Daily Archives

September 28, 2020

ଛାକ-ଚୌକାରେ ଦୁଲୁକିଲା ଦୁବାଇ । ସୁପର ଓଭରରେ ଜିତିଲା ଆରସିବି, ଇଶାନ୍ କିଷନ-ପୋଲାର୍ଡଙ୍କ ଦମଦାର ବ୍ୟାଟିଂ ସତ୍ୱେ ବାଜି…

କନକ ବ୍ୟୁରୋ: ଛକା-ଚୌକାରେ ଦୁଲୁକିଲା ଦୁବାଇ ଷ୍ଟାଡିୟମ୍ । ରୋହିତ୍ ପଲଟନ୍ ଉପରେ ଭାରି ପଡ଼ିଲା ବିରାଟ ବାହିନୀ । ହାଇଭୋଲଟେଜ୍ ମ୍ୟାଚର ସୁପର ଓଭରରେ ବାଜି ମାରିନେଲା ରୟାଲ ଚ୍ୟାଲେଞ୍ଜର୍ସ । ବିରାଟ ବାହିନୀ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମ୍ନାରେ ୨୦୨ର ବିଶାଳ ସ୍କୋର ଛିଡ଼ା କରିଥିଲା ।…

କଂଗ୍ରେସ ବିଧାୟକଙ୍କୁ କବଜାକୁ ନେଇ ପାରିନି କରୋନା । ୯ରୁ ୯ ବିଧାୟକଙ୍କ ନମୂନା ନେଗେଟିଭ୍ । କୋଭିଡ୍ ପରୀକ୍ଷାରେ କେହି…

କନକ ବ୍ୟୁରୋ: ରାତି ପାହିଲେ ବିଧାନସଭାର ମୌସୁମୀ ଅଧିବେଶନ । ଆଉ ଅଧିବେଶନ ପୂର୍ବରୁ ବିଧାନସଭାକୁ ଘାରିଛି କରୋନା ଭୟ । ଲଗାତାର ମନ୍ତ୍ରୀ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଘାରିଛି ଭୂତାଣୁ ଭୟ । ବିଜେପି ଓ ବିଜେଡି ମିଶାଇ ମୋଟ ୪୭ ବିଧାୟକ ଏଯାଏଁ କରୋନା ସଂକ୍ରମିତ…

ତାପଙ୍ଗ ବନ୍ଦ ପଛରେ କାହାର ହାତ? ଘୋଷଣା ହେଲା, ଜିଲ୍ଲା ପ୍ରଶାସନ ଜାଣିପାରିଲାନି । ଅଫୁଟା ଡିନାମାଇଟକୁ ନେଇ ଲୋକଙ୍କୁ…

କନକ ବ୍ୟୁରୋ : ଲକଡାଉନରେ ସୋସିଆଲ ମିଡ଼ିଆରୁ ଆବିଷ୍କାର ହୋଇଥିବା ନିଜିଗଡ ତାପଙ୍ଗକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯେତେବେଳେ ତାପଙ୍ଗକୁ ଯିବା ଉପରେ କଟକଣା ଲାଗିବାର ୨୪ ଘଣ୍ଟା ମଧ୍ୟରେ ଉପଜିଲ୍ଲାପାଳ ମୁହଁ ଖୋଲିଛନ୍ତି । କଟକଣା ଲାଗିଲା କିନ୍ତୁ ଜିଲ୍ଲା ପ୍ରଶାସନ ଜାଣିପାରିଲାନି ।…

ଛାତ୍ର ଓ ଯୁବ ସଂଗଠନରେ ଦାୟିତ୍ୱ ଘୋଷଣା ପରେ ତେଜିଲା ଅସନ୍ତୋଷ । ଖୋଲାଖୋଲି ସମାଲୋଚନା କଲେ ପୂର୍ବତନ ସାଧାରଣ ସମ୍ପାଦକ,…

କନକ ବ୍ୟୁରୋ : ବିଜୁ ଛାତ୍ର ଓ ଯୁବ ଜନତା ଦଳରେ ନୂଆ କରି ଦାୟିତ୍ୱ ମିଳିଥିବା ନେତାଙ୍କୁ ନେଇ ଅସନ୍ତୋଷ ତେଜିଛି । ଦଳୀୟ ନିଷ୍ପତିକୁ ଖୋଲାଖୋଲି ବିରୋଧ କରି ଆଜି ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ କଳ୍ପତରୁ ଓଝା । ଏହାପରେ ତାଙ୍କୁ ବହିଷ୍କାର କରାଯାଇଛି । ସେପଟେ…

ଉପନିର୍ବାଚନ ପୂର୍ବରୁ ସରଗରମ ରାଜନୀତି । ମହାନଦୀ ଉପରେ ଦୁଇଟି ବଡ଼ ବଡ଼ ସେତୁର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ସେପଟେ…

କନକ ବ୍ୟୁରୋ : ତିର୍ତ୍ତୋଲ ଅଂଚଳରେ ମହାନଦୀ ଉପରେ ଦୁଇଟି ବଡ଼ ବଡ଼ ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନ ପୂର୍ବରୁ ସରକାରଙ୍କ ସେତୁ ଉପହାରକୁ ସହଜରେ ନେଇ ପାରିନାହାନ୍ତି ବିରୋଧୀ । ସେପଟେ ଶାସକ ଦଳରେ ଏହାକୁ ନେଇ ଉତ୍ସାହ ଖେଳିଯାଇଛି । କେବଳ ସେତିକି…

ଡିଭିଲିୟର୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ । ମୁମ୍ବାଇକୁ ୨୦୨ ରନର ବିଶାଳ ଟାର୍ଗେଟ ଦେଲା ବାଙ୍ଗାଲୋର । 

କନକ ବ୍ୟୁରୋ : ଡିଭିଲିୟର୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୨୦୧ରନର ବିଶାଳ ସ୍କୋର କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫଳରେ ମୁମ୍ବାଇ ଆଗରେ ୨୦୨ ରନର ଟାର୍ଗେଟ ରହିଛି । ଏବେ ମୁମ୍ବାଇର ଦୁଇ ଓପନର ମୈଦାନକୁ ଓହ୍ଲାଇବେ । ଦଳକୁ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍୍ ଖେଳିବାକୁ ହେବ । ଏହି…