Daily Archives

December 18, 2018

ବିଶ୍ୱବଜାରରେ ବିକ୍ରି ହେବ ଓଡିଶା ଉତ୍ପାଦ : ଅନଲାଇନରେ ମିଳିବ କଟକର ମାଣିଆବନ୍ଧ ଶାଢୀ, ମୟୁରଭଞ୍ଜର ଘାସ ତିଆରି ଜିନିଷ…

କନକ ବ୍ୟୁରୋ : ଏଣିକି ଅନଲାଇନରେ ମିଳିପାରିବ ମାଣିଆବନ୍ଧ ଶାଢୀ ଏବଂ ସବାଇଘାସରେ ତିଆରି ସାମଗ୍ରୀ । ଆମାଜାନ ଏବଂ ଫ୍ଲିପକାର୍ଟରେ ଏହା ଉପଲବ୍ଧ ହେବ । ଏନେଇ ଓରମାସ ମାର୍କଟିଂ କମ୍ପାନିମାନଙ୍କ ସହିତ ବୁଝାମଣା କରିଛି । ଏହା ଦ୍ୱାରା ବିଶ୍ୱବଜାରରେ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ ।…

ଭ୍ରଦକରେ ଅଭାବନୀୟ ଘଟଣା ! ମନ୍ଦିର ଭିତରେ ଅଧା ପୋଡା ଚତୁଦ୍ଧାମୂର୍ତ୍ତି, ରହସ୍ୟ ଘେରରେ କେମିତି ଲାଗିଲା ନିଆଁ ?

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ଅଭାବନୀୟ ଘଟଣା । ଗତ ରବିବାର ଦିନ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରପଦା ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଫଳରେ ମନ୍ଦିରରେ ପୂଜା ପାଉଥିବା ତିନି ବିଗ୍ରହ ଜଳିଯାଇଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ନିଆଁ…

ଆଗ ଅପରାଜିତା, ଏବେ ବୈଜୟନ୍ତ ! ନେତାଙ୍କ ମିଶ୍ରଣ ବିଜେପି ପାଇଁ ହେବ କି ଅନୁକୂଳ ?

କନକ ବ୍ୟୁରୋ : ବିଜେପି ରାଜ୍ୟ ରାଜନୀତିରେ ନୂଆ ସମୀକରଣର ଆଭାସ । ପଦ୍ମ ଧରିବେ ବୈଜୟନ୍ତ । ପ୍ରଥମେ ଅପରାଜିତା ଷଡ଼ଙ୍ଗୀ ଆଉ ଏବେ ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ରେ ମୋଦିଙ୍କ ଉପସ୍ଥିତିରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବେ ବୋଲି ଶୁଣିବା ପାଇଁ ମିଳୁଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା…

କ୍ରିକେଟର ବରୁଣ ଚକ୍ରବର୍ତ୍ତୀ, ଆଗରୁ କେବେ ନାଁ ଶୁଣିଥିଲେ କି ? ଜାଣନ୍ତୁ କାହିଁକି ଏହି ଖେଳାଳୀଙ୍କୁ ୮ କୋଟି ୪୦…

କନକ ବ୍ୟୁରୋ : ଜୟପୁର ଠାରେ ଚାଲିଛି ଆଇପିଏଲ୍ ୨୦୧୯ ପାଇଁ ନିଲାମୀ ପ୍ରକ୍ରିୟା । ଚଳିତ ଆଇପିଏଲରେ ଯୁବ ଖେଳାଳୀମାନଙ୍କୁ ଅଧିକ ଗୁରୁତ୍ୱ ମିଳୁଥିବା ଦେଖିବାକୁ ମିଳୁଛି । ଅଭିଜ୍ଞ ତଥା ନାମୀଦାମୀ ଖେଳାଳୀଙ୍କୁ କୌଣସି ଦଳ କିଣୁନଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇନଥିବା ଯୁବ…

ମହାନଦୀ ପାଇଁ ଆଶା ବଢାଇଲା ଛତିଶଗଡର କଂଗ୍ରେସ ସରକାର । ନିରଂଜନ କହିଲେ, ବାତାବରଣ ସକରାତ୍ମକ ଅଛି

କନକ ବ୍ୟୁରୋ: ଛତିଶଗଡ ସରକାର ବଦଳିବା ପରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ । ମହାନଦୀକୁ ମୁଖ୍ୟ ମୁଦ୍ଦା ବନାଇ ସବୁବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରୁଥିବା କଂଗ୍ରେସ ପାଇଁ ଆଜି ପରୀକ୍ଷାର ବେଳ ପହଂଚିଛି । ତେବେ ରମଣଙ୍କ ରାଜ୍ କୁ ହଟାଇ ଛତିଶଗଡରେ ଶାସନର ମଙ୍ଗୁଆଲ…

କ୍ଷମତାକୁ ଆସିବୁ, ଚାଷୀ ଋଣ ଛାଡ଼ିକୁ ! ସତ୍ତା ହାସଲ ପାଇଁ ନେତାଙ୍କ ପ୍ରାଥମିକତା ଚାଷୀ

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ । ଆଉ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନର ସ୍ଥିତି ଦେଖିବା ପରେ ଟାର୍ଗେଟରେ ଅଛନ୍ତି କୃଷକ । କୃଷକଙ୍କ ଭୋଟ ବ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।  ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ କୃଷକଙ୍କ ଭୋଟ୍ ହାତେଇବାପାଇଁ ଏବେ କୃଷି ଋଣଛାଡ଼କୁ…