Daily Archives

May 27, 2020

ବିଳମ୍ବିତ ରାତିରୁ ସ୍ନାନନୀତି । ରାତି ୧ଟା ପରେ ଆରମ୍ଭ ହେବ ମହାବାହୁଙ୍କ ପହଣ୍ଡି ଯାତ୍ରା । ଛତିଶାନିଯୋଗ ବୈଠକ ପରେ…

କନକ ବ୍ୟୁରେ: କରୋନା କଟକଣା ଭିତରେ ଖୁସିର ଖବର । ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ । ଜୁନ ୫ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା ନେଇ ଛତିଶାନିଯୋଗରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ରାତି ୧ ଟାରୁ ଭୋର୍ ୪ ଟା ମଧ୍ୟରେ ଅନୁଷ୍ଠିତ ହେବ…

ନବରଙ୍ଗପୁରରେ ଚାଷୀଙ୍କ ସହ ଠକାମୀର ଖେଳ ଖେଳୁଛି କଂପାନୀ । ଧାନରୁଆ ମେସିନ୍ କିଣା ନାଁରେ ମିଶିତା ଏଂଟରପ୍ରାଇଜେସ୍…

କନକ ବ୍ୟୁରୋ: ନବରଙ୍ଗପୁରରେ ଚାଷୀଙ୍କ ସହ ଖେଳୁଛି କଂପାନୀ । ଧାନରୁଆ ମେସିନ୍ ଯୋଗାଇବା ନାଁରେ ବଡ଼ ଠକେଇ । ଚାଷୀ ପାଇଲେନି ମେସିନ୍, କଂପାନୀ ନେଇଗଲା ସବସିଡି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର କିଛି ଉତ୍ସାହୀ ଚାଷୀ ଭାବିଥିଲେ, ଧାନରୁଆ ମେସିନ୍ କିଣିଲେ ଚାଷକାମ ସହଜ ହେବ । ତେଣୁ…

ସତର୍କ ରୁହନ୍ତୁ, କରୋନା ଯାଇନି । କଟକଣା କୋହଳ ପରେ ଲୋକେ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ମାନୁ…

କନକ ବ୍ୟୁରୋ: କରୋନା ଯାଇନି । ଲକଡାଉନ ଉଠିଗଲା ମାନେ ନୁହେଁ ଯେ କରୋନା ଚାଲିଗଲା । ସତର୍କ ରୁହନ୍ତୁ କରୋନା ଯାଇନି । ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦେବା ନେଇ କହିବା ବେଳେ ଆଜି ଏଭଳି କଥା କହିଛନ୍ତି ପୋଲିସ କମିଶନର । ଲକଡାଉନ କୋହଳ ହେବା ପରେ ଲୋକେ ଆଉ କରୋନା ନିୟମ ମାନୁ ନାହାନ୍ତି…

ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୭୯ କରୋନା ଆକ୍ରାନ୍ତ । ଭଦ୍ରକରୁ ସର୍ବାଧିକ ୨୮ ସୁସ୍ଥ । ଆଜି ୭୬ ଆକ୍ରାନ୍ତ…

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୭୯ କରୋନା ଆକ୍ରାନ୍ତ । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୭୯ ଜଣ ଆକ୍ରାନ୍ତ । ଭଦ୍ରକ ଜିଲ୍ଲାରୁ ସର୍ବାଧିକ ୨୮ ଜଣ ସୁସ୍ଥ ଥିବା ବେଳେ । ଗଞ୍ଜାମ- ୧୧, ଯାଜପୁର- ୫, ବାଲେଶ୍ୱର- ୧୭, କଟକ- ୪, କେନ୍ଦୁଝର- ୩, ଖୋର୍ଦ୍ଧା-୨, ବଲାଙ୍ଗୀର- ୨…

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ଘରୋଇ ବସ । ପୂର୍ବ ନିର୍ଦ୍ଧାରିତ ଭଡା ଅନୁଯାୟୀ ଯାତ୍ରୀ ମାନେ ଦେବେ ଭଡା । ସିଟ ସଂଖ୍ୟା…

କନକ ବ୍ୟୁରୋ: ବିମାନ ଉଡିଲା, ଟ୍ରେନ ଗଡିଲା, ହେଲେ କେବେ ଚାଲିବ ବସ, ତାକୁ ନେଇ ଚୂଡାନ୍ତ ନିଷ୍ପତି ହୋଇପାରୁ ନାହିଁ । ଆଜି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି, ସରକାର ଚାହୁଁଛନ୍ତି, ଖୁବ ଶୀଘ୍ର ବସ ଚାଲିବା ଆରମ୍ଭ ହେଉ । ସେ କହିଛନ୍ତି ଘରୋଇ ବସ ମାଲିକ ସଂଘର ଦାବି ଉପରେ ଗତକାଲି ଆଲୋଚନା…

କର୍ଫ୍ୟୁ ବେଳେ ଦୋକାନ ଖୋଲାଇ ଶାଢୀ କିଣି ହଟହଟା ହେଲେ ବନ୍ତ ତହସିଲଦାର: ସଂଧ୍ୟା ୭ଟା ପରେ ଅଗରପଡା ବଜାରରେ କିଣୁଥିଲେ…

କନକ ବ୍ୟୁରୋ: କର୍ଫ୍ୟୁ କଟକଣା ସମୟରେ ଶାଢୀ କିଣାକୁ ନେଇ ଚର୍ଚାରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାର । ସଂଧ୍ୟା ୭ଟା ପରେ ଯେତେବେଳେ ବଜାର ବନ୍ଦ ହୋଇ ଯାଇଥିଲା ଲୁଗା ଦୋକାନ ଖୋଲାଇ ଶାଢୀ କିଣୁଥିଲେ ତହସିଲଦାର । କିଛି ଶାଢୀକୁ ପସନ୍ଦ ବି କରୁଥିଲେ । ଏତିକି ବେଳେ ତାଙ୍କୁ ଘେରିଥିଲେ ସ୍ଥାନୀୟ…