Daily Archives

January 10, 2020

ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିଲା : କ୍ରମାଗତ ୩ୟ ଦିନ ପାଇଁ ହ୍ରାସ ପାଇଲା ସୁନା ଦର

କନକ ବ୍ୟୁରୋ :  ହ୍ରାସ ପାଇଲା ସୁନା ଦର । କ୍ରମାଗତ ୩ୟ ଦିନ ପାଇଁ ସୁନାଦର ହ୍ରାସ ପାଇଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ସହ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ହ୍ରାସ ପାଉଛି । ଏହା ଫଳରେ ସୁନା ଦର ସ୍ୱାଭାବିକ ହେବାରେ ଲାଗିଛି । କିଛି ଦିନ ତଳେ ୪୦ ହଜାର ଉପରକୁ ଚାଲିଯାଇଥିବା ସୁନା ଏବେ ୪୦…

ବର୍ଷ ଆରମ୍ଭରୁ ବାଜିଲା 5T ଛାଟ: ଦୁର୍ନୀତିଗ୍ରସ୍ତଙ୍କୁ ମିଳିଲା ଦଣ୍ଡ । ୬ ଅଧିକାରୀଙ୍କୁ ବିଦା କଲେ ନବୀନ

କନକ ବ୍ୟୁରୋ: ଦୁର୍ନୀତି କଲେ ଦଣ୍ଡ ମିଳୁଛି । ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିସ୍ତାର ଦେଉ ନାହାନ୍ତି ନବୀନ । ଯିଏ କର୍ତ୍ତବ୍ୟରେ ଟିକେ ହେଳା କରୁଛି ତାକୁ ସାଙ୍ଗେ ସାଙ୍ଗେ ଦଣ୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ଦୁର୍ନୀତି ଓ କର୍ତ୍ତବ୍ୟରେ ଅବହେଳା କରିଥିବା ୬ ଜଣ…

ଜେଏନୟୁ ହିଂସାକାଣ୍ଡ : ମୁଖାପିନ୍ଧା ଦୃବୁର୍ତ୍ତଙ୍କ ମୁଖା ଖୋଲିଲା ପୋଲିସ, ହିଂସାରେ ଜେଏନୟୁ ଛାତ୍ର ସଂସଦ ସଭାପତି…

ଖୋଲିଲା ମୁଖାପିନ୍ଧାଙ୍କ ମୁଖା । ଜେଏନୟୁ ହିଂସା ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିଛି ପୋଲିସ । ଏଥିରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଷି ଘୋଷଙ୍କ ସମେତ ଅନ୍ୟ ୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ ଜାରି କରିଛି । ତେବେ…

ସରକାର ବନ୍ଦ କରିପାରିବେନି ଇଣ୍ଟରନେଟ ସେବା: ବିନା କାରଣରେ ମନଇଚ୍ଛା ସେବା ବନ୍ଦ ନକରିବାକୁ ସୁପ୍ରିମକୋର୍ଟଙ୍କ…

କନକ ବ୍ୟୁରୋ: ଇଣ୍ଟରନେଟ ସେବା ଜଣେ ନାଗରିକର ବାକ ସ୍ୱାଧୀନତା ସହ ସଂପୃକ୍ତ, ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ନ ଦର୍ଶାଇ ଏହାକୁ ବନ୍ଦ କରାଯାଇପାରିବ ନାହିଁ। ଏଥି ସହ ଇଣ୍ଟରନେଟ ସେବା ସହାୟତାରେ ବ୍ୟବସାୟ ଚଳାଇବା ମଧ୍ୟ ଜଣଙ୍କର ମୌଳିକ ଅଧିକାରର ଅନ୍ତର୍ଭୁକ୍ତ । ସମ୍ବିଧାନର ଧାରା ୧୯…

ଟୋକନ ନମିଳିବାରୁ ମଣ୍ଡିରେ ପଡିରହିଛି ଧାନବସ୍ତା : ଆଇନର ଆଶ୍ରୟ ନେବେ ଅନ୍ନଦାତା

କନକ ବ୍ୟୁରୋ : ଆରମ୍ଭ ହେଲାଣି ରବି ଫସଲର ଚାଷ କାମ । କିନ୍ତୁ ଏପଟେ ଖରିଫ ଧାନ ବିକ୍ରୀ କରି ପାରିନାହିନ୍ତି ସମ୍ବଲପୁର ଚାଉଁରପୁରର ୧୩୮ ଚାଷୀ । ମଣ୍ଡିରେ ପଡିଛି ଧାନ, ପଞ୍ଜିକରଣ ଓ ଟୋକନ ସମସ୍ୟା ଯୋଗୁଁ ପେଷୀ ହେଉଛନ୍ତି ଚାଷୀ । ଏବେ ମାମଲାକୁ ହାଇକୋର୍ଟକୁ ନେବା ପାଇଁ ନିଷ୍ପତି ନେଇଛନ୍ତି…

ରାମ ମନ୍ଦିର ନିର୍ମାଣ ପୂର୍ବରୁ… । ମୋଦି ସରକାର ବଢାଇଲେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କର ସୁରକ୍ଷା, ମିଳିବ ଜେଡ…

ରାମ ମନ୍ଦିର ଟ୍ରଷ୍ଟ ଗଠନ ହେବା ପୂର୍ବରୁ ଶ୍ରୀରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ମହନ୍ତଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇଦିଆଯାଇଛି। ଚର୍ଚ୍ଚା ହେଉଛି ଯେ ତିନିଟି ଟ୍ରଷ୍ଟଙ୍କ ମଧ୍ୟରେ ଏବେ ନୂଆ ରାମ ମନ୍ଦିର ଟ୍ରଷ୍ଟ ପାଇଁ…