ମଦକୁ ବିରୋଧ ! ବଲାଙ୍ଗୀର ସହରର ରେଳ ଷ୍ଟେସନ ଅଂଚଳରୁ ମଦ ଦୋକାନ ହଟାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

20

କନକ ବ୍ୟୁରୋ: ମଦ ବିରୋଧରେ ପ୍ରତିବାଦ । ବଲାଙ୍ଗୀର ସହରର ରେଳ ଷ୍ଟେସନ ଅଂଚଳରୁ ମଦ ଦୋକାନ ହଟାଇବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ମଦ ଦୋକାନ ବନ୍ଦ କରିବା ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ରେଳ ଷ୍ଟେସନ ଛକ ନିକଟରେ ଥିବ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ଦାବିରେ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –