Daily Archives

February 28, 2021

ନିଜ ଟଙ୍କାରେ ଜମି କିଣି ସରକାରଙ୍କୁ ଦାନ କଲେ ନିମାପଡ଼ାର ଅଙ୍ଗନୱାଡି କର୍ମୀ ମମତା ବେହେରା । ଗାଁରେ ତିଆରି ହେଲା ନୂଆ…

କନକ ବ୍ୟୁରୋ: ନିଜ ଗାଁରେ ଅଙ୍ଗନୱାଡି ଘର କରିବାକୁ ସରକାରଙ୍କୁ ଜମି ଦାନ କଲେ ମମତା । ଆଉ ତାଙ୍କର ଏଭଳି ମହାନ କାମ ପରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ କଂଟାବଣିଆ ଗାଁରେ ଛିଡା ହୋଇଛି ଏକ ସୁନ୍ଦର ଅଙ୍ଗନୱାଡି ଗୃହ । ଯେଉଁଠି ଛୋଟ ଛୋଟ ପିଲାମାନେ ପାଠ ପଢିବା ସହିତ ନିଜ ଭବିଷ୍ୟତ…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୧୬ ବର୍ଷର ପୁଅକୁ ଗ୍ରାସ କରିଛିି ଗଳା କ୍ୟାନସର । କାନ୍ଦି କାନ୍ଦି ସହାୟତା…

କନକ ବ୍ୟୁରୋ: ଯେତେବେଳେ ଗରିବ ପରିବାରରେ ଦୁଃଖ ବସା ବାନ୍ଧେ, ସେତେବେଳେ ଅସହାୟ ହୋଇପଡନ୍ତି ମୀନାଙ୍କ ଭଳି ମାଆ । ଆଖି ସାମ୍ନାରେ ସଂସାର ଉଜୁଡି ଯାଉଥିବା ଦେଖି କେହି ମାଆ କଣ ସହିପାରିବ । ଆଉ ଯଦି ପୁଅ ବା ଝିଅକୁ କ୍ୟାନ୍ସର ଭଳି ରୋଗ ହୁଏ ତେବେ କଥା ସରିଲା । କେବଳ ଭାଗ୍ୟକୁ ଆଦରି ଲୁହ…

ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ତାଙ୍କର ପ୍ରଶିକ୍ଷଣ…

କନକ ବ୍ୟୁରୋ: ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବକମାନଙ୍କୁ ସେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ପ୍ରଂଶସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ରବିବାର ନିଜ ମନ୍ କି ବାତ…

ଭାରତ ସରକାରଙ୍କ ନୂତନ ରେକର୍ଡ, ମାତ୍ର ୧୮ ଘଂଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ । ଲିମକା ବୁକ୍ ଅଫ୍…

କନକ ବ୍ୟୁରୋ : ସଡକ ନିର୍ମାଣକୁ ନେଇ ଭାରତ ସରକାର ଆଉ ଏକ ରେକର୍ଡ ନିଜ ନାମରେ ନାମିତ କରିଛନ୍ତି । ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମାତ୍ର ୧୮ ଘଂଟାରେ ୨୫.୫୪ କିଲୋମିଟର ସିଙ୍ଗଲ ଲେନ୍ ରାଜପଥ ନିର୍ମାଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ…

ଟିକା ପାଇଁ ପଞ୍ଜିକରଣ ଦ୍ୱନ୍ଦ୍ୱ ଦୂର କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । କହିଲେ, କୋ-ୱିନ ଆପରେ ଆବଶ୍ୟକ ତଥ୍ୟ ଦେଇ…

କନକ ବ୍ୟୁରୋ: କାଲିଠୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଟିକାକରଣ କରାଯିବ । ଏହାସହିତ ୨୦ ପ୍ରକାର ରୋଗକୁ ଗାଇଡଲାଇନ୍ରେ ଅନ୍ତର୍ଭୁକ୍ତ…

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ…

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଗସ୍ତରେ ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଙ୍ଗଲ…