Daily Archives

May 14, 2021

କରୋନାର କରୁଣ ଚିତ୍ର : ନିଆଳିରେ କାନ୍ଧ ଦେବାକୁ ଆସିଲେନି ସମ୍ପର୍କୀୟ; ସାମ୍ବାଦିକ କଲେ ସଂସ୍କାର

କନକ ବ୍ୟୁରୋ : ସଂକ୍ରମଣ ଭୟରେ କେହି ଛୁଇଁଲେନି ମୃତଦେହ । ମହାମାରୀ କରୋନାକୁ ଭୟକରି କାନ୍ଧ ଦେବାରୁ ଦୂରେଇ ଗଲେ ଆତ୍ମୀୟ । କରୋନା କାଳରେ ଏପରି କରୁଣ ଚିତ୍ର ଆସିଛି କଟକ ଜିଲ୍ଲାର ନିଆଳି ଅଂଚଳରୁ । ଏପରି ସମୟରେ ଜୀବନକୁ ଖାତିର ନକରି ଆଗକୁ ଆସିଲେ କିଛି ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ…

୨୦ଟି ଟିମକୁ ନେଇ ଖେଳାଯିବ ଟି-୨୦ ବିଶ୍ୱକପ୍ ! ଆଇସିସି ପ୍ରସ୍ତୁତ କରୁଛି ନୂଆ ପ୍ଲାନ୍ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାଗ ନଉଥିବା ଦେଶମାନଙ୍କ ସଂଖ୍ୟା ୨୦କୁ ବୃଦ୍ଧି କରିବାକୁ ଯୋଜନା କରୁଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ । ଆଉ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପରେ ୨୦ଟି ଦେଶ ମଧ୍ୟରେ ହେବ ଦମଦାର ଫାଇଟ୍ । ଆଇସିସିର ପ୍ଲାନ୍…

ବହୁମତ ଯୋଗାଡ କରିବାରେ ବିଫଳ ହେଲେ ବିରୋଧୀ । ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ ହେଲେ କେପି ଶର୍ମା ଓଲି ।

କନକ ବ୍ୟୁରୋ : ନୂଆ ସରକାର ଗଠନ କରିବା ନିମନ୍ତେ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଆସନ ଏକଜୁଟ କରିବାରେ ବିରୋଧୀ ଦଳମାନେ ବିଫଳ ହେବାରୁ କେପି ଶର୍ମା ଓଲିଙ୍କୁ ଗୁରୁବାର ଦିନ ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରାଯାଇଛି। ‘ସିପିଏନ୍-ୟୁଏମ୍ଏଲ୍’ର ଅଧ୍ୟକ୍ଷ ୬୯ ବର୍ଷିୟ…

ବ୍ରହ୍ମପୁର ଜେଲରେ ପଶିଲା କରୋନା : ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୬ କଏଦୀଙ୍କୁ କରୋନା ; ସୂଚନା ଦେଲେ ଜେଲ କର୍ତୃପକ୍ଷ

କନକ ବ୍ୟୁରୋ : ବ୍ରହ୍ମପୁର ଜେଲରେ ପଶିଲା କରୋନା । ୪୬ କଏଦୀଙ୍କ ରିପୋର୍ଟ ଆସିଛି ପଜିଟିଭ୍ । ଏନେଇ ନିଜେ ସୂଚନା ଦେଇଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିକାରୀ । ଜେଲରେ ଜଣେ ଆଜୀବନ ସଜା ଭୋଗୁଥିବା କଏଦୀଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ…

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଭଜି ମାଗିଥିଲେ ସାହାଯ୍ୟ, ସହାୟତାର ହାତ ବଢାଇଲେ ହୃଦୟର ହିରୋ । ହରଭଜନଙ୍କ ପାଖରେ…

କନକ ବ୍ୟୁରୋ : ରାଇନାଙ୍କ ପରେ ହରଭଜନ । ସୋନୁ ଶୁଣିଲେ, ସାହାଯ୍ୟ କଲେ । ଭଜି ମାଗିଲେ ସାହାଯ୍ୟ, ଆଉ ସାହାଯ୍ୟର ହାତ ବଢାଇଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କୁ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ୍ ।…

କରୋନା ସମୟରେ କିପରି ରହିବା ଦରକାର ଆପଣଙ୍କ ଖାଦ୍ୟ ଅଭ୍ୟାସ ? ପରାମର୍ଶ ଦେଲେ ଡାଇଟିସିଆନ୍ ନିହାରିକା ଦାଶ

କନକ ବ୍ୟୁରୋ : କରୋନା ସମୟରେ କିପରି ରହିବ ଆପଣଙ୍କର ଖାଦ୍ୟ ଅଭ୍ୟାସ । ଘରେ କେହି ସଂକ୍ରମଣର ଶିକାର ହେଲେ କିଂବା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିପରି ରହିବ ଖାଦ୍ୟ ଅଭ୍ୟାସ । ଏନେଇ ପରାମର୍ଶ ଦେଇଛନ୍ତି ଡାଇଟିସିଆନ୍ ତଥା ଅଭିନେତ୍ରୀ ନିହାରିକା ଦାଶ । ଔଷଧ ସହିତ ଖାଦ୍ୟ ପାନୀୟ ମଧ୍ୟ…