Daily Archives

July 30, 2021

ଟୋକିଓ ଅଲମ୍ପିକ୍ସରେ ଭାଙ୍ଗୁଛି ଭାରତୀୟ କ୍ରୀଡା ପ୍ରେମୀଙ୍କ ଭରସା । ଦୂତୀଙ୍କ ପରେ ନିରାଶ କଲେ ଦୀପିକା କୁମାରୀ

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଆଜି ଭାରତ ନିରାଶ ହୋଇଛି । ପ୍ରଥମେ ୧୦୦ ମିଟର ଦୌଡରେ ଦେଶବାସୀଙ୍କୁ ଦୂତୀ ଚାନ୍ଦ ନିରାଶ କରିଥିବା ବେଳେ ଏବେ ତୀରନ୍ଦାଜରେ ବି ଦୀପିକା କୁମାରୀ ପରାଜିତ ହୋଇ ତାଙ୍କ ଟୋକିଓ ଅଲମ୍ପିକ ଯାତ୍ରା ଶେଷ କରିଛନ୍ତି । ଦୀପିକା କୁମାରୀ ଏହି ମୁକାବିଲାରେ…

ଏବେ ଅନଲକ ହେବନି ଓଡ଼ିଶା : ଡିଏମଇଟି କହିଲେ, ରାଜ୍ୟରେ ଉପୁଜିନି ଅନଲକ ହେବା ଭଳି ସ୍ଥିତି; ଆସନ୍ତାକାଲି ଆସିବ ଅଗଷ୍ଟ…

କନକ ବ୍ୟୁରୋ : ଏବେ ସଂପୂର୍ଣ୍ଣ ଅନଲକ୍ ହେବ ନାହିଁ, କାରଣ ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ । କଟକ ଓ…

ପେଗାସସ୍ ଗୁପ୍ତଚର ମାମଲାରେ ଅଭିଯୋଗ ସ୍ୱୀକାର କଲେ ସୁପ୍ରିମ କୋର୍ଟ, ଆସନ୍ତା ସପ୍ତାହରେ ଶୁଣାଣି

କନକ ବ୍ୟୁରୋ : ପେଗାସସ୍ ଗୁପ୍ତଚର ମାମଲାକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଅଭିଯୋଗକୁ କୋର୍ଟ ସ୍ୱୀକାର କରିଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ । ଶୁକ୍ରବାର ଦିନ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ.ବି ରମନ୍ନା ବେଞ୍ଚରେ ଏହି ମାମଲା ଦାଖଲ କରାଯାଇଥିଲା । ଏହାକୁ ନେଇ…

ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ପଦୋନ୍ନତି : ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ପଦୋନ୍ନତି । ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍ କରାଯାଇଛି । ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ…

ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ଦେଉଛନ୍ତି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

କନକ ବ୍ୟୁରୋ : କୁହାଯାଏ ପାଠପଢ଼ିବା ପାଇଁ କୌଣସି ବୟସ ନଥାଏ । ପାଠ ପଢ଼ିବାର ଇଚ୍ଛା ଥିଲେ ବୟସ କି ପ୍ରତିଷ୍ଠା କିଛି ପ୍ରତିବନ୍ଧକ ହୁଏନି । ଠିକ୍ ସେହିଭଳି ଏକ ଉଦାହରଣ ସାମନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ । ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇର୍ ଆଜି ଅଫଲାଇନରେ ମାଟ୍ରିକ ପରୀକ୍ଷା…

ସ୍କୁଲ କର୍ତ୍ତୃପକ୍ଷଙ୍କ ବେପରୁଆ ଓ ତ୍ରୁଟିପୂର୍ଣ୍ଣ ଫର୍ମ ଫିଲଅପ : ଆର୍ଡମିଟ୍ କାର୍ଡ ମିଳି ନଥିବାରୁ କିଛି…

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ଚଳିତ ବର୍ଷର ଅଫଲାଇନ୍ ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । କିନ୍ତୁ କେତେକ ସ୍ଥାନରେ ଆଡମିଟ୍ କାର୍ଡ ମିଳି ନଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । କଟକ କଲେଜଛକ ସରସ୍ୱତୀ ଶିଶୁମନ୍ଦିରର…