Daily Archives

January 18, 2020

ଦୁଇ ବର୍ଷରେ ଥରେ ଆସିଥିଲା ଖୁସି ! ବଲାଙ୍ଗୀର ଜିଲ୍ଲାର ସ୍କୁଲ ଛାତ୍ରୀଙ୍କୁ ମାତ୍ର ଥରେ ବଂଟାଯାଇଛି ସାନିଟାରୀ…

କନକ ବ୍ୟୁରୋ : ଝିଅ ଓ ମହିଳା ମାନଙ୍କ ପାଇଁ ଓଡିଶା ସରକାର ଆଣିଥିଲେ ଖୁସି । ଏହି ଯୋଜନା ମାଧ୍ୟମରେ ଝିଅ ଓ ମହିଳା ମାନଙ୍କୁ ସାନିଟାରୀ ନ୍ୟାପକିନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିଲେ ସରକାର । ସ୍କୁଲ ଛାତ୍ରୀ ମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଯୋଜନା ହୋଇଥିବାବେଳେ ମହିଳା ଓ ଝିଅମାନଙ୍କୁ…

ବିବାହର ଦିନକ ପୂର୍ବରୁ ବରକୁ ମରଣାନ୍ତକ ଆକ୍ରମଣ । ବ୍ଲେଡରେ କାଟି ପକାଇଲେ ଦୁର୍ବୃତ, ବାହା ନହେବାକୁ ଦେଲେ ଧମକ,…

କନକ ବ୍ୟୁରୋ : ବିବାହ ପୂର୍ବଦିନ ବ୍ଲେଡମାଡ । ନୀଳଗିରିରେ ଜଣେ ବର ଉପରକୁ ବ୍ଲେଡରେ ଆକ୍ରମଣ ହୋଇଛି । ଏଥିରେ ଲହୁ ଲୁହାଣ ହୋଇଛନ୍ତି ସଂପୃକ୍ତ ଯୁବକ । ନିମନ୍ତ୍ରଣ କାର୍ଡ ବାଂଟିବାକୁ ଯାଇଥିବା ବେଳେ ବରକୁ ଘେରିଯାଇ ସେହି ଝିଅକୁ ବାହା ନହେବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ । ଆଉ ଏଥିରେ ଅରାଜି…

କେଉଁଠି ଜନ୍ମ ହୋଇଥିଲେ ସାଇ ବାବା ? ଉଦ୍ଧବ ଠାକରେଙ୍କ ବୟାନ ପରେ ବଢ଼ିଲା ବିବାଦ । ରବିବାର ଶିରିଡ଼ି ବନ୍ଦ କଥାକୁ ଗୁଜବ…

କନକ ବ୍ୟୁରୋ: ବନ୍ଦ ହେବନି ସାଇ ବାବାଙ୍କ ଦରବାର । କେବଳ ଶିରିଡିରେ ପାଳନ ହେବ ବନ୍ଦ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଜୋରଦାର ବିରୋଧ । ରବିବାର ଠାରୁ ଶିରିଡି ସାଇ ବାବାଙ୍କ ଦରବାର ଓ ଦର୍ଶନ ବନ୍ଦ ହେବା ନେଇ ଯେଉଁ ପ୍ରଚାର ଚାଲିଥିଲା ତାକୁ ଖଣ୍ଡନ କରିଛି ଶରିଡି ସାଇ ଟ୍ରଷ୍ଟ ।…

ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ଆହତ । ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଜାଭେଦ ଅଖତର

କନକ ବ୍ୟୁରୋ: ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ଆହତ । ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌-ୱେରେ ଶନିବାର ଅପରାହ୍ଣରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଅଶୀ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛି ।…

‘ହାଓଡି ମୋଦି’ ଭଳି ଭାରତରେ ହେବ ‘ହାଓଡି ଟ୍ରମ୍ପ’ କାର୍ଯ୍ୟକ୍ରମ ! ଗୁଜୁରାଟରେ ଭୋଟ୍ ମାଗିବେ ଆମେରିକା ରାଷ୍ଟ୍ରପତି…

କନକ ବ୍ୟୁରୋ : ଚଳିତବର୍ଷ ନଭେମ୍ବରରେ ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ । ପୁଣି ଥରେ ଆମେରିକାର ଶାସନ କ୍ଷମତା ନିଜ କାନ୍ଧକୁ ନେବା ପାଇଁ ରଣନୀତି ସଜାଡୁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଏଥିପାଇଁ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଭୋଟ୍ ହାତେଇବା ପାଇଁ ଭାରତରେ…

ସ୍ୱାମୀ ସାଜିଲା ସୈତାନ। ସ୍ତ୍ରୀକୁ ମାରି ମାଟି ତଳେ ପୋତି ଦେଇଥିଲା ନୃଶଂସ ସ୍ୱାମୀ। ଗିରଫ ପରେ ପୁଲିସ ଆଗରେ ସତ…

କନକ ବ୍ୟୁରୋ: ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାରି ମାଟି ତଳେ ପୋତି ଦେଇଥିଲା ନୃଶଂସ ସ୍ୱାମୀ । ନିଖୋଜର ୧୭ ଦିନ ପରେ ମିଳିଛି ମହିଳାଙ୍କ ମୃତଦେହ । ସମ୍ବଲପୁର ସିଟି ଷ୍ଟେସନ ପଛପଟୁ ଆମ୍ବ ବଗିଚାରେ ସର୍ଚ ଅପରେସନ କରି ମାଟି ଖୋଳି ମୃତଦେହ ବାହାର କରିଛି ପୋଲିସ । ମୃତ ମହିଳା ଆରତୀ…