Daily Archives

December 30, 2018

ମାଟି ଖୋଳୁ ଖୋଳୁ ବାହାରିଲା ୪୫୦ କିଲୋଗ୍ରାମର ବମ୍ । ତାଜୁବ ହୋଇଗଲେ ଲୋକେ, ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଭୟର ଆତଙ୍କ

ମାଟି ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କୋଲକାତାରେ ମାଟି ଖୋଳୁ ଖୋଳୁ ଅଚାନକ ୪୫୦ କିଲୋଗ୍ରାମର ବମ ବାହାରିଛି । ଏତେ ଓଜନର ବମ ମିଳିବା ଖବର ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବମ ମିଳିଥିବା ସ୍ଥାନକୁ ଘେରାବନ୍ଦୀ କରିବା ସହ ସେଠାକୁ ସାଧାରଣ ଲୋକଙ୍କ ପ୍ରବେଶକୁ…

ନୂଆ ରୂପରେ ପ୍ରଧାନମନ୍ତ୍ରୀ ! ଭାଇରାଲ ହେଲା ମୋଦିଙ୍କ ଫଟୋ, ୬ ଘଣ୍ଟାରେ ୧୦ ଲକ୍ଷ ଲାଇକ୍ ।

ନୂଆ ରୂପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ଲୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଠାଯାଇଥିବା ଫଟୋ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଆଉ ସବୁଠାରୁ ବଡ କଥା ହେଉଛି, ଫଟୋ ପୋଷ୍ଟ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ମୋଦିଙ୍କ ଏହି ନୂଆ ଫଟୋକୁ ୧୦ ଲକ୍ଷ ଲାଇକ୍ସ…

୭୫ ଟଙ୍କିଆ ମୁଦ୍ରା ଜାରି କରିବେ ପ୍ରଧାନମନ୍ତ୍ରୀ ମୋଦି! ଜାଣନ୍ତୁ କାହା ସ୍ମୃତିରେ ଜାରି କରାଯିବ ଏହି ମୁଦ୍ରା ଓ କଣ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡାମାନ ଓ ନିକୋବର ଗସ୍ତ ସମୟରେ ପୋର୍ଟ ବ୍ଲେୟାରରେ ୧୫୦ ଫୁଟର ଜାତୀୟ ପତାକା ଉତ୍ତୋଳନ କରିବେ । ଏହାଛଡା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରେ ଏକ ସ୍ମାରକୀ ମୁଦ୍ରା ଜାରି କରିବେ । ୭୫ ଟଙ୍କାର ଏହି ସ୍ମାରକୀ ମୁଦ୍ରା ଅନ୍ୟ ମୁଦ୍ରା ଠାରୁ ସମ୍ପୂର୍ଣ୍ଣ…

ପରାଜୟ ପରେ କଙ୍ଗାରୁ ଦଳର ଅଧିନାୟକଙ୍କ ବଡ ବୟାନ ! କହିଲେ କୋହଲି ଓ ପୂଜାରାଙ୍କୁ ଦଳରୁ ବାଦ୍ ଦିଅ, ତମ ଅବସ୍ଥା ବି ଆମ…

ମେଲବୋର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଠାରୁ ୧୩୭ ରନରେ ପରାଜୟ ହେବା ପରେ, ହାରିବାର କିଛି ଏଭଳି କାରଣ ରଖିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ ଟିମ୍ ପେନ୍ । ସେ ସ୍ୱୀକାର କରିଛନ୍ତି ଯେ, ଅଷ୍ଟ୍ରେଲିଆ ଦଳର ଦୁଇ ତାରକା ଖେଳାଳୀ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ୍ ୱାର୍ନର…

ରାମ ମନ୍ଦିର ନିର୍ମାଣ ନହେଲେ ୨୦୧୯ରେ ସରକାରକୁ ଫେରି ପାରିବେନି ମୋଦି ! ଜାଣନ୍ତୁ କାହିଁକି ଏଭଳି କହିଲେ ସାଧୁସନ୍ଥ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରୟାଗରାଜରେ ହେବାକୁ ଥିବା କୁମ୍ଭମେଳା ବେଶ ଗୁରୁତ୍ୱ ବହନ କରୁଛି । କୁମ୍ଭମେଳାରେ ସାମିଲ ହେବା ପାଇଁ ଅଧିକାଂଶ ସନ୍ଥ ଏବେଠୁ ପ୍ରୟାଗରାଜରେ ଡେରା ପକାଇ ସାରିଲେଣି । ତେବେ ଏହି ମେଳାରେ ସାମିଲ ହେବାକୁ ଆସିଥିବା ସନ୍ଥ ମାନେ ମୋଦି ସରକାର ଉପରେ ପ୍ରବଳ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳ ରାଜ୍ୟ କମିଟି ସହ ଜିଲ୍ଲା ସଭାପତିଙ୍କ ନାମ କଲେ ଘୋଷଣା

କନକ ବ୍ୟୁରୋ : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟ କର୍ମକର୍ତା ଓ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ପୂର୍ବରୁ ବିଜୁ କୃଷକ ଜନତା ଦଳର ସଂଗଠନକୁ ସୁଦୃଢ କରିବା ପାଇଁ କୃଷକ ଜନତା ଦଳର ସଭାପତି ଭାବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ଭାବରେ…