Daily Archives

May 27, 2020

ନିଆଁ ଆଁରେ ପୂରା ଜଙ୍ଗଲ: ସପ୍ତାହେ ହେଲା ଜଳୁଛି ଉତ୍ତରାଖଣ୍ଡରେ ଜଙ୍ଗଲ…ପ୍ରଚଣ୍ଡ ଖରାରେ ଜଳିଉଠିଲା ବୃହତକାୟ…

କନକ ବ୍ୟୁରୋ: ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ପ୍ରାୟ ଗୋଟିଏ ସପ୍ତାହରୁ ଅଧିକ ଦିନ ହେଲା ଉତରାଖଣ୍ଡରେ ଜଳୁଛି ଜଙ୍ଗଲ । ତେବେ ରାଜ୍ୟର ତାପାମାତ୍ରା ବୃଦ୍ଧି ସହ ଜଙ୍ଗଲରେ ଲାଗିଛି ନିଆଁ । ପୌଢୀ ଓ ଗଢବାଲ ଇଲାକାରେ ଥିବା ବୃହତକାୟ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଫଳରେ ପାଖାପାଖି ୧୨ଶହ…

ଆରମ୍ଭ ହେବ ପୁରୀ ଓ ଲିଙ୍ଗରାଜ ମନ୍ଦିର ଉନ୍ନତି କାମ: ଆସନ୍ତା ୨୯ରୁ ନିର୍ମାଣ କାମ ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଆରମ୍ଭ ହେବ ପୁରୀ ଓ ଲିଙ୍ଗରାଜ ମନ୍ଦିର ଉନ୍ନତି କାମ ର ଆସନ୍ତା ୨୯ରୁ ନିର୍ମାଣ କାମ ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଅଲୋଚନା ପରେ ପୂର୍ବଭଳି ନିର୍ମାଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ…

କଟକ ସିଟି ହସ୍ପିଟାଲରେ ଡାକ୍ତରଙ୍କ ଠାରେ କରୋନା ଚିହ୍ନଟ ପରେ ପ୍ରଶାସନର ପଦକ୍ଷେପ: ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା…

କନକ ବ୍ୟୁରୋ: କଟକ ସିଟି ହସ୍ପିଟାଲରେ ଡାକ୍ତରଙ୍କ ଠାରେ କରୋନା ଚିହ୍ନଟ ପରେ ପ୍ରଶାସନର ପଦକ୍ଷେପ । ଡାକ୍ତରଙ୍କ ସଂଶସ୍ପର୍ସରେ ଆସିଥିବା ସମସ୍ତ ଡାକ୍ତର ଓ ରୋଗୀଙ୍କର ହେବ କରୋନା ଟେଷ୍ଟ । ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ଡାକ୍ତର ଜଣକ ଯାଇଥିବା ସମସ୍ତ ଜାଗା ଚିହ୍ନଟ ସରିଛି । ସବୁ…

ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ବୈଠକ: ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର…

କନକ ବ୍ୟୁରୋ: ଓଡିଶାରେ ସମ୍ଭାବ୍ୟ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ ପଙ୍ଗୁପାଳ…

ମାଲକାନଗିରିରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଛତିଶଗଡରେ କମ୍ପନ: ସୁକୁମାକୁ ଲାଗିଥିବା ସବୁ ରାସ୍ତା ସିଲ୍, ଗାଡି ମଟର…

କନକ ବ୍ୟୁରୋ: ମାଲକାନଗିରିରେ କରୋନା ଆଉ ଛତିଶଗଡରେ କମ୍ପନ । ମାଲକାନଗିରି ଜିଲ୍ଲାରେ ୧୯ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଡୋଶୀ ଛତିଶଗଡ ସୁକୁମା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓଡିଶା ଛତିଶଗଡ ସୀମାକୁ ପୁରା ସିଲ୍ କରାଯାଇଛି । ସୀମାନ୍ତ ଝାପରା ଓ ପଡିଆ ସୀମାରେ ସଶସ୍ତ୍ର…

ଉପରେ ପରିବା ଭିତରେ ମଦ! ଯାଜପୁରରୁ ପରିବା ମାର୍କେଟରୁ ଜବତ ହେଲା ପେଟି ପେଟି ମଦ: ପଶ୍ଚିମବଙ୍ଗରୁ ଆସୁଥିଲା ଯାଜପୁର

କନକ ବ୍ୟୁରୋ: ଉପରେ ପରିବା ଭିତରେ ମଦ । ପଶ୍ଚିମବଙ୍ଗରୁ ପରିବା ଭିତରେ ଆସୁଛି ମଦ । ଯାଜପୁର ପରିବା ମାର୍କେଟରୁ ବିପୁଳ ପରିମାଣର ମଦ ଜବତ ହେବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯାଜପୁରକୁ ପ୍ରତ୍ୟେକଦିନ କୋଲକାତାରୁ ପନିପରିବା ଆସିଥାଏ । ଯାଜପୁର ମଧ୍ୟକୁ ଆଜି ସକାଳୁ ଏକ ପିକଅପ ଭ୍ୟାନରୁ…