Daily Archives

May 5, 2020

ଆସିଲା ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ: ପୁରୁଣା ସଂକ୍ରମିତଙ୍କ ପଡୋଶୀ ଥିଲେ ନାଲା ରୋଡର ଆକ୍ରାନ୍ତ; ବାହାରେ କ୍ରିକେଟ୍…

କନକ ବ୍ୟୁରୋ: ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । କେସ୍ ନଂ ୧୬୦, ୧୬୧, ୧୬୨ ଓ ୧୬୩ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ବେଳେ ୨ଜଣ ପୁରୁଷ ରହିଛନ୍ତି । ଦୁଇଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ ଝାରସୁଗୁଡ଼ା…

ଯାଜପୁରର କଣ୍ଟେନମେଣ୍ଟ ଜୋନ ଉପରେ କଡା ନଜର : ପ୍ରବେଶ ପଥ ସିଲ କରି ଯାଂଚ କରୁଛି ପୁଲିସ, ଅନ୍ତଃଜିଲ୍ଲା ସୀମାରେ ବି…

କନକ ବ୍ୟୁରୋ : ଯାଜପୁରରେ ସୋମବାର ଆଉ ୪ ଟି କରୋନା ପଜିଟିଭି ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ । ଏରବାଙ୍କ ପଂଚାୟତର ୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏରବାଙ୍କ, ଇନ୍ଦାରୋଇ ଓ ରଘୁନାଥପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହାପରେ ପୁଲିସ ପ୍ରଶାସନ…

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଚିହ୍ନଟ ଗଞ୍ଜାମ ଆକ୍ରାନ୍ତ ୧୮ ବର୍ଷୀୟ ଯୁବକ, ସୁରତ ଫେରନ୍ତା;…

କନକ ବ୍ୟୁରୋ: ଆଜି ରାଜ୍ୟରେ ଯେଉଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାଙ୍କ ସଂପର୍କରେ ତଥ୍ୟ ଦେଲେ ରାଜ୍ୟ ସରକାର।  ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏବଂ ତାଙ୍କର ବୟସ ୧୮ ବର୍ଷ। ସେ ଜଣେ ସୁରତ ଫେରନ୍ତା ଯୁବକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଓଡିଶାରେ ବାତ୍ୟା ନେଇ ପାଣିପାଗ ବିଭାଗର ସୂଚନା: ୩ଦିନ ତଳେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ସେହି ଅଞ୍ଚଳରେ ସ୍ଥିର ରହିଛି;…

କନକ ବ୍ୟୁରୋ: ବାତ୍ୟା ସମ୍ପର୍କରେ ଅଧିକ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ କନକନ୍ୟୁଜକୁ ସୂଚନା ଦେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର କହିଛନ୍ତି ଏବେ ଓଡିଶାକୁ ନାହିଁ ବାତ୍ୟା ଭୟ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ…

କରୋନା ଯୁଦ୍ଧରେ ଟଳିପଡିଲେ ଅଙ୍ଗନୱାଡି କର୍ମୀ । ତାଲାବନ୍ଦରେ ଘର ଘର ବୁଲି ଖାଦ୍ୟ ବାଂଟୁଥିବା ବେଳେ ତଳେ ପଡି ଚାଲିଗଲା…

କନକ ବ୍ୟୁରୋ: କରୋନା ଯୁଦ୍ଧରେ ଟଳିପଡିଲେ ଅଙ୍ଗନୱାଡି କର୍ମୀ । କେନ୍ଦୁଝର ଜିଲ୍ଲାରେ ଘଟିଛି ଏହି ଅଘଟଣ । ବିଲେଇପଦା ଶ୍ରୀଧରପୁର ଗାଁର ଅଙ୍ଗନୱାଡି କର୍ମୀ ରୁକ୍ମଣୀ ମହାନ୍ତ ଓ ସହାୟିକାଙ୍କ ସହ ତାଲାବନ୍ଦ ସମୟରେ ଘର ଘର ବୁଲି ଖାଦ୍ୟ ବାଂଟୁଥିବା । ତେବେ ଖାଦ୍ୟ ବାଂଟିବା ବେଳେ ମୁଣ୍ଡ…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୬୮କୁ ବୃଦ୍ଧି । ସଂକ୍ରମିତଙ୍କ ସଂଖ୍ୟା ୪୬,୦୦୦ ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ତାଲିକା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୩୯୦୦ରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମଗ୍ର ଦେଶରେ ୪୬,୪୩୩ ଜଣ କରୋନା ଭାଇରସ୍ ଦ୍ୱାରା…