Daily Archives

May 25, 2020

ଘଞ୍ଚ ଜଙ୍ଗଲରେ ଘଟିଥିଲା ମୃତ୍ୟୁର ତାଣ୍ଡବ । ମାର୍ଚ୍ଚ ୨୧ ମାଓ ହମଲାର ଭିଡିଓ ଜାରି କଲେ ମାଓବାଦୀ । ମାଲକାନଗିରି…

କନକ ବ୍ୟୁରୋ: ମାଓବାଦୀ ସଂଗଠନ ଜାରି କଲା ମିନାପା ଜଙ୍ଗଲର ଏନକାଉଁଟର ଭିଡିଓ । ମାର୍ଚ୍ଚ ୨୧ ତାରିଖରେ ଛତିଶଗଡକ ସୁକମା ଜିଲ୍ଲାର ବୁର୍କାପାଲ ଥାନା ଅଂଚଳର ମିନପା ଜଙ୍ଗଲରେ ମୁହାଁ ମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ । ସେହି ମିନପା ଆମ୍ବୁସ ଘଟଣାର ଭିଡିଓ ଉତୋଳନ କରି ଡକ୍ୟୁମେଂଟାରୀ ଜାରି…

ଓଡ଼ିଶା ପାଇଁ ଭଲ ଖବର: କରୋନାରୁ ଏକାଥରେ ସୁସ୍ଥ ହେଲେ ୯୯ ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବୃଦ୍ଧି ପାଉଛି ସୁସ୍ଥଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ ଏକାଥରେ ସୁସ୍ଥ ହୋଇଛନ୍ତି ୯୯ ଆକ୍ରାନ୍ତ । ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦,…

ଅହିରାଜକୁ ଗାଧୋଇ ଦେଉଛନ୍ତି ଯୁବକ ! ହାତରେ ବାଲଟି ଧରି ଆରାମରେ ଢାଳୁଛନ୍ତି ପାଣି, ଦେଖନ୍ତୁ ଭିଡିଓ

କନକ ବ୍ୟୁରୋ: ଖରାଦିନେ କାହାକୁ ବି ଥଣ୍ଡା ପାଣିରେ ଗାଧୋଇବାକୁ ଭଲ ନଲାଗେ । ହେଲେ ଆମେ ଆପଣଙ୍କୁ ଯେଉଁ ଗାଧୋଇବା ଦୃଶ୍ୟ ଦେଖାଇବୁ ଦେଖିଲେ ଆପଣଙ୍କର ରୋମ ଟାଙ୍କୁରୀ ଉଠିବ । ଏ ଗାଧୋଇବା କୌଣସି ସାଧାରଣ ମଣିଷର ନୁହଁ । ଏ ହେଉଛି କିଙ୍ଗ କୋବ୍ରା ବା ଅହିରାଜଙ୍କର । ଏଭିଡିଓଟିକୁ ଆଇଏଫଏସ…

ସାବଧାନ୍ ! ମାତିଛନ୍ତି ସାଇବର ଠକ…ଅନଲାଇନରେ ମଦ ବିକ୍ରି ନାଁରେ ବଡ ଠକେଇ; ମଦ ଦେବାକୁ କହି ଆକାଉଂଟରୁ ଲୁଟିନେଲେ…

କନକ ବ୍ୟୁରୋ: ଅନଲାଇନରେ ମଦ ଦେବାକୁ କହି ଲକ୍ଷେ ୩୭ ହଜାର ନେଇଗଲେ ଠକ । ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ । ଫେସବୁକରେ ଏଭଳି ଏକ ବିଜ୍ଞାପନର ମୋହରେ ପଡି ଜଣେ ବ୍ୟକ୍ତି ଲକ୍ଷେ ୩୬ ହଜାର ୫ ଶହ ଟଙ୍କା ଠକେଇର ଶୀକାର ହୋଇଛନ୍ତି । ଅନଲାଇନରେ ମଦ ମଗାଇବାକୁ ଯାଇ ପ୍ରଥମେ ୪ ଶହ ଟଙ୍କାର ମଦ…

ସ୍ନାନଯାତ୍ରାର ପହଁଣ୍ଡି ବେଳେ କମିବ ସେବାୟତ ସଂଖ୍ୟା: ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଁଣ୍ଡିରେ ରହିବେ ୧୫୦ ସେବାୟତ;…

କନକ ବ୍ୟୁରୋ: ସ୍ନାନଯାତ୍ରାରେ ପହଣ୍ଡିବେଳେ ଦଇତାପତି ସେବକଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଚତୁର୍ଧାମୂର୍ତ୍ତିଙ୍କ ପହଣ୍ଡିରେ ରହିବେ ୧୫୦ ଜଣ ଦଇତା । ଜଗନ୍ନାଥଙ୍କ ପାଇଁ ୬୦ଜଣ, ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଜଣ ଦଇତାପତି ରହିବେ ।…

ଆଶାକର୍ମୀ-ଶିକ୍ଷକଙ୍କୁ କରୋନା: ଦେବଗଡରେ ଆଶାକର୍ମୀ ଓ ଶିକ୍ଷକଙ୍କ ନମୁନାରେ ବାହାରିଲା କୋଭିଡ-୧୯ ଭୁତାଣୁ; ତିଲେଇବଣି…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ କରୋନା । ଆଶାକର୍ମୀ, ଶିକ୍ଷକଙ୍କୁ କରୋନା । ଦେବଗଡରେ ଆଶାକର୍ମୀ ଓ ଶିକ୍ଷକଙ୍କ ନମୁନାରେ ବାହାରିଲା କୋଭିଡ-୧୯ ଭୁତାଣୁ। ତେବେ ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକ ସୋଢ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିଲେ ଏମାନେ । ଆଶାକର୍ମୀ ଓ ଶିକ୍ଷକଙ୍କୁ ଦେବଗଡ କୋଭିଡ…