Daily Archives

July 30, 2021

୨୪ ଘଂଟାରେ ୧୫୫୮ ଆକ୍ରାନ୍ତ ଚିହ୍ନଟ : ୬୬ ମୃତ୍ୟୁର ହିସାବ ଦେଲେ ସରକାର

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୦୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

କୋଭାକ୍ସିନ ଓ କୋଭିସିଲ୍ଡ ମିକ୍ସ ଡୋଜ ଷ୍ଟଡି ପାଇଁ ବିଶେଷଜ୍ଞ କମିଟିର ସୁପାରିଶ : ଅନୁମତି ମିଳିଲେ ଚତୃର୍ଥ ପର୍ଯ୍ୟାୟରେ…

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସ ଡୋଜ୍ ଉପରେ ଷ୍ଟଡି ପାଇଁ ସୁପାରିଶ । ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅରଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟି ମିକ୍ସ ଡୋଜ୍ ଉପରେ ଷ୍ଟଡି ପାଇଁ ସୁପାରିଶ କରିଛି । ଫେଜ୍-୪ କ୍ଲିନିକାଲ ଟ୍ରାଏଲକୁ ମଂଜୁରୀ ଦେବା ପାଇଁ କୁହାଯାଇଛି…

ୱେଲ ମାର୍କଡ୍ ଲୋ ପ୍ରେସର ପ୍ରଭାବ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା; ଆଜି ୬ ଜିଲ୍ଲା ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ୱେଲ ମାର୍କଡ୍ ଲୋ ପ୍ରେସର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୱେଲ ମାର୍କଡ୍ ଲୋ ପ୍ରେସର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ…

ଜମ୍ମୁ କାଶ୍ମୀର ପୁଣି ଦେଖାଗଲା ୩ ସନ୍ଦିଗ୍ଧ ଡ୍ରୋନ : ୨ଟି ସେନା ଶିବିର ଓ ସାମ୍ବା ସେକ୍ଟରରେ ଉଡିଲା ବେଳେ ଘଉଡାଇଲା…

କନକ ବ୍ୟୁରୋ : ଜମ୍ମୁର ବିଭିନ୍ନ ସ୍ଥାନରେ ପୁଣି ଦେଖାଗଲା ସନ୍ଦିଗ୍ଧ ଡ୍ରୋନ୍ । ସୂଚନା ଅନୁସାରେ ଜମ୍ମୁର ତିନିଟି ଅଲଗା ଅଲଗା କ୍ଷେତ୍ରରେ ସନ୍ଦିଗ୍ଧ ଡ୍ରୋନ୍ ଦେଖାଯାଇଛି । ରାତି ୮ଟା ୩୦ ଓ ରାତି ୯ଟା ୩୦ରେ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା । ସେଥିରୁ ଦୁଇଟି ଡ୍ରୋନ୍ ଆର୍ମି କ୍ୟାମ୍ପ ଓ…

କ୍ୱାର୍ଟର ଫାଇନାଲରେ ଦୀପିକା : କେସେନିଆ ପେରୋଭାଙ୍କୁ ୬-୫ରେ ପରାସ୍ତ କଲେ ଦୀପିକା

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରୁ ଆଉ ଏକ ପଦକ ଆଶା ଦେଲେ ତୀରନ୍ଦାଜ ଦୀପିକା କୁମାରୀ । ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କୁମାରୀ । ସେନିଆ ପରୋଭାଙ୍କୁ ସୁଟଆଉଟରେ ପରାସ୍ତ କରି ଦୀପିକା କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି । କଡା ମୁକାବିଲାରେ…

କେରଳରେ ଗମ୍ଭୀର ହେଉଛି କରୋନା ସ୍ଥିତି : ଦେଶର ଦୈନିକ ସଂକ୍ରମଣର ଅଧାରୁ ଅଧିକ ହେଉଛନ୍ତି ଚିହ୍ନଟ; ୧ ଉପରେ ରାଜ୍ୟର…

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି କେରଳର କରୋନା ସଂକ୍ରମଣ । ଦେଶରେ ଦୈନିକ ଯେତିକି ଆକ୍ରାନ୍ତ ହେଉଛନ୍ତିି ଅଧାରୁ ଅଧିକ ମାମଲା ଆସୁଛି କେବଳ କେରଳରୁ । ଅର୍ଥାତ୍ ୫୦ ପ୍ରତିଶତରୁ ଅଧିକ କେସ୍ ଏହି ରାଜ୍ୟରୁ ଆସୁଛି । ଏହାରି ଭିତରେ ଚିନ୍ତାର ଆଉଏକ ବିଷୟ ହେଲା ଆର ଭାଲ୍ୟୁ ବା ରିପ୍ରଡକ୍ଟିଭ…