Daily Archives

January 13, 2020

ଅସହାୟଙ୍କ ଅନ୍ନଦାତା ରାଜେଶ : ୧୮ ବର୍ଷ ଧରି ଅସହାୟଙ୍କୁ ଖାଦ୍ୟ ଖୁଆଉଛନ୍ତି ରାଜେଶ । ହୋଟେଲ୍ , ମନ୍ଦିରରୁ ବଳକା ଖାଦ୍ୟ…

ନୂଆପଡ଼ା : ପ୍ରାୟ ୧୮ ବର୍ଷ ହେବ ଖରା,ବର୍ଷା, ଶୀତରେ ମାନସିକ ବିକାରଗ୍ରସ୍ତ, ଭିନ୍ନକ୍ଷମ, ଭିକାରି ଓ ଅସହାୟ ମଣିଷଙ୍କୁ ଭୋଜନ ଯୋଗାଉଛନ୍ତି ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ସଦର ଲାଲସାହେବ ପଡ଼ାର ରାଜେଶ କୁମାର ପୋଡ଼। ଆଜିକୁ ୧୮ ବର୍ଷ ତଳେ ଦିନେ ରାଜେଶ…

ମିଜାଇଲ ମାଡରେ ୟୁକ୍ରେନ ବିମାନ ଖସାଇଥିବା ସ୍ୱୀକାର ପରେ ଇରାନରେ ବଢୁଛି ଜନଅସନ୍ତୋଷ । ରାସ୍ତାକୁ ଓହ୍ଲାଇ ହଜାର ହଜାର…

କନକ ବ୍ୟୁରୋ: ୟୁକ୍ରେନର ବିମାନକୁ ତେହେରାନରେ ଖସାଇଥିବା ଘଟଣାକୁ ଇରାନ ଖସାଇବା ସ୍ୱୀକାର କରିବା ପରେ ସେଠାରେ ଉତେଜନା ବଢିବାରେ ଲାଗିଛି । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀ ସର୍ବୋଚ୍ଚ ନେତାଙ୍କୁ ହତ୍ୟାକାରୀ ଦର୍ଶାଇ ସେମାନଙ୍କ ଇସ୍ତଫା ଦାବି କରିଛନ୍ତି ।…

ହାଏରେ ପ୍ରେମ… , ପ୍ରେମିକାର ମହଙ୍ଗା ସଉକ୍ ପୁରଣ କରିବା ପାଇଁ ପ୍ରେମିକ ପାଲଟିଲା ଚୋର : ୨୦ ରୁ ଅଧିକ ଗାଡି…

ପ୍ରେମିକାର ମହଙ୍ଗା ସଉକ୍ ପୁରଣ କରିବା ମହଙ୍ଗା ପଡିଛି ପ୍ରେମିକଙ୍କୁ । ପ୍ରେମିକାକୁ ଖୁସି କରାଇବା ପାଇଁ ପାର୍ଟିର ଆୟୋଜନ ଏବଂ ମହଙ୍ଗା କାର୍ ଚୋରୀ କରି ବୁଲାଇବା ଅଭିଯୋଗରେ ଭୋଲା ଗ୍ୟାଙ୍ଗର ୩ ଜଣ ଚୋରଙ୍କୁ ଉତ୍ତରପ୍ରଦେଶ ସାହିବାବାଦ୍ ପୋଲିସ୍ ଶନିବାର ଗିରଫ କରିଛି । ଚୋରଙ୍କ ପାଖରୁ ୨ ଟି…

ମୁଁ ସରକାରଙ୍କ ସହ ଅଛି… ନବୀନ ନିବାସରେ ଏଭଳି କହିଲେ ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି । ମନ୍ତବ୍ୟ ପରେ…

କନକ ବ୍ୟୁରୋ: ବିଜେଡିରେ ମିଶିଯିବେ କି ମକରନ୍ଦ ମୁଦୁଲି ? ରାୟଗଡାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମକରନ୍ଦ ନବୀନଙ୍କ କ୍ୟାମ୍ପକୁ ଆସିବେ କି ? ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶ ପାଇଁ ନବ ଦାସଙ୍କ ପରି ମକରନ୍ଦ ବି ଶଙ୍ଖ ଫୁଙ୍କିବେ କି ? ନବୀନ ନିବାସରେ ‘ମୁଁ ସରକାରଙ୍କ ସହ ଅଛି...’ ବୋଲି…

ବ୍ୟବସାୟୀ ବନାମ ଅନଲାଇନ ବଜାର । ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ଦେଶର ୫ ହଜାର ବ୍ୟବସାୟ ସଂଗଠନର ବିରୋଧ । ଓଡିଶାର…

କନକ ବ୍ୟୁରୋ: ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ଆମେରିକାର ଇ-କମର୍ସ କମ୍ପାନୀ ଆମାଜନ ମୁଖ୍ୟ ଜେଫ ବେଜୋସ ଆସନ୍ତା ୧୫ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ସେ ଦିନ ଦେଶସାରା ବିରୋଧ ହେବ । ଦେଶର ୩ଶହଟି ସହର ମଧ୍ୟରୁ ରାଜ୍ୟର ୮ଟି ସହରରେ…

‘ଜାତି’ ପ୍ରସ୍ତାବରେ ରାଜନୀତି ରଙ୍ଗ ! ବିଜେପିର ପ୍ରଶ୍ନ ୨୦ ବର୍ଷ ଶାସନ ପରେ କାହିଁକି ମନେପଡିଲା ପଛୁଆ ବର୍ଗଙ୍କ କଥା ?…

କନକ ବ୍ୟୁରୋ: ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ନେଇ ଆରମ୍ଭ ହେଲା ରାଜନୀତି । ଯଦିଓ ଜାତି ରାଜନୀତି ଯୁଦ୍ଧ ଜୋର ଧରିନି ତଥାପି ରାଜ୍ୟ ସରକାରଙ୍କ କ୍ୟାବିନେଟ ପ୍ରସ୍ତାବ ପରେ ‘ଜାତି’ ଜନଗଣନାରେ ରାଜନୀତିର ରଙ୍ଗ ମାରିବା ଆରମ୍ଭ କରି ଦେଲେଣି ବିରୋଧୀ । ପଛୁଆ ବର୍ଗଙ୍କୁ ସୁବିଧା ସୁଯୋଗ ଦେବା…