Daily Archives

January 13, 2020

ବିକ୍ରି ପାଇଁ ଯାଉଥିବା ବେଳେ ଗାଡିରୁ ଖସିପଡିଲା ପିଆଜ ବସ୍ତା । କିଏ ବ୍ୟାଗରେ ବୋହିନେଲେ ତ ଆଉ କିଏ ପକେଟ୍ ଓ ଗାମୁଛାରେ…

କନକ ବ୍ୟୁରୋ : ପିଆଜ ଖାଇବାର ଲାଳସା ସାମ୍ନାରେ ବଳି ପଡ଼ିଲା ମାନବିକତା । ପିଆଜ ନ କିଣି ମାଗଣାରେ ପିଆଜ ବୋହି ନେବାର ମାନସିକତା ନେଇ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକି ଲୋକଙ୍କ ଚିନ୍ତାଧାରା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଜଣେ ପିଆଜ ବେପାରୀଙ୍କ ଅସୁବିଧାକୁ ସାମାନ୍ୟ ଭୃକ୍ଷେପ…

ବଢିବ ଇଣ୍ଟରନେଟ ସ୍ପିଡ । ଆସନ୍ତା ୧୭ରେ ଦେଶର ସବୁଠାରୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଲଞ୍ଚ କରିବ ଇସ୍ରୋ ।

ଆସନ୍ତା ଜାନୁଆରୀ ୧୭ରେ ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଲଞ୍ଚ କରିବ ଇସ୍ରୋ । ଏହି ଉପଗ୍ରହ ଲଞ୍ଚ ହେବା ଦ୍ୱାରା ଦେଶର ସଞ୍ଚାର ବ୍ୟବସ୍ଥା ଆହୁରି ସୃଦୁଢ ହୋଇଯିବ । ଏପରିକି ଏହା ସାହାଯ୍ୟରେ ଦେଶରେ ନୂଆ ଇଣ୍ଟରନେଟ ଟେକ୍ନୋଲୋଜି ଆସିବା ନେଇ ବାଟ ଫିଟିବ । ଏପରିକି ଯେଉଁ ସ୍ଥାନକୁ…

ଶୁଣ ସରକାର ! ସ୍ୱୀକୃତିଙ୍କ ଆଖିରୁ ଶୁଖୁନି ଲୁହ, ବନ୍ଧବାଡ ମାନୁନି କଷ୍ଟ ଯନ୍ତ୍ରଣାର କୋହ । ଝାଟିମାଟି ଘର ପୋଡି ଯିବା…

କନକ ବ୍ୟୁରୋ: ମୁଁ ପାଇଖାନା ଘରେ ରହୁଛି... ଘର ଖଣ୍ଡେ ନାହିଁ ବୋଲି ଏଇ ପାଇଖାନାରେ ଜୀବନ ବିତୁଛି... ୪ ହାତ ପାଇଖାନାରେ ମାଆପୁଅ ମରିମରି ବଞ୍ଚୁଛନ୍ତି । ଆଉ ଦୁହିଁଙ୍କ ଦୁଃଖ କହିବା ବେଳେ ଆଖିରୁ ଝରି ପଡୁଛି ଲୁହର ଧାର, ଥରି ଯାଉଛି କଣ୍ଠ । ଜୀବନର ଅପରାହ୍ଣରେ ମୁଣ୍ଡ ଗୁଂଜିବା ପାଇଁ କେତେ…

ପରିବା ବଗିଚା ଜାଗାରେ ଗଂଜେଇ ଚାଷ । ସବୁଜ ଜହରକୁ ବେଆଇନ ଜାଣି ବି ଘରେ ଘରେ ହେଉଛି ସବୁଜ ଜହର ଚାଷ, ପ୍ରଶାସନ କଟକଣାର…

କନକ ବ୍ୟୁରୋ : ଓଡିଶାରେ ଆଜି ବି ଏମିତି ଗାଁ ଅଛି, ଯେଉଁଠି ଘରେ ଘରେ ହୁଏ ଗଂଜେଇ ଚାଷ । ପନି ପରିବା ବଦଳରେ ସମସ୍ତଙ୍କ ବାରିରେ ହୁଏ ଗଂଜେଇ ଚାଷ । ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ । ଗୁରୁପ୍ରୀୟା ସେତୁ ନିକଟ ସ୍ୱାଭିମାନ ଅଂଚଳର ଅଧିକାଂଶ…

ବଦଳିବ ବିରାଟଙ୍କ ବ୍ୟାଟିଂ ଅର୍ଡର? ହେଲେ କାହିିଁକି…୩ ନମ୍ବର ସ୍ଥାନରେ କାହାକୁ ସୁଯୋଗ ଦେବେ କ୍ୟାପଟେନ କୋହଲି ।

ଆସନ୍ତାକାଲି ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ବିରାଟ ବାହିନୀ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପ୍ରାରମ୍ଭିକ ଯୋଡିକୁ ନେଇ ବଡ ବୟାନ ଦେଇଛନ୍ତି କ୍ୟାପଟେନ କୋହଲି । ପ୍ରାରମ୍ଭିକ ଯୋଡି ଭାବେ ଦଳ କାହାକୁ ମୈଦାନକୁ…

ଟ୍ରେନ ଚାଲୁଛି ନା ମଣିଷ ଧାଉଁଛନ୍ତି ? ଲୋକଙ୍କ ଭିଡରେ ଦେଖାଯାଉନି ଟ୍ରେନ, ଲୁଚିଯାଇଛି ଟ୍ରାକ୍ । ଜାଣନ୍ତୁ ଏତେ ଭିଡରେ…

କନକ ବ୍ୟୁରୋ: ଟ୍ରେନ ଭିତରେ ଅସମ୍ଭାଳ ଭିଡ । ଟ୍ରେନ ଉପରେ ହାଉଜାଉ ଲୋକ । ବସିବାକୁ ଟିକେ ଜାଗା ନଥିବାରୁ ଟ୍ରେନ ଉପରେ, ଟ୍ରେନ ବାହାରେ ଓହଳିଛନ୍ତି ଲୋକେ । ଭିଡ ଏମିତି ଅସମ୍ଭାଳ ହୋଇଛି ଯେ ଇଞ୍ଜିନ ସାମ୍ନାରେ ବି ଲୋକେ ଛିଡା ହୋଇ ଯାତ୍ରା କରୁଛନ୍ତି । ତେବେ ଦୂରରୁ ଏ ଦୃଶ୍ୟକୁ ଦେଖିଲେ ଯେ…