Daily Archives

January 21, 2020

ଜମ୍ମୁ-କାଶ୍ମୀର : ଅବନ୍ତିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ , ଗୁଳିବିନିମୟ ବେଳେ ୨ ସୁରକ୍ଷାକର୍ମୀ…

ଜମ୍ମୁ- କାଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୋରାରେ ଆଜି (ମଙ୍ଗଳବାର) ଅପରାହ୍ଣରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେନା ସୁରକ୍ଷା ବାହିନୀର ଜଣେ ସେନା ଯବାନ ଓ ଜମ୍ମୁ-…

ସିସିଟିଭି ନଜରରେ ସାରା ସହର: ସାବାଡ ହେବେ ଅପରାଧୀ ଓ ଗଞ୍ଜେଇ ମାଫିଆ । କୋରାପୁଟକୁ ଜଗିବ ସିସିଟିଭି କ୍ୟାମେରା…

କନକ ବ୍ୟୁରୋ: ସିସଟିଭି ନଜରରେ ରହିବ କୋରାପୁଟ । ସାବଧାନ ଅପରାଧୀ । ରାସ୍ତାରେ ବଦମାସ୍ କରୁଥିବା ଲୋକେ ବି ସାବଧାନ । ଆଉ ସହଜରେ ପୋଲିସ ଆଖିରୁ ଖସି ପାରିବେନି ଅପରାଧି । କୋରାପୁଟ ଜିଲ୍ଳା ରହିବ ୨୪ ଘଂଟିଆ ସିସିଟିଭି ନଜରରେ । ଦେଖନ୍ତୁ ଏହି ରିପୋର୍ଟ । ଅପରାଧି ଓ ଗଞ୍ଜେଇ ମାଫିଆଙ୍କୁ…

ଟିମ୍ ଇଣ୍ଡିଆକୁ ମିଳିଲା ଧୋନୀଙ୍କ ବିକଳ୍ପ ? ଋଷଭ କି ରାହୁଲ ନୁହେଁ, ଏହି ଖେଳାଳୀ ସମ୍ଭାଳିବେ ବଡ ଦାୟିତ୍ୱ !

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ମିଳିଲା ଧୋନୀଙ୍କ ବିକଳ୍ପ ? ଏକଥା ଆମେ କହୁନୁ, ଏହା କହିଛନ୍ତି ପାକିସ୍ତାନ କ୍ରିକେଟର ରାୱଲପିଣ୍ଡି ଏକ୍ସପ୍ରେସ ତଥା ପୂର୍ବତନ ଦ୍ରୁତତମ ବୋଲର ସୋଏବ ଅଖତାର । ନିଜ ୟୁଟ୍ୟୁବ ଚ୍ୟାନେଲରେ ମହେନ୍ଦ୍ର ସିଂହ ଧୋନୀଙ୍କ ବିକଳ୍ପ ଭାବେ ଜଣେ ଖେଳାଳୀଙ୍କ ନାଁ ଘୋଷଣା…

ଭୋଟ୍ ଦେବି ଯାହାକୁ ତଣ୍ଟିଆ ଖାଇବି ତାହାଠୁ ! ଗର୍ବ ବଢ଼ାଦେଲା କ୍ଷମତା ଗାଦି ? ଅନୁଭବଙ୍କ ସହ ସେଲ୍ଫି ନେବାକୁ ମଞ୍ଚକୁ…

କନକ ବ୍ୟୁରୋ: ତଣ୍ଟିଆ ମାରିଲେ ଅମର ଶତପଥୀ । ମଞ୍ଚରୁ ଠେଲିଦେଲେ ବଡଚଣା ବିଧାୟକ । ସଭା ମଞ୍ଚରେ ସେଲ୍ଫି ନେଲା ବେଳେ ସାଧାରଣ ଜନତାଙ୍କୁ ଧକ୍କା ମାରି ବିଦା କରିଦେଲେ ବିଧାୟକ ଅମର ଶତପଥୀ । ରାଜନେତାଙ୍କ ହାତରେ ଯେଉଁ ଜନତା କ୍ଷମତା ଦେଇ ବିଧାୟକ କରିଥିଲେ ଆଜି ସେଇ ହାତ ସାଧାରଣ ଜନତା ଉପରେ…

ଶାହା ମାରିଲେ ସିଏଏ ସର ! କହିଲେ , ଯେତେ ବିରୋଧ କରୁଛ କର ସିଏଏ ଲାଗୁ ହୋଇକି ହିଁ ରହିବ ।

ସାରା ଦେଶରେ ସିଏଏକୁ ବିରୋଧ କରୁଥିବା ଲୋକ ଏବଂ ବିରୋଧୀଙ୍କୁ ଗୃହମନ୍ତ୍ରୀ ଅମିତ୍ ଶାହା କଡ଼ା ଜବାବ୍ ଦେଇଛନ୍ତି । ଲକ୍ଷ୍ନୌରେ ମଙ୍ଗଳବାର ସିଏଏକୁ ସମର୍ଥନ କରୁଥିବା ରାଲିକୁ ସମର୍ଥନ କରି ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି , ଲକ୍ଷ୍ନୌ ମାଟିରେ ଠିଆ ହୋଇ ଘୋଷଣା କରୁଛି ଯିଏ ସିଏଏକୁ ବିରୋଧ…

ଆସନ୍ତା ଫେବ୍ରୁଆରି ୧୪ରୁ ବଜେଟ୍ ଅଧିବେଶନ । ଏପ୍ରିଲ୍ ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ, ୧୮ରେ ଉପସ୍ଥାପିତ ହେବ ଚଳିତ…

କନକ ବ୍ୟୁରୋ: ଆସନ୍ତା ୧୪ରୁ ବସିବ ବିଧାନସଭା ବଜେଟ୍ ଅଧିବେଶନ । ଫେବ୍ରୁଆରି ୧୪ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ତେବେ ବ୍ରୁଆରି ୧୮ରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ । ଆଉ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ ବୋଲି…