Daily Archives

March 6, 2021

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି । ନ୍ୟାସନାଲ ଆସେମ୍ଲିରେ ବିଶ୍ୱାସ ମତରେ ଜିତିଲେ ଇମ୍ରାନ ଖାନ୍ ।

କନକ ବ୍ୟୁରୋ: ଶକ୍ତି ପରୀକ୍ଷାରେ ବିଜୟ ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଶକ୍ତି ପରୀକ୍ଷାରେ ବିଜୟ ସହିତ ପାକିସ୍ତାନରେ ଇମ୍ରାନ ଖାନ ସରକାରକୁ ନେଇ ଲାଗି ରହିଥିବା ଆଶା ଆଶଙ୍କା ମଧ୍ୟ ଟଳିଯାଇଛି । ଶୁକ୍ରବାର ପାକ୍ ସଂସଦରେ ହୋଇଥିବା ଶକ୍ତି…

୧୦୦ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ହରିୟାଣାରେ ଏକ୍ସପ୍ରେସ ୱେକୁ ୫ ଘଂଟା ଧରି ଅବରୋଧ କଲେ ଚାଷୀ । ସେପଟେ ଟୁଇଟ କରି…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତି ପ୍ରତ୍ୟାହାର ଦାବିରେ ଶହେ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ । ଏହି ଅବସରରେ ଆଜି ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନରତ ଚାଷୀ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି । ଆଜି କୁଣ୍ଡଲି, ମାନେସର-ପାଲୱାଲ ଏକ୍ସପ୍ରେସ…

ଆସନ୍ତାକାଲି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ…

କନକ ବ୍ୟୁରୋ: ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି । ଏଥିପାଇଁ ଆଜି ପଶ୍ଚିମବଙ୍ଗର ବିଜେପି ନେତାଏଁ ବ୍ରିଗେଡ୍ ଗ୍ରାଉଣ୍ଡ ପରିଦର୍ଶନ କରି ପ୍ରସ୍ତୁତି ତଦାରଖ କରିଛନ୍ତି । ଆସନ୍ତାକାଲି ବ୍ରିଗେଡ ଗ୍ରାଉଣ୍ଡରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବା…

ଖୋର୍ଦ୍ଧା ଜିଲ୍ଲାରେ ବ୍ଲାକସ୍ପଟ୍ ଅଂଚଳ ଅଧିକ ଦୁର୍ଘଟଣାପ୍ରବଣ । ୨୦୧୯-୨୦ରେ କେବଳ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି ୭୮୦…

କନକ ବ୍ୟୁରୋ: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ କିଛି ବ୍ଲାକ ସ୍ପଟ୍ ଅଂଚଳ ଅଧିକ ଦୁର୍ଘଟଣାପ୍ରବଣ ବୋଲି ଜଣାପଡିଛି । ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହିଛି । ଭୁବନେଶ୍ୱରର ପିତାପଲି, ପାହାଳ, ଆଚାର୍ଯ୍ୟ ବିହାର ଛକ, ଏଜି ଛକରୁ ରାଜଭବନ ଛକ, ରାମମନ୍ଦିର ଛକରୁ ମାଷ୍ଟର କ୍ୟାଂଟିନ,…

ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ । ମହିଳା ଭୋଟବ୍ୟାଙ୍କ ହାତେଇବାକୁ ବିଜେଡି, ବିଜେପି ଓ କଂଗ୍ରେସର କସରତ…

କନକ ବ୍ୟୁରୋ: ସବୁ ରାଜନୈତିକ ଦଳଙ୍କ ଟାର୍ଗେଟରେ ମହିଳା । ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଛି, ଏଥିଲାଗି ୩ଟି ରାଜନୈତିକ ଦଳ ନିଜ ନିଜର ବ୍ଲପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ଭୋଟବ୍ୟାଙ୍କକୁ ପ୍ରଭାବିତ କରିବାକୁ ନିଜ ନିଜ ସ୍ତରରେ…

ନାସା ନକ୍ସାରେ ଶିମିଳିପାଳ: ଏବେ ବି ଜଳୁଛି ଜଙ୍ଗଲ । ପଦକ୍ଷେପ ପରେ ମଧ୍ୟ ନିୟନ୍ତ୍ରଣ ହେଉନି ନିଆଁ।

କନକ ବ୍ୟୁରୋ: ଶିମିଳିପାଳ ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରୟାସ । ବନ ବିଭାଗ, ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ନିଆଁ ଲିଭା ଚାଲିଛି । ରାତିର ଅନ୍ଧାରରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏକାଧିକ…