Daily Archives

October 27, 2020

୫ ମାସ ପରେ ଆଶ୍ୱସ୍ତି : ସଂକ୍ରମିତଙ୍କ ସଂଖ୍ୟା ୭କୁ ଖସିଲା; କନ୍ଧମାଳବାସୀଙ୍କୁ ଆଗାମୀ ୩ ମାସ ସତର୍କ ଘଣ୍ଟି

କନକ ବ୍ୟୁରୋ : କନ୍ଧମାଳରେ କରୋନା ଗ୍ରାଫ୍ କେତେବେଳେ ଉପର ତ କେତେବେଳେ ତଳ ହୋଇ ଗତି କରୁଛି । ଅଧିକ ସମୟ ଏହା ଉପ‌ରେ ରହିଥିବା ବେଳେ କମ୍ ସମୟ ଏହା ତଳ ମୁହାଁ ହୋଇଛି । ତେବେ, ଦୀର୍ଘ ୫ ମାସ ପରେ କରୋନା ଦେଇଛି ବଡ଼ ଆଶ୍ୱସ୍ତି ।  କନ୍ଧମାଳରେ କମିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ୩…

ବୀମା ବିଜ୍ଞାପନ ପାଇଁ ଆସିବ ନୂଆ ନିୟମ : ଗ୍ରାହକଙ୍କୁ କରିପାରିବେନି ବିଭ୍ରାନ୍ତ

କନକ ବ୍ୟୁରୋ : ବୀମା କଂପାନିଗୁଡ଼ିକ ବିଜ୍ଞାପନରେ ଯେଉଁ ଦାବି କରୁଛନ୍ତି ତାହା ଉପରେ ନିୟାମକ ସଂସ୍ଥା ଆଇଆରଡିଏଆଇ କଡ଼ା ନଜର ରଖିଛି । ବିଜ୍ଞାପନରେ ଦାବିଗୁଡ଼ିକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରିବା ମହଙ୍ଗା ପଡ଼ିବ । ଖୁବଶୀଘ୍ର ଆଇ୍ଅ‌ାର୍‌ଡିଏଆଇ ତରଫରୁ ଏକ ନୂଆ ନିୟମ ଜାରି କରାଯିବ । ବିଶେଷ କରି…

ପୋଲାଣ୍ଡରେ ହରିବଂଶ ରାୟ ବଚ୍ଚନଙ୍କୁ ବଡ ସମ୍ମାନ : ତାଙ୍କ ନାଁରେ ନାମିତ ହେଲା ପୋଲାଣ୍ଡର ଏକ ଛକ, ବ୍ରୋକ୍ଲୋ ସହରର ସିଟି…

କନକ ବ୍ୟୁରୋ : ପୋଲାଣ୍ଡରେ ହରିବଂଶ ରାୟ ବଚ୍ଚନଙ୍କୁ ବଡ ସମ୍ମାନ ମିଳିଛି । ହରିବଂଶ ରାୟ ବଚ୍ଚନଙ୍କ ନାଁରେ ନାମିତ ହେଲା ପୋଲାଣ୍ଡର ଏକ ସ୍କୋୟାର । ବ୍ରୋକ୍ଲୋ ସହରର ସିଟି କାଉନସିଲର ନିଷ୍ପତ୍ତିି ପରେ ଏକ ଛକକୁ ହରିବଂଶ ରାୟ ବଚ୍ଚନଙ୍କ ନାଁ ଅନୁଯାୟୀ ନାମିତ କରାଯାଇଛି । ଏନେଇ ଟ୍ୱିଟ କରି…

୪୮ଘଣ୍ଟାରେ ବିଦାୟ ନେବ ମୌସୁମୀ : ନଭେମ୍ବର ପହିଲାରୁ ପୁଣି ବର୍ଷା

କନକ ବ୍ୟୁରୋ : ଆଜି ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ଆଜି ଅପସରି ଯାଇଛି ମୌସୁମୀ । ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ,…

ସରିଲା ମା’ଙ୍କ ନବ ଦିନାତ୍ମକ ଲୀଳା : ବାହୁଡ଼ିଯିବେ ମହାମାୟୀ, ଆଜି ଦିନରୁ ମେଲାଣି ନେବେ; ଫଟୋରେ ହେଲା ରାବଣ ପୋଡ଼ି

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମା’ଙ୍କ ନବଦିନାତ୍ମକ ଲୀଳା । ଚଣ୍ଡୀ ପୂଜା ଓ ଆହୁତି ପରେ ବିସର୍ଜନ ପର୍ବ ଶେଷ ହୋଇଛି । ବାହୁଡ଼ିଯିବେ ମହାମାୟୀ । ତେଣୁ ମା’ଙ୍କ ଶେଷ ଦର୍ଶନ ପାଇଁ ପୂଜା ମଣ୍ଡପକୁ ଧାଇଁ ଆସିଥିଲେ ଭକ୍ତଗଣ। ମା’ଙ୍କ ଦର୍ଶନ ମିଳୁ ନଥିଲେ ହେଁ ପୂଜା ମଣ୍ଡପ ବାହାରେ…