Daily Archives

May 25, 2020

ଭୁବନେଶ୍ୱର ଓ କଟକରେ ଖୁଲମଖୁଲା ଚାଲିଛି ମଦ ବେପାର: ଅନଲାଇନ ବିକ୍ରି ପାଇଁ ଖୋଲିବାବେଳେ କାଉଣ୍ଟର ଆଗରେ ଲୋକଙ୍କ ଭିଡ;…

କନକ ବ୍ୟୁରୋ: ରାଜଧାନୀରେ ଖୁଲମଖୁଲା ଚାଲିଛି ଅଫ୍ ଲାଇନ ମଦ ବିକ୍ରି । ସରକାର ଅନଲାଇନରେ ମଦ ବିକ୍ରି ନିୟମର ଖୋଲା ଉଲଂଘନ କରାଯାଉଛି । ଆଜି ମଦ ବିକ୍ରିର ଏପରି କିଛି ଚିତ୍ର ନଜର ଆସିଥିଲା । ରାଜଧାନୀର ଚନ୍ଦ୍ରଶେଖରପୁର ଅଂଚଳରେ କାଉଁଟର ଖୋଲିବା ଆଗରୁ ଲାଗି ରହିଥିଲା ଶହ ଶହ ଲୋକଙ୍କ ଗହଳି ।…

କେବେ ସରିବ ଶ୍ରମିକଙ୍କ ଦୁଃଖ? ଟ୍ରକରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଶ୍ରମିକ: ସେପଟେ ଘରକୁ ଫେରୁଥିବାବେଳେ…

କନକ ବ୍ୟୁରୋ: ଘରକୁ ଫେରୁଥିବାବେଳେ ପ୍ରବାସୀ ଶ୍ରମିକ ଘଟାଇଛନ୍ତି ଚେନ୍ ପୁଲିଂ ଘଟଣା । କଂଟାବାଂଞ୍ଜିରେ ଟ୍ରେନର ଚେନପୁଲିଂ କରି ବାଟରେ ଖସିଯିବାକୁ ଉଦ୍ୟମ କରିଥିଲେ ପ୍ରାୟ ୩୦୫ ଜଣ । ତେବେ ସେମାନଙ୍କ ମଧ୍ୟରୁ ଖସିଗଲେ ୫୦ ଜଣ । ସୁରଟରୁ ନିର୍ଗୁଣ୍ଡି ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ…

ରାଜ୍ୟ ସରକାରଙ୍କ ନିୟମ ପରେ ବି ଗଡିଲାନି ଘରୋଇ ବସ୍: ପରିବହନ ମନ୍ତ୍ରୀ କହିଲେ ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ନିୟମ ପରେ ବି ଗଡିଲାନି ଘରୋଇ ବସ୍ । ରୋଡ୍ ଟାକ୍ସ ଛାଡ ଓ ଅନ୍ୟ ଦାବିରେ ଅଟଳ ରହିଛନ୍ତି ଘରୋଇ ବସ୍ ମାଲିକ ସଂଘ । ସରକାରଙ୍କ ନିଷ୍ପତି ପରେ ରାଜ୍ୟରେ ବିଭିନ୍ନ ସିଟି ବସ୍ ଓ ଅଟୋ ରିକ୍ସା ସ୍ୱାଭାବିକ ହୋଇଥିବା ବେଳେ ଆଜି କିନ୍ତ ୁଘରୋଇ ବସ୍ ଗଡିନାହିଁ । ତେବେ…

ପୁଣି ଶିଶୁକୁ ଅମାନୁଷିକ ଅତ୍ୟାଚାର: ୩ ବର୍ଷର କୁନିଝିଅକୁ ପ୍ରବଳ ମାଡ ମାରିବା ସହ ଚେଙ୍କ ଦେଲା ଜନ୍ମକଲା ମାଆ; ଦ୍ୱିତୀୟ…

କନକ ବ୍ୟୁରୋ: ସିଡିଏ ଅଂଚଳରେ ପୁଣି ଜଣେ ଶିଶୁକୁ ଅମାନୁଷିକ ଅତ୍ୟାଚାର । ଜନ୍ମକଲା ମାଆ ୩ ବର୍ଷର ଶିଶୁକନ୍ୟାକୁ ପ୍ରବଳ ମାଡ ମାରିବା ସହ ପାଦକୁ ଚେଙ୍କ ଦେବାଭଳି ଅଭାବନୀୟ କାର୍ଯ୍ୟ କରିଛନ୍ତିି । କଟକ କାଠଯୋଡି ଅଂଚଳରେ ଘଟିଛି ଏଭଳି ଘଟଣା । ନିଜର ଦ୍ୱିତୀୟ ସ୍ୱାମୀ ସହ ମିଶି ଶିଶୁକନ୍ୟାକୁ…

ମଦ ଦୋକାନା ଆଗରେ ନାହିଁନଥିବା ଭିଡ଼ । ରାଜଧାନୀରେ ଖୁଲମଖୁଲା ଚାଲିଛି ଅଫଲାଇନ ମଦ ବିକ୍ରି । କ୍ୟାମେରା ଦେଖି କାଉଣ୍ଟର…

କନକ ବ୍ୟୁରୋ : ରାଜଧାନୀରେ ଖୁଲମଖୁଲା ଚାଲିଛି ଅଫଲାଇନ ମଦ ବିକ୍ରି । ସରକାର ଗତ କାଲି ଠାରୁ ଅନଲାଇନରେ ମଦ ବିକ୍ରି ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଖୋଲା ଉଲଂଘନ କରାଯାଇଛି । ଆଜି ଭୁବନେଶ୍ୱରର ମଦ କାଉଁଟର ଗୁଡିକରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଅନଲାଇନ ପାଇଁ ମଦ…

ରାଜ୍ୟରେ ଆଉ ୧୦୩ ନୂଆ ପଜିଟିଭ: ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ; ଏମାନଙ୍କ ମଧ୍ୟରୁ କ୍ୱାରେଂଟିନରେ ଥିଲେ…

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୧୦୩ କରୋନା ସଂକ୍ରମିତ ଚିହ୍ନଟ । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଶହ ୩୮ରେ ପହଂଚିଛି । ସେହିଭଳି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ରେ ସ୍ଥିର ରହିଛି ।…