Daily Archives

September 4, 2021

ଦଳୀୟ କାର୍ଯ୍ୟାଳୟ ପାଇଁ କିଏ କିଣିଛି କେତେ ଟଙ୍କାର ଜମି?

କନକ ବ୍ୟୁରୋ : ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ଏବେ ଦଳୀୟ ସଙ୍ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି । ଆଉ ଏଥିପାଇଁ ଦଳୀୟ କାର୍ଯ୍ୟାଳୟର ନବକଳେବର ହେବା ସହ ନୂଆ କାର୍ଯ୍ୟାଳୟ ନିର୍ମାଣ ଉପରେ ଜୋର ଦେଉଛନ୍ତି ଉଭୟ ବିଜେପି ଓ ବିଜେଡି । ଆଉ ଏଥିପାଇଁ ରାଜନୈତିକ ଦଳକୁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ…

ଖୁବଶୀଘ୍ର ୫ ଜିଲ୍ଲାରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ : ଗୃହରେ ଉତ୍ତର ରଖିଲେ ଟୁକୁନି ସାହୁ

କନକ ବ୍ୟୁରୋ : ୩ ଦିନର ଅଚଳାବସ୍ଥା ପରେ ବିଧାନସଭାରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ଆଜି ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି । ବିଧାନସଭାର ପ୍ରଶ୍ନକାଳରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇ କହିଛନ୍ତି,…

ରାଜଧାନୀର ସୁନାଝମ୍ପା ଗ୍ୟାଙ୍ଗ । କେଉଁଠୁ କେମିତି ଲୁଟୁଥିଲେ, ମିଳିଲା ତଥ୍ୟ।

କନକ ବ୍ୟୁରୋ: ରାଜଧାନୀରୁ ସୁନା ଝମ୍ପା ଗ୍ୟାଙ୍ଗ ଠାବ ହୋଇଛି । ମାନାପୁରମ ଆସେଟ ଫାଇନାନ୍ସ ଲିମିଟେଡ଼ର ବ୍ରାଞ୍ଚ ହେଡ଼ ଏହି ଗ୍ୟାଙ୍ଗରେ ସାମିଲ ରହିଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଖାରବେଳନଗର ପୋଲିସ ଲୁଟେରାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଲୁଟେରାଙ୍କଠୁ…

ପଂଜଶିର ଦଖଲର ଖୁସି ପାଳିବାକୁ ତାଲିବାନର ଏୟାର ଫାୟାରିଙ୍ଗ

କନକ ନ୍ୟୁଜ୍: ପଂଜଶିରକୁ ନିଜ ଦଖଲକୁ ନେଇଥିବା ଦାବି କରିବା ପରେ ନିଜ ଖୁସିକୁ ପାଳନ କରିବାକୁ ତାଲିବାନି ଆକାଶ ମାର୍ଗକୁ କରିଥିବା ଗୁଳିମାଡରେ ଅନେକ ପ୍ରାଣ ହରାଇଛନ୍ତି । ଏଥିରେ ଅନେକ ଶିଶୁ ଥିବା ଜଣାପଡିଛି । ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଲିବାନ୍…

ଟିକା ନେଲେ ଘରକୁ ଯିବୁ : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଲେ ଲୋକେ

କନକ ବ୍ୟୁରୋ : ଟିକା ନେଲେ ଘରକୁ ଯିବୁ । ଏହି ଦାବିରେ ଧାରଣା ଦେଲେ ଲୋକେ । ଖୋର୍ଦ୍ଧା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସିଟି ସ୍କୁଲରେ ଟିକାକରଣ ବ୍ୟବସ୍ଥା କରାଯାଇଥିଲା । ଲୋକେ ଟିକା ନେବା ପାଇଁ ରାତି ଅନିଦ୍ରା ହୋଇ ଦୀର୍ଘ ସମୟର ଅପେକ୍ଷା କରିବା ପରେ ଟିକା ଦେବା ପାଇଁ ମନା…

ରାଜ୍ୟରେ ଖୋଲିବ ୨୪ଟି ନୂଆ ଆଇଟିଆଇ କଲେଜ : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସୂଚନା

କନକ ବ୍ୟୁରୋ : ସ୍ୱାଭାବିକ ହେଲା ବିଧାନସଭା ଗୃହ କାର୍ଯ୍ୟ । ତିନି ଦିନ ପରେ ଆଜି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ବିଧାନସଭାର ପ୍ରଶ୍ନକାଳରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ଆଲୋଚନା ହୋଇଛି । ରାଜ୍ୟରେ ଆଉ ୨୪ଟି ନୂଆ ଆଇଟିଆଇ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ…