Daily Archives

May 5, 2020

ପ୍ରବାସୀ ଅମାନିଆଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡା ଚେତାବନୀ: ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ୧୪ଦିନ ସଙ୍ଗରୋଧରେ…

କନକ ବ୍ୟୁରୋ: ପ୍ରବାସୀ ଅମାନିଆଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ । ସଙ୍ଗରୋଧରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଆସୁଥିବା ପ୍ରବାସୀ ସମସ୍ତେ ୧୪ ଦିନ ପୃଥକବାସରେ ରହିବା ବାଧ୍ୟତାମୂଳକ । ଯାହାର ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କ ସ୍ୱାବ…

କେବେ ଆସିନପାରେ କରୋନା ଭ୍ୟାକ୍ସିନ୍? ମତ ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କରୋନା ଭୂତାଣୁ ଗବେଷଣା ମୁଖ୍ୟ ଡକ୍ଟର…

କନକ ବ୍ୟୁରୋ: କରୋନୂ ଭୂତାଣୁ ମୁକାବିଲା ପାଇଁ ଭାକସିନ୍ କୁ ସାରା ବିଶ୍ୱ ଅପେକ୍ଷା କରି ରହିଛି । ଏପରି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - ଡବ୍ଲୁଏଚଓ ର କରୋନା ଭୂତାଣୁ ଗବେଷଣା ମୁଖ୍ୟ ଡକ୍ଟର ଡେଭିଡ୍ ନାବାରେ କହିଛନ୍ତି କରୋନା ଭୂତାଣୁ ମୁକାବିଲା ପାଇଁ କେବେ ବି ଆସିନପାରେ କୋଭିଡ୍ ୧୯…

ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସର ବାରମ୍ବାର ଦୁର୍ଘଟଣା ନେଇ ଚାଲିଛି ତର୍ଜମା: ଟ୍ରେନରେ ଆସିବା ପାଇଁ ଉଦ୍ୟମ…

କନକ ବ୍ୟୁରୋ: ପ୍ରବାସୀଙ୍କୁ ନେଇ ଆସୁଥିବା ବସଗୁଡିକରେ ବାରମ୍ବାର ଦୁର୍ଘଟଣାର କାରଣ ବିଷୟରେ ତର୍ଜମା ଚାଲିଛି । ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ପ୍ରବାସୀଙ୍କୁ ନେଇ ଆସୁଥିବା ଗାଡିତୁ ଚେକ ପଂଏଟରେ ସତର୍କ ଓ ସଚେତନ କରାଯିବ । ବେପରୁଆ ଗାଡି ଚାଳକଙ୍କ ଉପରେ…

ଏବେ ଖୋଲିବନି ମଦ ଦୋକାନ : ଖୁବଶୀଘ୍ର ଅବକାରୀ ବିଭାଗ ପକ୍ଷରୁ ଜାରି ହେବ ନିର୍ଦ୍ଦେଶନାମା, ଦିନେ ଦୁଇ ଦିନ ଭିତରେ…

କନକ ବ୍ୟୁରୋ : ରାଜ୍ୟରେ ଏବେ ଖୋଲିବ ନାହିଁ ମଦ ଦୋକାନ । କୌଣସି ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ । ବାହା ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଖୁବ ଶୀଘ୍ର ଅବକାରୀ ବିଭାଗର ନିର୍ଦ୍ଦେଶନାମା ଜାରି ହେବ । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଏନେଇ…

ଭାରତରେ ‘ଆଫ୍ରିକାନ ସ୍ୱାଇନ ଫ୍ଲୁ’ ଆତଙ୍କ: ଆସାମରେ ୨୮ ଶହରୁ ଅଧିକ ଘୁଷୁରି ମୃତ; ଜାଣନ୍ତୁ କରୋନା ସହ କଣ ରହିଛି ଏହି…

କନକ ବ୍ୟୁରୋ: କରୋନା ମହାମାରୀ ସହ ଲଢେଇ କରୁଛି ସାରା ବିଶ୍ୱ । ଦିନକୁ ଦିନ କରୋନାର ପ୍ରକୋପ ଅତି ଭୟଙ୍କର ହେଉଥିବା ବେଳେ ଏହାକୁ ରୋକିବା ବର୍ତ୍ତମାନ ସମସ୍ତଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଆଉ ଏହାରି ଭିତରେ ଦେଶରେ ଆଉ ଏକ ଘାତକ ଭୁତାଣୁ ତଥା ଆଫ୍ରିକାନ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ…

ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ଗଡିବନି ଘରୋଇ ବସ : ପୂର୍ବ ଜିଦରେ ଅଟଳ ରହିଲା ରାଜ୍ୟ ବସ ମାଲିକ ସଂଘ,ଗ୍ରୀନ…

କନକ ବ୍ୟୁରୋ : ରାଜ୍ୟରେ ଗଡ଼ିବନି ବସ୍ । ବସ୍ ମାଲିକ ସଂଘ ବନାମ୍ ସରକାର ।  ଗ୍ରୀନ ଜୋନରେ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ପୂର୍ବ ଜିଦରେ ଅଟଳ ରହିଲେ ଘରୋଇ ବସ୍ ମାଲିକ ସଂଘ । ୫୦ ପ୍ରତିଶତ ଯାତ୍ରୀରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏହି ସର୍ତ୍ତରେ ରାଜି ହେଉ…