Daily Archives

June 16, 2021

ଟ୍ୱିଟର ପରେ ଏବେ ଇନଷ୍ଟାଗ୍ରାମ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର । ଜୁନ ୧୮ ରେ ଏନେଇ ବସିବ…

କନକ ବ୍ୟୁରୋ : ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ପରେ ଏବେ ଫଟୋ –ଭିଡିଓ ନେଟସ୍ୱାକିଂ ସାଇଟ୍ ଇନଷ୍ଟଗ୍ରାମ ବି ଯାଂଚର ପରିସରକୁ ଆସିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଇନଷ୍ଟାଗ୍ରାମ ବିରୋଧରେ ମାମଲା ଦାଖଲ କରିଛି । କିଛିଦିନ ହେବ ଇନଷ୍ଟାଗ୍ରାମ ଉପରେ ଧାର୍ମିକ ଉନ୍ମାଦନା, ଓ ସାଂପ୍ରଦାୟିକ…

ଆନ୍ଧ୍ର-ଓଡିଶା ସୀମାରେ ପୁଲିସ-ମାଓବାଦୀ ଗୁଳି ବିନିମୟ : ୬ ମାଓବାଦୀ ନିହତ; ସର୍ଚ୍ଚ ଅପରେସନ୍ ଜାରି

କନକ ବ୍ୟୁରୋ :  ଆନ୍ଧ୍ର ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ଗୁଳି ବିନିମୟ । ଏହି ଘଟଣାରେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବିଶାଖପାଟନମ୍ ଓ ପୂର୍ବ ଗୋଦାବରୀ ସୀମାରେ ଏନକାଉଂଟର ହୋଇଥିବା ସୁଚନା ମିଳିଛି । ଆନ୍ଧ୍ର ଗ୍ରେହାଉଣ୍ଡ ଓ ମାଓବାଦୀ ମୁହାଁମୁହିଁ । ଏକେ -୪୭,…

ବଲାଙ୍ଗୀର ବନ୍ଧକ ଘଟଣାରେ ପର୍ଦ୍ଦାଫାଶ : ଅଭିଯୁକ୍ତ କହିଲା ଲଜ୍ଜିତ କି ଅନୁତପ୍ତ ନୁହେଁ, କେବଳ ଭୟଭୀତ କରିବାକୁ…

କନକ ବ୍ୟୁରୋ : ବଲାଙ୍ଗିର ଶାନ୍ତିପଡ଼ାରେ ୩ଜଣଙ୍କୁ ବନ୍ଧକ ରଖିବା ଘଟଣାକୁ ନେଇ ପ୍ରେସମିଟ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ପ୍ରେମ ପାଇଁ ପରିବାରର ୩ଜଣଙ୍କୁ ବନ୍ଧକ ରଖିଥିବା ସୁଚନା ମିଳିଛି । ପ୍ରେମ ସମ୍ପର୍କ ପାଇଁ ଏଭଳି କାଣ୍ଡ ହୋଇଥିବା ନେଇ ସୁଚନା ଦେଇଛି ପୋଲିସ । ତେବେ ୩ଜଣଙ୍କ…

ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିଛି : ଲୋକେ ସଚେତନ ରହିଲେ ନିୟନ୍ତ୍ରଣରେ ରହିବ କରୋନା

କନକ ବ୍ୟୁରୋ : ରାଜ୍ୟରେ ତାଲାବନ୍ଦ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ସମସ୍ତ ଡାଟାକୁ ସର୍ଭେ କରି ଲକଡାଉନ୍ ଓ ଅନଲକ ଉପରେ ନିଷ୍ପତି ନିଆଯିବ । ଏବେ ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ କମୁଥିବା କହିଛନ୍ତି ସିବିକେ ମହାନ୍ତି । ଆଶା…

କିଛି ସମୟ ପରେ ବଡ ଘୋଷଣା କରିବେ ରାଜ୍ୟ ସରକାର : ଲକଡାଉନ / ସଟଡାଉନ୍ ନେଇ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

କନକ ବ୍ୟୁରୋ : ଖୋଲିବ କି ଓଡିଶା ? ଆସନ୍ତାକାଲି ସକାଳ ୫ଟାରେ ସରକାର ଘୋଷଣା କରିଥିବା ତୃତୀୟ ଫେଜ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି । ସାରା ରାଜ୍ୟରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା । ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ । ଆଜି…

ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର । ଏୟାରଟେଲ ପରେ ମୁମ୍ବାଇରେ ଜିଓ ଆରମ୍ଭ କଲା ୫ ଜି ସେବା । ମିଳୁଛି ଆଶ୍ଚର୍ଯ୍ୟ…

କନକ ବ୍ୟୁରୋ : ଦେଶରେ ୫ ଜି ସେବା ଯୋଗାଇ ଦେବାକୁ ମୋବାଇଲ ନେଟୱାର୍କ କମ୍ପାନୀ ମାନେ କାମ ଆରମ୍ଭ କରିଦେଇଛନ୍ତି । ଏନେଇ ଟେଲିକମ୍ କମ୍ପାନୀମାନେ ପରୀକ୍ଷା କରିବାରେ ଲାଗିଛନ୍ତି । କିଛିଦିନ ତଳେ ଭାରତୀ ଏୟାରଟେଲ କମ୍ପାନୀ ଗୁରୁଗ୍ରାମରେ ୫ ଜି ସେବା ଆରମ୍ଭ କରିଥିବା । ଏଥିରେ ଡାଉନଲୋଡ ସ୍ପିଡ…