Daily Archives

March 6, 2021

ବଦଳୁଛି ରାଜ୍ୟ ରାଜନୀତିର ଚରିତ୍ର । ବିକାଶ ଓ ସ୍ଥାନୀୟ ପ୍ରସଙ୍ଗକୁ ପଛରେ ପକାଇ ଧସେଇ ପଶୁଛି ଜାତି ଓ ଧର୍ମର ମୁଦ୍ଦା ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ଯୋଜନା ନେଇ ଗତ ୨୭ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩ଟି ସଂକଳ୍ପ ପ୍ରସ୍ତାବ ଦଳମତ ନିର୍ବିଶେଷରେ ପାରିତ ହୋଇଥିଲା । ଗୃହରେ ଉଭୟ ବିଜେପି ଓ କଂଗ୍ରେସ ଏହାକୁ ସମର୍ଥନ ଦେଇଥିଲେ । ଶ୍ରୀମନ୍ଦିରର ବିକାଶ ପାଇଁ ସମସ୍ତ ଜଗନ୍ନାଥ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି । କହିଲେ, ଶ୍ରୀମନ୍ଦିରର ସର୍ବାଙ୍ଗୀନ ଉନ୍ନତି…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି । କହିଲେ, ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଜଗନ୍ନାଥ ମହାପ୍ରଭୁ । ଶ୍ରୀମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ଶ୍ରୀମନ୍ଦିର ଉନ୍ନତି କାମ ହାତକୁ ନେଇଛନ୍ତି ।…

ଦିନ ଦ୍ୱିପହରରେ ରାସ୍ତା ଉପରେ ଯୁବକଙ୍କୁ ହାଣି ବିଭତ୍ସ ହତ୍ୟା । ଭୁବନେଶ୍ୱରର ଆଇନଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ: ଭୁବନେଶ୍ୱରର ବିଚ ରାସ୍ତାରେ ଲୋମହର୍ଷଣକାରୀ ହତ୍ୟା । ଏମିତି ସେମିତି ହତ୍ୟା ନୁହେଁ, ଶହ ଶହ ଲୋକଙ୍କ ସାମ୍ନାରେ ହତ୍ୟାକାଣ୍ଡ ଘଟାଇଲେ ଦୁଇଭାଇ । ଏକ ପିକଅପ ଭ୍ୟାନ ଭିତରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାରଣାସ୍ତ୍ରରେ ଭୁଷି ଚାଲିଥିଲେ ଦୁଇଭାଇ । ଯାହାକୁ ଦେଖି ରାସ୍ତାରେ…

ଏଥର ନନ୍ଦୀଗ୍ରାମରେ ହାଇଭୋଲଟେଜ୍ ଲଢେଇ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ…

କନକ ବ୍ୟୁରୋ: ଆଜି ଭାରତୀୟ ଜନତା ର୍ପାର୍ଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରକାଶ କରିଛି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ୫୭ ଜଣଙ୍କର ନାମ ସ୍ଥାନ ପାଇଛି। ତେବେ ଏ ମଧ୍ୟରେ ବହୁଚର୍ଚ୍ଚିତ ତଥା ସମ୍ମାନଜନକ ନନ୍ଦୀଗ୍ରାମ ବିଧାନସଭା ଆସନ ରହିଛି। ଏଠାରୁ ତୃଣମୂଳ…

କରୋନା ସଂକ୍ରମଣ ନେଇ ୮ଟି ରାଜ୍ୟକୁ କେନ୍ଦ୍ରର ପରାମର୍ଶ । ଓଡିଶାର ୧୦ ଜିଲ୍ଲାକୁ ସଂକ୍ରମଣ ସ୍ଥିତି ନେଇ ସତର୍କ କଲା…

କନକ ବ୍ୟୁରୋ: ୮ଟି ରାଜ୍ୟର ୬୩ଟି ଜିଲ୍ଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ସଂପୃକ୍ତ ଜିଲ୍ଲାଗୁଡିକରେ ଟେଷ୍ଟିଂ, କଂଟାକ୍ଟ ଟ୍ରେସିଂ ଓ ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସଂପୃକ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି । ଓଡିଶାଟି ୧୦ଟି ଜିଲ୍ଲା…

ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମୋହର । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବା ପ୍ରସ୍ତାବ ପାରିତ ।

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ମିଶନ ଶକ୍ତିକୁ ନୂଆ ବିଭାଗର ମାନ୍ୟତା ଦେବା ପ୍ରସ୍ତାବ ପାରିତ । ୧୦ଟି ମେଗା ଗ୍ରାମାଞ୍ଚଳ ପ୍ରକଳ୍ପକୁ ମଞ୍ଜୁରୀ । ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀରେ ହେବ ପ୍ରକଳ୍ପ । ଗଦିଁଆ, ଭୁବନ,…