Daily Archives

September 28, 2020

୮୦ ଦିନ ପରେ ନୀଳଗିରି ବିଧାୟକ ପୁଣି ସଂକ୍ରମିତ । ଜୁଲାଇ ୬ରେ ଆକ୍ରାନ୍ତ ହୋଇଥିଲେ, ଏବେ ପୁଣି ପଜିଟିଭ । କହିଲେ,…

କନକ ବ୍ୟୁରୋ: ସୁକାନ୍ତ ନାୟକ, ନୀଳଗିରି ବିଧାୟକ । ରାଜ୍ୟର ପ୍ରଥମ ବିଧାୟକ ଭାବେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଜୁଲାଇ ୬ରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ଏହି ଭାଜପା ନେତା । ହେଲେ ବିଧାନସଭା ଆରମ୍ଭର ଠିକ ପୂର୍ବରୁ କରୋନା ଟେଷ୍ଟ ବେଳେ ପୁଣି ଥରେ ସେ ପଜିଟିଭ ଥିବା…

ଶ୍ରୀମନ୍ଦିର ଖୋଲିବା ପାଇଁ ରାଜି ନାହାନ୍ତି ସରକାର । ହାଇକୋର୍ଟରେ କହିଲେ, ଶ୍ରୀମନ୍ଦିର ଗର୍ଭଗୃହ ଛୋଟ, ତେଣୁ ସଂକ୍ରମଣର…

କନକ ବ୍ୟୁରୋ : ରାଜ୍ୟରେ ଏବେ ଖୋଲିବନି ଧର୍ମାନୁଷ୍ଠାନ । ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସରକାର ମନ୍ଦିର ନଖୋଲିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ଆଜି ସରକାର ଜବାବ ରଖି କହିଛନ୍ତି ଯେ, ମନ୍ଦିରର ଗର୍ଭଗୃହ ବହୁତ ଛୋଟ ।…

ଆଜି ଆକ୍ରାନ୍ତଠୁ ସୁସ୍ଥ ଅଧିକ । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୧୪ ଆକ୍ରାନ୍ତ । ୧ ଲକ୍ଷ ୭୭ ହଜାର ୫୮୫ରେ ପହଞ୍ଚିଲା…

କନକ ବ୍ୟୁରୋ : ଆଜି ରାଜ୍ୟରେ ଆକ୍ରାନ୍ତଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଆଜି ୪ ହଜାର ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫ରେ ପହଞ୍ଚିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ…

ରାତି ପାହିଲେ ବିଧାନସଭାର ମୌସୁମୀ ଅଧିବେଶନ । ହେଲେ ବିଧାନସଭାକୁ ଘାରିଲା କରୋନା ଡର । ଆଜି ପୁଣି ୧୨ ବିଧାୟକ ପଜିଟିଭ,…

କନକ ବ୍ୟୁରୋ : ରାତି ପାହିଲେ ବିଧାନସଭାର ମୌସୁମୀ ଅଧିବେଶନ । ହେଲେ ଏହାପୂର୍ବରୁ ଚିନ୍ତା ବଢାଇଛି ବିଧାୟକଙ୍କୁ କରୋନା ଖବର । ଅଧିବେଶନ ପାଇଁ କରାଯାଇଥିବା ଦୁଇ ଦିନିଆ କୋଭିଡ ପରୀକ୍ଷାରେ ୧୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ରହିଛନ୍ତି ୧୪ ଜଣ ବିଧାୟକ । କରୋନା କାଳରେ…

କୃଷି ବିଲ ପାଇଁ ବିଜେଡି କରିବ କମିଟି । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କହିଲେ, ସ୍ୱାମୀନାଥନ କମିଶନଙ୍କ…

କନକ ବ୍ୟୁରୋ : କୃଷି ବିଲ ଅନୁଧ୍ୟାନ ପାଇଁ କମିଟି କରିବ ବିଜେଡି । ଦଳୀୟ ସାଂସଦ, ବିଧାୟକ ଓ ଚାଷୀ ନେତାଙ୍କୁ କମିଟିରେ କରାଯିବ ସାମିଲ । ବିଲରେ ଥିବା ପ୍ରାବଧାନକୁ ଅନୁଧ୍ୟାନ କରିବ ଏହି କମିଟି । ବିଧାୟକ ଦଳ ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବୈଠକରେ ନବୀନ…

ପୁଣି ଭାରତ ବଢାଇଲା ଚୀନର ଚିନ୍ତା । ଭାରତୀୟ ବାୟୁସେନାରେ ଯୋଡି ହେବ ଆଉ ୫ ରାଫେଲ ଯୁଦ୍ଧ ବିମାନ ।

କନକ ବ୍ୟୁରୋ : ଭାରତୀୟ ବାୟୁସେନାରେ ଖୁବ୍ ଶୀଘ୍ର ଯୋଡି ହେବ ଆଉ ୫ ରାଫେଲ ଯୁଦ୍ଧ ବିମାନ । ରାଫେଲ ନିର୍ମାଣକାରୀ କମ୍ପାନୀ ଫ୍ରାନ୍ସର ଡାସଲ୍ଡ ଏଭିଏସନ ଆଉ ୫ ଟି ରାଫେଲ ଯୁଦ୍ଧ ବିମାନ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହି ବିମାନ ଅକ୍ଟୋବର ମାସ ଶେଷ ସୁଦ୍ଧା ଭାରତରେ…