Daily Archives

January 10, 2020

କପାଚାଷୀଙ୍କ ଉପରେ ସରକାରଙ୍କ ଶୁଭ ଦୃଷ୍ଟି : ଆଉ ହାତରେ ନୁହଁ, ମେସିନ ତୋଳିବ ଧଳାସୁନା

କନକ ବ୍ୟୁରୋ : ମଣିଷ ନୁହେଁ ମେସିନ ତୋଳିବ ଧଳା ସୁନା । ଲୋକଙ୍କ ଶ୍ରମ ଲାଘବ ସହିତ ଅଧିକ କାର୍ୟ୍ୟକ୍ଷମ କରିବ ଏହି ମେସିନ । ଯାହା ସମ୍ଭବ ହୋଇ ପାରିଛି ପ୍ରଶାସନର ସହଯୋଗରେ । ଏହା ନେଇ ଚାଷୀଙ୍କୁ ଯୋଗାଇଦିଆ ଯାଇଛି ୬୦ ରୁ ଉର୍ଦ୍ଧ କପା ତୋଳିବା ମେସିନ । ଧଳା ସୁନା ଅର୍ଥାତ୍ କପାକୁ ନେଇ ବେଶ…

ଟ୍ରମ୍ପ ମାଗିଲେ ନୋବେଲ୍ ପୁରସ୍କାର ! କାସିମ୍ ସୁଲେମାନୀକୁ ମାରି ଆମେରିକାକୁ ନ୍ୟାୟ ଦେଲି , ତେଣୁ ମୁଁ ନୋବେଲ୍…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ ନିର୍ବାଚନ ରାଲିରେ ତର୍କ ଦେଇ କହିଛନ୍ତି ଯେ କୁଦସ ଫୋର୍ସ ପ୍ରମୁଖ ମେଜର୍ ଜେନେରାଲ୍ କାସିମ୍ ସୁଲେମାନୀଙ୍କୁ ନିହତ କରିବା ପାଇଁ ଆଦେଶ ଦେଇ ଆମେରିକା ନାଗରିକଙ୍କ ସହ ନ୍ୟାୟ କରିଥିବାରୁ ତାଙ୍କୁ ନୋବେଲ୍ ପୁରସ୍କାର ଦିଆଯାଉ । ଅନ୍ୟପକ୍ଷରେ…

ସଙ୍କଟରେ ଖୋର୍ଦ୍ଧା ଧଳାପଥରର ପର୍ଦ୍ଦାକଳା : ପ୍ରୋତ୍ସାହନ ଅଭାବରୁ ହଜି ଯାଉଛି ପରଦା ବୁଣାକାରଙ୍କ କଳାକୃତ, କୌଳିକ…

କନକ ବ୍ୟୁରୋ : ପରଦାରେ ତାଜମହଲ... ପରଦାରେ ଭାରତ ମାନଚିତ୍ର... । ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଅଶୋକ ଚକ୍ର ଭଳି ଅନେକ କାରୁକାର୍ଯ୍ୟ ଦେଖି ପାରିବେ ଏହି ପର୍ଦ୍ଦାରେ । ଆଖିକୁ ଦେଖିବାକୁ ଯେତିକି ସୁନ୍ଦର, ଏହି ସୁନ୍ଦରତା ପଛରେ ଲୁଚି ରହିଛି, ସେତିକି ପରଶ୍ରମ ଆଉ କାରିଗରଙ୍କ…

ଯେ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛନ୍ତି , ତାଙ୍କ ସାଙ୍ଗରେ ଠିଆ ହୋଇ ସମର୍ଥନ ଜଣାଇଲେ ଅଭିନେତ୍ରୀ ଦୀପିକା…

ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଦୀପିକାଙ୍କ ସମର୍ଥନ କରିବା ଘଟଣା ଦିନକୁ ଦିନ ବିବାଦରେ ଛନ୍ଦି ହେବାରେ ଲାଗିଛି। କିଛି ଦିନ ତଳେ ବିଜେପି ସାଂସଦ ସାକ୍ଷୀ ମହାରାଜ ଦୀପିକାଙ୍କୁ ବିରୋଧ କରିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦୀପିକାଙ୍କ ଏଭଳି କାମକୁ ନେଇ ନିଜର ପ୍ରତିକ୍ରିୟା…

ବୁମରାହଙ୍କ ପାଇଁ ବଡ ସୁଯୋଗ, ଗୋଟିଏ ୱିକେଟ ନେବା ମାତ୍ରେ ରଚିବେ ନୂଆ ରେକର୍ଡ ।

ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ପୁଣେରେ ଖେଳାଯିବ । ଭାରତ ପାଇଁ ସିରିଜ ଜିତିବାର ସୁଯୋଗ ରହିଥିବା ବେଳେ ଶ୍ରୀଲଙ୍କା ପାଇଁ ସିରିଜ ବରାବର କରିବା ପାଇଁ ଶେଷ ସୁଯୋଗ ରହିଛି । ତେବେ ଏହି ମ୍ୟାଚରେ ଗୋଟିଏ ୱିକେଟ ହାସଲ କରିବା ମାତ୍ରେ ରେକର୍ଡ ବୁକରେ ସାମିଲ ହେବେ ଦ୍ରୁତ…

କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ : ଶିକ୍ଷକ ଆତ୍ମହତ୍ୟା ଘଟଣାରେ ଗିରଫ କଲା ପୁଲିସ, ସୁଇସାଇଡ…

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ । ଡିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣାରେ ଗିରଫ କରିଛି କୋରାପୁଟ ପୁଲିସ । ଡିସେମ୍ବର ୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିଲେ ଶିକ୍ଷକ ଚିତରଞ୍ଚନ ପଣ୍ଡା ।…