Daily Archives

May 2, 2020

ତାଲାବନ୍ଦ ସମୟରେ ଆପଣ ନେଉଛନ୍ତି ସ୍ୱଚ୍ଛ ବାୟୁ । କରୋନା କଟକଣା କମାଇ ଦେଇଛି ବାୟୂ ପ୍ରଦୂଷଣର ମାତ୍ରା । ରାଜ୍ୟ…

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା କମିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସୂଚନା ଦେଇଛି । ରାଜ୍ୟର ୧୪ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା କମିଛି । ବାୟୁ ପ୍ରଦୂଷଣର ସୂଚକାଙ୍କ ଅନୁସାରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ପ୍ରଦୂଷଣର ମାତ୍ରା ୬୦…

ଓଡିଶା ଆସୁଛି ଆଉ ୩ଟି ଟ୍ରେନ । ପ୍ରବାସୀ ଓଡିଆଙ୍କୁ ନେଇ ଆଜି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ ଆଉ ୩ଟି ସ୍ୱତନ୍ତ୍ର…

କନକ ବ୍ୟୁରୋ: ଗତକାଲି ଓଡିଶାର ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ‘ଶ୍ରମିକ’ ଟ୍ରେନ୍ କେରଳରୁ ଆସିବା ପରେ ଆଜି ଆଉ ତିନିଟି ଟ୍ରେନ୍ ଓଡ଼ିଶାବାସୀଙ୍କୁ ନେଇ କେରଳ ଏବଂ ଗୁଜୁରାଟରୁ ଯାତ୍ରା ଆରମ୍ଭ କରିବ ବୋଲି ଜଣାପଡିଛି । ଗୁଜୁରାଟର ସୁରତରୁ ଦୁଇଟି ଟ୍ରେନ୍ ଆସି ବ୍ରହ୍ମପୁର ରେଳ…

ରାଜଧାନୀରେ ଗାଡି ଡ୍ରାଇଭରଙ୍କୁ ଘରୁ ତଡିଦେଲେ ମାଲିକ: ଛଅମାସର ଗର୍ଭବତୀ ସ୍ତ୍ରୀକୁ ନେଇ ଥାନାରେ ଫେରାଦ ହେଲେ ଡ୍ରାଇଭର

କନକ ବ୍ୟୁରୋ: ଲକଡାଉନର କଠିନ ପରିସ୍ଥିତିରେ କାହାକୁ ଚାକିରିରୁ ଛଟେଇ ନକରିବା ପାଇଁ କିମ୍ବା ଘର ମାଲିକ ଘରୁ ବାହାର ନକରିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି ସରକାର । ହେଲେ ସରକାରଙ୍କ ଏହି ଅନୁରୋଧକୁ ବେଖାତିର କରି ମଣିଷ ପଣିଆକୁ କିଭଳି ମାଟିରେ ମିଶାଇ ଦିଆଯାଇଛି, ତାର ଚିତ୍ର ଆପଣଙ୍କ…

ଯାଜପୁରରେ ଆଉ ୨ କରୋନା ପଜିଟିଭ: ଆଜି ମୋଟ ୭ ଜଣ ସଂକ୍ରମିତ ଚିହ୍ନଟ; କଲିକତାରୁ ଫେରିଛନ୍ତି ବରୀ ଅଂଚଳର ଆକ୍ରାନ୍ତ;…

କନକ ବ୍ୟୁରୋ: ରାଜ୍ୟରେ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବଂ ବର୍ତ୍ତମାନ ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ବରୀ ଅଂଚଳର । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ଯାଜପୁରରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ଜୁଲାଇ ୧ ରୁ ଖୋଲିବ ଇଂଜିନିୟରିଂ କଲେଜ: ଅଗଷ୍ଟ ୧ରୁ ଆରମ୍ଭ ହେବ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପଠାପଢା; ଏଆଇସିଟିଇ…

କନକ ବ୍ୟୁରୋ: ଜୁଲାଇ ୧ ତାରିଖରୁ ରାଜ୍ୟରେ ଖୋଲିବ ଇଂଜିନିୟରିଂ ଓ ପ୍ରଫେସନାଲ ଏଜୁକେଶନାଲ କଲେଜ । ସେହିପରି ଅଗଷ୍ଟ ୧ରୁ ଆରମ୍ଭ ହେବ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପଠାପଢା । ଏନେଇ ଅଲଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେଶନ ବିଜ୍ଞପ୍ତି ପ୍ରକାଶ କରିଛି । ଏହା ସହ ସବୁ ବୈଷୟିକ…

ପ୍ରବାସୀଙ୍କୁ ନେଇ ଓଡିଶା ଆସୁଛି ୩ଟି ଟ୍ରେନ୍: ଆଜି ଅପରାହ୍ନ ୪ଟା ଓ ରାତି ୧୦ଟାରେ ସୁରଟରୁ ବ୍ରହ୍ମପୁର ଅଭିମୁଖେ…

କନକ ବ୍ୟୁରୋ: ପ୍ରବାସୀ ଓଡିଆଙ୍କୁ ଧରି ଆଜି ପୁଣି ଗଡିବ ୩ଟି ସ୍ୱତନ୍ତ୍ର ଟ୍ରେନ । ଗୁଜୁରାଟର ସୁରତ ଓ କେରଳର ଏର୍ଣ୍ଣାକୁଲମରୁ ଆଜି ରାତି ସୁଦ୍ଧା ଏହି ଟ୍ରେନ ବାହାରିବ । ସୁରତରୁ ଅପରାହ୍ଣ ୪ଟା ଓ ରାତି ୧୦ଟାରେ ବ୍ରହ୍ମପୁର ଅଭିମୁଖେ ୨ଟି ଟ୍ରେନ ବାହାରିବ । ସେହିଭଳି ଏର୍ଣ୍ଣାକୁଲମରୁ ସଂଧ୍ୟା…