Daily Archives

January 18, 2020

ସୁପର ସଣ୍ଡେରେ ସିରିଜ୍ ପାଇଁ ସୁପର ଫାଇଟ୍ । କାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ, ବାଙ୍ଗାଲୋରରେ ହେବ ବଡ…

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର ଫାଇଟ୍ । କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା । ୩ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ସମୟରେ ୧-୧ରେ ବରାବର ରହିଥିବା ବେଳେ କାଲିର ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।…

ପଥର ଭାଙ୍ଗିଲେ ପୂରିବ ପେଟ: ପହଞ୍ଚିପାରନି ସରକାରୀ ଯୋଜନା; ପରିବାର ମୁହଁରେ ଆହାର ଦେବାକୁ ପଥର ଭାଙ୍ଗୁଛନ୍ତି…

କନକ ବ୍ୟୁରୋ: ଆଦିବାସୀମାନଙ୍କ ପାଇଁ ସରକାର ଅନେକ ଯୋଜନା । ହେଲେ ପରଜାଗୁଡ଼ା ଗାଁରେ ପହଂଚି ପାରିନି ସରକାରଙ୍କ ଗୋଟେ ବି ଯୋଜନା । ୨୦ରୁ ଅଧିକ ପରିବାର ଏବେବି ସରକାରଙ୍କ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ପଥର ଭାଙ୍ଗି ପରିବାର ପ୍ରତିପୋଷଣ କରୁଛନ୍ତି । ଏମାନଙ୍କ ପାଖରେ ନା ଅଛି ରହିବା…

ଲାପଟପ୍ ଦେଖି ବେଦ ଉଚ୍ଚାରଣ କରୁଛନ୍ତି ପଣ୍ଡିତ । ପୁରୀ ରାମେଶ୍ୱର ଶୈବପୀଠରେ ଅନୁଷ୍ଠିତ ବିଶ୍ୱଶାନ୍ତି ଯଜ୍ଞରୁ…

କନକ ବ୍ୟୁରୋ: ସ୍ମାର୍ଟ ଯୁଗରେ ସାମ୍ନାକୁ ଆସିଲେ ହାଇଟେକ୍ ପଣ୍ଡିତ । ପୋଥୀ ଛାଡି ଲାପଟପ୍ ଦେଖି ବେଦ ଉଚ୍ଚାରଣ କରୁଛନ୍ତି ପଣ୍ଡିତ । ପୁରୀ ରାମେଶ୍ୱର ଶୈବପୀଠରେ ଅନୁଷ୍ଠିତ ବିଶ୍ୱଶାନ୍ତି ଯଜ୍ଞରୁ ସାମ୍ନାକୁ ଆସିଛି ସ୍ମାର୍ଟ ପଣ୍ଡିତଙ୍କ ନିଆରା ବେଦ ଉଚ୍ଚାରଣର ଦୃଶ୍ୟ । କହିଲେ ଯୁଗ ସହ ବଦଳୁଛି…

ଜମ୍ମୁ-କଶ୍ମୀରରେ ସୁଧୁରୁଛି ଇଣ୍ଟରନେଟ୍ ସେବା । ମୁଖ୍ୟ ଶାସନସଚିବ କହିଲେ, ଜମ୍ମୁରେ ୧୦ଟି ଓ କଶ୍ମୀରର ୨ଟି ଜିଲ୍ଲାରେ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ଜମ୍ମୁ ଓ କଶ୍ମୀରରେ ସୁଧୁରୁଛି ଇଣ୍ଟରନେଟ୍ ସେବା । ତେଣୁ କେତେକ ଅଞ୍ଚଳରେ ଟୁଜି ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହୋଇଛି । ତେବେ ପୂର୍ବଭଳି ସୋସିଆଲ ମିଡିଆ ଉପରେ ନିଷେଧାଜ୍ଞା ଅବ୍ୟାହତ ରହିଛି ବୋଲି ସୂଚନା ଦେଇଛନ୍ତି, ଜମ୍ମୁ ଓ କଶ୍ମୀରର ପ୍ରମୁଖ…

ଅନିଶ୍ଚିତ କାଳ ପାଇଁ ବନ୍ଦ ହେବାକୁ ଯାଉଛି ଶିରଡି ସାଇ ମନ୍ଦିର ! ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ…

ସାଇବାବାଙ୍କ ଜନ୍ମଭୂମିକୁ ନେଇ ବିବାଦ ଏବେ ଉଗ୍ର ରୂପ ନେବାକୁ ଲାଗିଛି । ରବିବାରଠାରୁ ଶିରଡି ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ପରେ ଏହି ବିବାଦ ଦେଖାଦେଇଛି । ଏହାକୁ ନେଇ ଶିରଡି ବାସୀ ଅସନ୍ତୋଷ ଥିବା…

ଇନ୍ଦିରାଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମାଆ: କହିଲେ, ମୋତେ ପରାମର୍ଶ ଦେବାକୁ ସିଏ କିଏ? କେବେ ତ ମୋ ହାଲଚାଲ୍ ପଚାରି…

କନକ ବ୍ୟୁରୋ: ଚାରି ଦୋଷୀଙ୍କୁ କ୍ଷମା ଦେବା ପାଇଁ ପରାମର୍ଶ ଦେଇଥିବା ବରିଷ୍ଠ ଆଡଭୋକେଟ୍ ଇନ୍ଦିରା ଜୟସିଂହଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି: ମୋତେ ଏ ଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ? ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସମଗ୍ର…