Daily Archives

May 2, 2020

ପୁଣି ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଲା : ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ମେ ୧୭ ଯାଏଁ ବଢିବା ପରେ ରଥଯାତ୍ରାକୁ…

କନକ ବ୍ୟୁରୋ : କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ । ପ୍ରତିଦିନ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ଡେଇଁଲାଣି । କରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି କେନ୍ଦ୍ର ସରକାର…

ଶ୍ରମିକଙ୍କ ପାଇଁ ପ୍ରସ୍ତୁତି, ପର୍ଯ୍ୟାପ୍ତ ନୁହେଁ କହିଲେ କ୍ରୀଡାମନ୍ତ୍ରୀ : କାକଟପୁରକୁ ଆସିପାରନ୍ତି ପ୍ରାୟ ୧୫ ହଜାର…

କନକ ବ୍ୟୁରୋ : ପ୍ରବାସୀ ଓଡିଆ ଫେରିବା ପ୍ରକ୍ରିୟା ଜାରି ରହିଛି । ହେଲେ ସବୁ ଶ୍ରମିକ ଏକାଥରେ ଘରକୁ ଫେରି ଆସିଲେ ସେମାନଙ୍କୁ ରଖିବା କଷ୍ଟକର ହୋଇପଡିବ । ଏତେ ସଂଖ୍ୟକ ଶ୍ରମିକ ସଙ୍ଗରୋଧରେ ରହିବେ କେଉଁଠି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ପୁରୀ…

କରୋନା ମାରିଦେଲା ମଣିଷ ପଣିଆ: ପକ୍ଷାଘାତ ମାଆକୁ ଗାଁ ମୁଣ୍ଡରେ ଛାଡି ଚାଲିଗଲା ଝିଅ; ସେପଟେ ଖାଦ୍ୟ ଅଭାବରୁ ମମତାକୁ ପଛ…

କନକ ବ୍ୟୁରୋ: କରୋନାର କଠୋର କଟକଣା ହଜାଇ ଦେଇଛି ମାନବିକତା, ମାରିଦେଇଛି ମଣିଷ ପଣିଆ । କେଉଁଠି ମାଆକୁ ଝିଅ ପର କରିଦେଇଛି ତ ପୁଣି କେଉଁଠି ଛାତିକୁ ପଥର କରି ମମତାକୁ ଭୁଲି ଝିଅକୁ ଦୂରେଇ ଦେଇଛି ଜନ୍ମକଲା ମାଆ । କରୋନା ଠାରୁ ବିଜୟ ହାସଲ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ହେଲେ…

କରୋନା ଲକ୍ଷଣ ନଥିଲେ ପରୀକ୍ଷା ପାଇଁ ବାଧ୍ୟ କରିପାରିବେ ନାହିଁ ଘରୋଇ ଡାକ୍ତରଖାନା: ତାଗିଦ୍ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ…

କନକ ବ୍ୟୁରୋ: ରାଜ୍ୟରେ ଘରୋଇ ହସ୍ପିଟାଲ ଗୁଡିକୁ ତାଗିଦ୍ କରିଛନ୍ତି ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି , କରୋନାର ଲକ୍ଷଣ ନଥିଲେ ସାଧାରଣ ରୋଗୀଙ୍କୁ କରୋନା ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବ ନାହିଁ । ଘରୋଇ ହସ୍ପିଟାଲ ଗୁଡିକୁ…

ରେଳବାଇ ଚଳାଇଥିବା ସ୍ୱତନ୍ତ୍ର ଟ୍ରେନ ଖର୍ଚ୍ଚ ଦେବେ ରାଜ୍ୟ ସରକାର: ତାଲାବନ୍ଦ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି…

କନକ ବ୍ୟୁରୋ: ଶ୍ରମିକଙ୍କ ପାଇଁ ରେଳବାଇ ଚଳାଇଥିବା ସ୍ୱତନ୍ତ୍ର ଟ୍ରେନରେ ଟିକେଟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଦେଶବ୍ୟାପୀ ଲକଡାଉନ ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବସରେ ଫେରୁଥିବା ଶ୍ରମିକ କିମ୍ବା…

ଏକାଥରେ ଆସିଲା ୧୫ ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି : ୧୨୯ରୁ ୧୪୩ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଲେ…

କନକ ବ୍ୟୁରୋ: ଏକକାଳୀନ ୧୫ ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ବିବରୀଣୀ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବଡକଥା ହେଉଛି, ଏମାନେ ସମସ୍ତଙ୍କର ରହିଛି କୋଲକାତା ଲିଙ୍କ । ଅର୍ଥାତ…