବା ସୁଧାଂଶୁ ରାଉତଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି । ଯାଜପୁର ମଙ୍ଗଳପୁର ଅଂଚଳର ଭରତ ଚନ୍ଦ୍ର ମହାଳିକ ଏହି ଅଭିଯୋଗ କରିଛନ୍ତି । ତାଙ୍କ କହିବା ହେଲା ନିଜକୁ ସିବିଆଇ ଅଫିସର ବୋଲି…

ସାର ପାଇଁ ଚାଷୀ ଅଶାନ୍ତି : ୧୭୦୦ ବସ୍ତା ପାଇଁ ୩ହଜାର ଚାଷୀଙ୍କ ଭିଡ

କନକ ବ୍ୟୁରୋ : ସାର ପାଇଁ ଚାଷୀ ଅଶାନ୍ତି । ୟୁରିଆ ସାର ପାଇଁ ଚାଷୀଙ୍କ ମଧ୍ୟରେ ଠେଲା ପେଲା, ପଥର ମାଡ଼ ଭଳି ଚିତ୍ର ନବରଙ୍ଗପୁରରେ ଦେଖିବାକୁ ମିଳିଛି । ନବରଙ୍ଗପୁର କୋଷମୁଡ଼ାରେ ଥିବା ଲ୍ୟାମ୍ପସରେ ସାର ପାଇଁ ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।…