Daily Archives

December 18, 2018

ନିର୍ବାଚନ ଆସିବାରୁ ଚାଷୀ କଥା ମନେ ପଡିଲା ! ୭୦ ଭାଗ ଲୋକଙ୍କ ମନ ଜିତିବା ପାଇଁ ରାସ୍ତାକୁ ଓହ୍ଲାଇବେ ରାଜନୈତିକ ଦଳ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଆସି କୃଷିଋଣ ଛାଡ କରିବାକୁ ଛାଡ କରିବାକୁ ଘୋଷଣା କରିବା ପରେ  ବିଜେପି ମଧ୍ୟ ଏହି ରଣନୀତିକୁ ଆପଣେଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଆଜି କୃଷିଋଣ ଛାଡ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି  ୨୦୧୯ରେ ଓଡିଶାରେ ବିଜେପି…

୨୦୧୧ ବିଶ୍ୱକପ ହିରୋଙ୍କୁ କିଣିଲେନି କୌଣସି ଦଳ ! ବିକ୍ରି ହେଲେନି ଯୁବରାଜ ସିଂହ ।

କନକ ବ୍ୟୁରୋ : ଜୟପୁରରେ ଆଜି ଚାଲିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୧୯ ପାଇଁ ନିଲାମୀ ପ୍ରକ୍ରିୟା । ୩୫୧ ଜଣ କ୍ରିକେଟ୍ ତାରକାଙ୍କ ନାଁ ନିଲାମୀ ପ୍ରକ୍ରିୟାରେ ରହିଥିବା ବେଳେ ଏଥିରେ ୨୨୮ ଜଣ ଭାରତୀୟ କ୍ରିକେଟର ମଧ୍ୟ ସାମିଲ ଅଛନ୍ତି । ଚଳିତବର୍ଷ ନିଲାମୀ ପ୍ରକ୍ରିୟା ପାଇଁ ସବୁଠୁ ଚର୍ଚ୍ଚାରେ…

ଖୋର୍ଦ୍ଧାରେ ମୋଦିଙ୍କ ଉପସ୍ଥିତିରେ ବିଜେପିରେ ମିଶିପାରନ୍ତି ବୈଜୟନ୍ତ ! ୨୪ରେ ହୋଇପାରେ ମିଶ୍ରଣ ପର୍ବ

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖରେ ମୋଦିଙ୍କ ଓଡିଶା ଗସ୍ତ ସମୟରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇପାରନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧାଠାରେ ହେବାକୁ ଥିବା ମୋଦିଙ୍କ ସଭାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ମଂଚେଶ୍ୱର ସ୍ଥିତି ଉତ୍କଳ ବିପନ୍ନ ସହାୟତା…

ଚାଲିଛି ଆଇପିଏଲ୍ ନିଲାମୀ ପ୍ରକ୍ରିୟା ! ଜାଣନ୍ତୁ କେଉଁ ଦଳରେ କେଉଁ ଖେଳାଳୀ କେତେ ଟଙ୍କାରେ ହେଲେ ସାମିଲ ।

କନକ ବ୍ୟୁରୋ : ଇଣ୍ଡିଆନ ପ୍ରିମିୟର ଲିଗର ଦ୍ୱାଦଶ ତମ ସଂସ୍କରଣ ପାଇଁ ଆଜି ଅପରାହ୍ନରୁ ଆରମ୍ଭ ହୋଇଯାଇଛି ନିଲାମୀ ପ୍ରକ୍ରିୟା । ଆଇପିଏଲ ୨୦୧୯ ପାଇଁ ନିଲାମୀ ସୂଚୀରେ ଅନେକ ନାମୀଦାମୀ କ୍ରିକେଟ୍ ତାରକାଙ୍କ ନାଁ ରହିଛି । ତେବେ ଆଜି ନିଲାମୀ ପ୍ରକ୍ରିୟାରେ ୩୫୧ ଖେଳାଳୀଙ୍କ ମଧ୍ୟରୁ ପ୍ରଥମ ନାମ…

ଦାଦନଙ୍କ ଉପରେ ଦଲାଲର ଜୁଲମ୍ । ଦରମା ମାଗିବାରୁ ଏସିଡ୍ ଢାଳିଲା, ଆଙ୍ଗୁଳି କାଟିଲା ମାଲିକ। ପଢନ୍ତୁ ବିଜୟନଗରମ ହେମଗିରି…

କନକ ବ୍ୟୁରୋ: କେବେ ସରିବ ଦାଦନର ଦୁଃଖ । ଆନ୍ଧ୍ରରେ ଦାଦନଙ୍କ ଉପରେ ଦଲାଲର ଜୁଲମ୍ । ଦରମା ମାଗିବାରୁ ଶ୍ରମିକଙ୍କ ଉପରକୁ ଦଲାଲ ଏସିଡି ମାଡ କରିଥିବା ଅଭିଯୋଗ ହୋଇଛି । ଏସିଡି ଆକ୍ରମଣର ଶିକାର ହୋଇଥିବା ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଆନ୍ଧ୍ର…

ଅନଲାଇନରେ ମହାପ୍ରସାଦ ବିକ୍ରି ଓ ନିମନ୍ତ୍ରଣ ବ୍ୟବସ୍ଥାକୁ ମନା ! ବିଜ୍ଞପ୍ତି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ : ସୋସିଆଲ୍ ମିଡ଼ିଆରେ ଚାଲିଛି ବେଧଡ଼କ ମହାପ୍ରସାଦ ବିକ୍ରି । ପ୍ରାୟ ୪ଟିରୁ ୫ ଟି ସଂସ୍ଥା ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରୟ କରୁଥିବା ଜଣାପଡ଼ିଥିଲା । ମହାପ୍ରଭୁଙ୍କ ପ୍ରସାଦକୁ ନେଇ ଏପରି ବେପାର କରିବାକୁ ନିନ୍ଦା କରିଛି ଶ୍ରୀମନ୍ଦିର ପ୍ରସାଶନ । ଏପରି ଠକ ସଂସ୍ଥା…